Aam Aadmi Party Cuttack

Aam Aadmi Party Cuttack Official Account of Aam Aadmi Party, Cuttack Odisha. Lets Sweep Corruption, Communalism and Criminals Out of Odisha Politics.

11/06/2023

ଜଣେ ଚତୁର୍ଥ ପାସ୍ ରାଜାଙ୍କ କାହାଣୀ । ବହୁମାତ୍ରାରେ ଶୁଣନ୍ତୁ, ଶୁଣାନ୍ତୁ ଓ ସେୟାର କରନ୍ତୁ ।

01/02/2023

ରାଷ୍ଟ୍ରପତିଙ୍କ ପରେ ମୋଦିଜୀ ଦେଶର ଦ୍ୱିତୀୟ ସର୍ବୋଚ୍ଚ ପଦବୀକୁ ଅପମାନିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଅହଂକାରର ସମସ୍ତ ସୀମା ଅତିକ୍ରମ କରିଛନ୍ତି।

ନିଜକୁ ପ୍ରତ୍ୟେକ ମଣିଷଠାରୁ ଅଧିକ ଭାବିବା ଗଣତନ୍ତ୍ରର ସମ୍ମାନ ଉପରେ ଆକ୍ରମଣ |

ଦେଶରେ ପ୍ରଥମ ଥର !!ଦିଲ୍ଲୀ ରେ ପ୍ରଦୂଷଣ ଉତ୍ସ ଗୁଡ଼ିକୁ ଚିହ୍ନଟ କରିବାକୁ କାର୍ଯ୍ୟ ଆରମ୍ଭ ହେଲା !ସିଏମ୍ ଅରବିନ୍ଦ କେଜ୍ରିୱାଲ ଆଜି ଏହାର ସୁପର...
01/02/2023

ଦେଶରେ ପ୍ରଥମ ଥର !!

ଦିଲ୍ଲୀ ରେ ପ୍ରଦୂଷଣ ଉତ୍ସ ଗୁଡ଼ିକୁ ଚିହ୍ନଟ କରିବାକୁ କାର୍ଯ୍ୟ ଆରମ୍ଭ ହେଲା !

ସିଏମ୍ ଅରବିନ୍ଦ କେଜ୍ରିୱାଲ ଆଜି ଏହାର ସୁପର-ସାଇଟ୍ ଏବଂ ମୋବାଇଲ୍ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନକୁ ଫ୍ଲାଗ୍ ଦେଖାଇ ସ୍ବାଗତ କରିଛନ୍ତି ।

ପଞ୍ଜାବ ରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ମାସରେ ଦିଆ ଯାଉଛି ନିଯୁକ୍ତି ପତ୍ର ।ଏହା କେବେଳ ଆପ୍ ସରକାର କରିପାରେ ।
31/01/2023

ପଞ୍ଜାବ ରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ମାସରେ ଦିଆ ଯାଉଛି ନିଯୁକ୍ତି ପତ୍ର ।
ଏହା କେବେଳ ଆପ୍ ସରକାର କରିପାରେ ।

31/01/2023

ଆଜି ସାରା ଭାରତର ଲୋକ ମୋଦିଜୀ ଙ୍କ ବନ୍ଧୁଙ୍କ ଦୁର୍ନୀତି ଉପରେ ଆଲୋଚନା କରୁଛନ୍ତି।

ଆଦାନୀଙ୍କ ଅଢେଇ ଲକ୍ଷ କୋଟି ଟଙ୍କାର ଋଣ ଅଛି।

LIC ଆଦାନୀଙ୍କ କମ୍ପାନୀ ଗୁଡ଼ିକରେ ୮୭ ହଜାର କୋଟି ବିନିଯୋଗ କରିଛି।

SBI ହଜାର କୋଟି ଟଙ୍କାର ଋଣ ଦେଇଛି।

ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ଦିଅନ୍ତୁ LIC ଓ SBI କାହା ଆଦେଶରେ ସହସ୍ର କୋଟି ଟଙ୍କା ଆଦାନୀ କମ୍ପାନୀରେ ବିନିଯୋଗ କରିଛି?

