Directorate of Fisheries, Odisha

Directorate of Fisheries, Odisha Contact information, map and directions, contact form, opening hours, services, ratings, photos, videos and announcements from Directorate of Fisheries, Odisha, Government Organization, AH & VS Campus New Building, Mangalabag, Cuttack.

We have thirty district fisheries offices,ten zonal fisheries offices and four marine offices around Odisha to cater to the needs of the fisher-folk and fish farmers.

19/08/2026
19/08/2026

ବନ୍ୟା ପ୍ରଭାବିତଙ୍କ ସୁରକ୍ଷା, ରିଲିଫ୍ ଓ ପୁନରୁଦ୍ଧାରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଲୋକଙ୍କ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତ ପରିବାରଙ୍କ ଜନଜୀବନକୁ ସ୍ୱାଭାବିକ କରିବା, ପୁନରୁଦ୍ଧାର ଓ କ୍ଷତିପୂରଣ ପାଇଁ ₹୧,୦୦୦ କୋଟିର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି ।

19/08/2026

ଖାରିପାଣିରେ ଚିଙ୍ଗୁଡି ଓ ମାଛଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ତଟୀୟ ଜଳକୃଷି ପ୍ରାଧିକରଣ( ସିଏଏ ) ଅନ୍ତର୍ଭୁକ୍ତ ଅଞ୍ଚଳ ବାହାରେ ଉଚ୍ଚ ଜୁଆର ରେଖାଠାରୁ ୧୦ କି.ମି ପର୍ଯ୍ୟନ୍ତ ନୂତନ ଭାବେ ଖାରିପାଣି ଚିଙ୍ଗୁଡି ଓ ମାଛଚାଷ କରିବା ପାଇଁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି, ଯାହାକି ପୂର୍ବରୁ କେବଳ ୨ କି.ମି ପର୍ଯ୍ୟନ୍ତ ସୀମିତ ଥିଲା।

ଏହି ନୂତନ ନିୟମ ଦ୍ବାରା ଭେନାମି ଚିଙ୍ଗୁଡ଼ି ଏବଂ ଅନ୍ୟାନ୍ୟ ଖାରିପାଣି ପ୍ରଜାତିର ଚିଙ୍ଗୁଡ଼ି ଓ ମାଛ ଉତ୍ପାଦନରେ ବୃଦ୍ଧି ଘଟିବ, ଯାହା ମତ୍ସ୍ୟଚାଷୀଙ୍କ ରୋଜଗାର ଓ ଆର୍ଥିକ ସମୃଦ୍ଧିରେ ସହାୟକ ହେବ।

19/08/2026
19/08/2026

Rescue and relief operations are underway across the flood-affected areas, with coordinated efforts focused on the safe evacuation of people and timely delivery of relief.
Relief camps and free kitchens are operational, while essential food supplies, cattle feed and other relief materials are being distributed to affected communities. NDRF, ODRAF and Fire Service teams are deployed to support rescue and relief operations.

All efforts are being undertaken to ensure the safety of affected people and facilitate the restoration of normalcy at the earliest.

17/08/2026

ମାଛଚାଷୀଙ୍କ ନିମନ୍ତେ ଏକ ଜାତୀୟସ୍ତରର ପୋର୍ଟାଲ ଉପଲବ୍ଧ ରହିଛି, ଯେଉଁଥିରେ ନାମ ପଞ୍ଜୀକରଣ କରି ମାଛଚାଷୀମାନେ ସରକାରୀ ରିହାତି, ଆର୍ଥିକ ସହାୟତା ଓ ବିଭିନ୍ନ ବୀମା ଯୋଜନାର ଲାଭ ପାଇପାରିବେ।

କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ପୋର୍ଟାଲର ସଠିକ୍‌ ନାମ କମେଣ୍ଟ ବକ୍ସରେ ଜଣାନ୍ତୁ।

Address

AH & VS Campus New Building, Mangalabag
Cuttack
753001

Alerts

Be the first to know and let us send you an email when Directorate of Fisheries, Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Directorate of Fisheries, Odisha:

Shortcuts

Share