Word No - 9 Biju Janata Dal

Word No - 9 Biju Janata Dal ବିଜୁ ଜନତା ଦଳ ,କଟକ - ବାରବାଟୀ ନିର୍ବାଚନ ମଣ?

Felicitated By Nibha Prakashan And Odish Tri-N From Dr. Debasish Jethi, Dr. Manabhanjan Kanara And Dr. Rudra Mishra For ...
15/04/2022

Felicitated By Nibha Prakashan And Odish Tri-N From Dr. Debasish Jethi, Dr. Manabhanjan Kanara And Dr. Rudra Mishra For Remarkable Work In The Field Of Legal And Social Service At Ravenshaw University. Feeling Blessed, Happy And Contented.

ବିଜୁ ଜନତା ଦଳ ୱାର୍ଡ଼ ନମ୍ବର 9 ର ଯୁବ ସଭାପତି ସଞ୍ଜୟ କୁମାର ଦାସ ଙ୍କ ଜନ୍ମଦିନ ର ହାର୍ଦିକ ଅଭିନନ୍ଦନ.
30/03/2022

ବିଜୁ ଜନତା ଦଳ ୱାର୍ଡ଼ ନମ୍ବର 9 ର ଯୁବ ସଭାପତି ସଞ୍ଜୟ କୁମାର ଦାସ ଙ୍କ ଜନ୍ମଦିନ ର ହାର୍ଦିକ ଅଭିନନ୍ଦନ.

https://www.facebook.com/213418195981306/posts/984314525558332/
23/03/2022

https://www.facebook.com/213418195981306/posts/984314525558332/

ଅବରୋଧମୁକ୍ତ ତଥା ଏକ ବିକଶିତ କଟକ ସହର ପାଇଁ... ଆସନ୍ତାକାଲି ନିଶ୍ଚିତ ଭାବେ ନିଜର ବହୁମୂଲ୍ୟ ଭୋଟ୍ ଦେଇ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ ।

ଶ୍ରୀବିହାର କୋଲୋନୀ ୱାଡ ନଂ 9 ରେ ଆଜି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିରେ ଆମ ପ୍ରିୟ କର୍ପୋରେଟର ପ୍ରାର୍ଥୀ ସ୍ମୃତି ରଞ୍ଜନ ଦାସ, ୱାଡ ସଭାପତ...
22/03/2022

ଶ୍ରୀବିହାର କୋଲୋନୀ ୱାଡ ନଂ 9 ରେ ଆଜି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିରେ ଆମ ପ୍ରିୟ କର୍ପୋରେଟର ପ୍ରାର୍ଥୀ ସ୍ମୃତି ରଞ୍ଜନ ଦାସ, ୱାଡ ସଭାପତି ପ୍ରକାଶ କୁମାର ରାଉତ ଓ ୱାଡ 9 ବିଜୁ ଜନତା ଦଳ ର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

ଆଜି ବିଜୁ ଜନତା ଦଳ ୱାଡ ନଂ9 ତରଫରୁ ବୃହତ୍ ରାଲି  ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, କର୍ପୋରେଟର ପ୍ରାର୍ଥୀ ଆମ ପ୍...
20/03/2022

ଆଜି ବିଜୁ ଜନତା ଦଳ ୱାଡ ନଂ9 ତରଫରୁ ବୃହତ୍ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, କର୍ପୋରେଟର ପ୍ରାର୍ଥୀ ଆମ ପ୍ରିୟ ସ୍ମୃତି ରଞ୍ଜନ ଦାସ,ୱାଡ ସଭାପତି ପ୍ରକାଶ କୁମାର ରାଉତ,ଶ୍ରୀବିହାର କଲୋନୀ ର ବରୀଷ୍ଠ ସଦର୍ସ୍ୟ ଓ ବିପୁଳ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇଥିଲେ।

ଆମ ପ୍ରିୟ ବିଜୁ ଜନତା ଦଳ ର  କର୍ପୋରେଟର ପ୍ରାର୍ଥୀ ସ୍ମୃତି ରଞ୍ଜନ ଦାସଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ
20/03/2022

ଆମ ପ୍ରିୟ ବିଜୁ ଜନତା ଦଳ ର କର୍ପୋରେଟର ପ୍ରାର୍ଥୀ ସ୍ମୃତି ରଞ୍ଜନ ଦାସଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ

Today A General meeting was held at ward no-9 in the presence of our honorable ex MLA of BIJU JANATA DAL Mr. Debasish Sa...
19/03/2022

Today A General meeting was held at ward no-9 in the presence of our honorable ex MLA of BIJU JANATA DAL
Mr. Debasish Samantaray and honourable mayor candidate From BIJU JANATA DAL Mr.Subhash Chandra Singh discussing about the solution to the problems with the people for the upcoming municipal election and convincing them to vote for our corporator candidate From
Mr Smruti Dash BIJU JANATA DAL

19/03/2022
9ନଂ ୱାଡ ର ବଡ଼ ଭଉଣୀ ମାନେ ଆମ ପ୍ରିୟ କର୍ପୋରେଟର ପ୍ରାର୍ଥୀ ସ୍ମୃତି ରଞ୍ଜନ ଦାସ ଙ୍କୁ  ଚାହା ଦେଇ ନିଜର ସୁବିଧା ଅସୁବିଧା କଥା କହିଲେ
18/03/2022

9ନଂ ୱାଡ ର ବଡ଼ ଭଉଣୀ ମାନେ ଆମ ପ୍ରିୟ କର୍ପୋରେଟର ପ୍ରାର୍ଥୀ ସ୍ମୃତି ରଞ୍ଜନ ଦାସ ଙ୍କୁ ଚାହା ଦେଇ ନିଜର ସୁବିଧା ଅସୁବିଧା କଥା କହିଲେ

ୱାର୍ଡ ନମ୍ବର ୯  (ମଠ ସାହି) ରେ ଘର କୁ ଘର ବୁଲି ବୁଲି ପ୍ରଚାର କରୁ ଥିବା ସମୟରେ  ଆମ ପ୍ରିୟ ବିଜୁ ଜନତା ଦଳ କର୍ପୋରେଟର ପ୍ରାର୍ଥୀ ସ୍ମୃତି ରଞ...
17/03/2022

ୱାର୍ଡ ନମ୍ବର ୯ (ମଠ ସାହି) ରେ ଘର କୁ ଘର ବୁଲି ବୁଲି ପ୍ରଚାର କରୁ ଥିବା ସମୟରେ ଆମ ପ୍ରିୟ ବିଜୁ ଜନତା ଦଳ କର୍ପୋରେଟର ପ୍ରାର୍ଥୀ ସ୍ମୃତି ରଞ୍ଜନ ଦାସ l

Address

Srivihar Colony, Tulsipur, Cuttack, 8
Cuttack

Website

Alerts

Be the first to know and let us send you an email when Word No - 9 Biju Janata Dal posts news and promotions. Your email address will not be used for any other purpose, and you can unsubscribe at any time.

Share