- ଆପ୍ ସାଂସଦ ସଞ୍ଜୟ ସିଂହ

All the best Team India
13/01/2023

All the best Team India

ଯୁବକ ମାନଙ୍କ ପ୍ରେରଣା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ
12/01/2023

ଯୁବକ ମାନଙ୍କ ପ୍ରେରଣା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

ଓଡିଶାରେ ସଙ୍ଗଠନ ସୁଦୃଢ ହେଲେବ୍ୟବସ୍ଥା ପରିବର୍ତ୍ତନ ସମ୍ଭବ ହେବ
11/01/2023

ଓଡିଶାରେ ସଙ୍ଗଠନ ସୁଦୃଢ ହେଲେ
ବ୍ୟବସ୍ଥା ପରିବର୍ତ୍ତନ ସମ୍ଭବ ହେବ

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କୁ ଆପ୍ ଓଡିଶାର ପଦାଧିକାରୀ ମାନେ ସାକ୍ଷାତ କଲେ । #ଓ...
11/01/2023

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କୁ ଆପ୍ ଓଡିଶାର ପଦାଧିକାରୀ ମାନେ ସାକ୍ଷାତ କଲେ ।
#ଓଡ଼ିଶାରେମଧ୍ୟକେଜରିୱାଲ

ବିଜେଡି ସରକାରଙ୍କ ୫ଟି ଶିକ୍ଷା ମଡେଲ ଦେଖନ୍ତୁ ! #ଓଡ଼ିଶାରେଦରକାରବ୍ୟବସ୍ଥାପରିବର୍ତ୍ତନ
10/01/2023

ବିଜେଡି ସରକାରଙ୍କ ୫ଟି ଶିକ୍ଷା ମଡେଲ ଦେଖନ୍ତୁ !
#ଓଡ଼ିଶାରେଦରକାରବ୍ୟବସ୍ଥାପରିବର୍ତ୍ତନ

ଏହି ପରିବର୍ତ୍ତନକୁ ସମଗ୍ର ଓଡିଶାରେ ଆଣିବାକୁ ପଡିବ  #ଓଡ଼ିଶାରେମଧ୍ୟକେଜରିୱାଲ  #ଓଡ଼ିଶାରେଦରକାରବ୍ୟବସ୍ଥାପରିବର୍ତ୍ତନ
10/01/2023

ଏହି ପରିବର୍ତ୍ତନକୁ ସମଗ୍ର ଓଡିଶାରେ ଆଣିବାକୁ ପଡିବ
#ଓଡ଼ିଶାରେମଧ୍ୟକେଜରିୱାଲ
#ଓଡ଼ିଶାରେଦରକାରବ୍ୟବସ୍ଥାପରିବର୍ତ୍ତନ

ଦିଲ୍ଲୀରେ କୋରୋନା ସମୟରେ ଲୋକ ମାନଙ୍କ ସେବା କରି ନିଜର ଜୀବନ ହାରିଥିବା ୩ କୋରୋନା ଯୋଦ୍ଧାଙ୍କ ପରିବାରଙ୍କୁ ଉପ ମୂଖ୍ୟମନ୍ତ୍ରୀ ମନିଷ ସିଶୋଦିଆ ...
09/01/2023

ଦିଲ୍ଲୀରେ କୋରୋନା ସମୟରେ ଲୋକ ମାନଙ୍କ ସେବା କରି ନିଜର ଜୀବନ ହାରିଥିବା ୩ କୋରୋନା ଯୋଦ୍ଧାଙ୍କ ପରିବାରଙ୍କୁ ଉପ ମୂଖ୍ୟମନ୍ତ୍ରୀ ମନିଷ ସିଶୋଦିଆ ୧-୧ କୋଟି ଟଙ୍କାର ସମ୍ମାନ ରାଶି ପ୍ରଦାନ କଲେ ।
ଦିଲ୍ଲୀ ଓ ପୁରା ଦେଶ ଆମର କୋରୋନା ଯୋଦ୍ଧା ମାନଙ୍କ ପାଇଁ ଗର୍ବ କରୁଛି ।

Address

Capital Cinema Building, Tinkonia Bagicha
Cuttack
753001

Alerts

Be the first to know and let us send you an email when Aam Aadmi Party Cuttack posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Aam Aadmi Party Cuttack:

Share