Utkal Grama Swarajya - ଉତ୍କଳ ଗ୍ରାମ ସ୍ୱରାଜ୍ୟ

  • Home
  • India
  • Cuttack
  • Utkal Grama Swarajya - ଉତ୍କଳ ଗ୍ରାମ ସ୍ୱରାଜ୍ୟ

Utkal Grama Swarajya - ଉତ୍କଳ ଗ୍ରାମ ସ୍ୱରାଜ୍ୟ Non Profitable Voluntary Organization.

27/08/2026

ମୋ ଅଧିକାର ମୋ କର୍ତ୍ତବ୍ୟ ସମାଜ ପାଇଁ ରାଷ୍ଟ୍ର ପାଇଁ ଓ ପରିବାର ପାଇଁ

ଆସନ୍ତା କାଲି ସକାଳ ୮:୩୦ ସମୟରେ ବ୍ରଜବିହାରୀପୁର, କଟକ ଠାରେ  "ରକ୍ଷା ବନ୍ଧନ କାର୍ଯ୍ୟ କ୍ରମ ଓ ଆମ ଅଧିକାର, ଆମ କର୍ତ୍ତବ୍ୟ ସମାଜ ପାଇଁ" ତେଣୁ...
26/08/2026

ଆସନ୍ତା କାଲି ସକାଳ ୮:୩୦ ସମୟରେ ବ୍ରଜବିହାରୀପୁର, କଟକ ଠାରେ "ରକ୍ଷା ବନ୍ଧନ କାର୍ଯ୍ୟ କ୍ରମ ଓ ଆମ ଅଧିକାର, ଆମ କର୍ତ୍ତବ୍ୟ ସମାଜ ପାଇଁ" ତେଣୁ ସମସ୍ତେ ଯୋଗ ଦିଅନ୍ତୁ l

Human Rights Legal Cell, Odisha ଅଫିସ୍ Godhuli Lane Part, Deulasahi, Infront of SBI Tulsipur Branch, Kataka  କୁ ଆସନ୍ତୁ,  ...
22/08/2026

Human Rights Legal Cell, Odisha ଅଫିସ୍ Godhuli Lane Part, Deulasahi, Infront of SBI Tulsipur Branch, Kataka କୁ ଆସନ୍ତୁ, ଆପଣମାନଙ୍କର ପାରିବାରିକ, ସାମାଜିକ, କୌଣସି ପ୍ରକାର ମୌଳିକ ଅଧିକାର କ୍ଷତି ହେଉଛି ଏହି ଅଫିସରେ ବସି ତାର ସାମୁହିକ ସମାଧାନ କରିବାକୁ ଚେଷ୍ଟା କରିବା ଯୋଗାଯୋଗ ନମ୍ବର୍ -9861401215, 9438842617🙏

ପୂଜ୍ୟପାଦ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ତାଙ୍କ ପବିତ୍ର ଚରଣାରବିନ୍ଦରେ ଭକ୍ତିପୂତ ପ୍ରଣାମ।ଧର୍ମ, ସଂ...
21/08/2026

ପୂଜ୍ୟପାଦ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ତାଙ୍କ ପବିତ୍ର ଚରଣାରବିନ୍ଦରେ ଭକ୍ତିପୂତ ପ୍ରଣାମ।
ଧର୍ମ, ସଂସ୍କୃତି ଓ ଜନସେବା ପାଇଁ ତାଙ୍କର ଆଜୀବନ ଉତ୍ସର୍ଗୀକୃତ ଜୀବନ ଆମ ସମାଜ ପାଇଁ ଦୀପ୍ତିମନ୍ତ ମାର୍ଗଦର୍ଶକ। ସେ ଥିଲେ ସନାତନ ଚେତନାର ଏକ ଅଲୌକିକ ଅନୁଷ୍ଠାନ। ତାଙ୍କର ଅମର ଆଦର୍ଶ ଓ ସେବା ମନୋଭାବ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଚିର ଜାଜ୍ୱଲ୍ୟମାନ ହୋଇ ରହିବ।

ଆସନ୍ତା ୧୫.୦୮.୨୦୨୬ ରେ କଟକ ମହାନଦୀ ବିହାର ସ୍ଥିତ ରିଧିସିଦ୍ଧି ମଣ୍ଡପରେ "ମୋ ଅଧିକାର, ମୋ କର୍ତ୍ତବ୍ୟ" ବିଷୟରେ ପିଲାମାନଙ୍କୁ ନେଇ ବ୍ରକୃତ୍ତ...
07/08/2026

ଆସନ୍ତା ୧୫.୦୮.୨୦୨୬ ରେ କଟକ ମହାନଦୀ ବିହାର ସ୍ଥିତ ରିଧିସିଦ୍ଧି ମଣ୍ଡପରେ "ମୋ ଅଧିକାର, ମୋ କର୍ତ୍ତବ୍ୟ" ବିଷୟରେ ପିଲାମାନଙ୍କୁ ନେଇ ବ୍ରକୃତ୍ତା ପ୍ରତିଯୋଗିତା ହେବ ତତ୍ ସହିତ ଚିତ୍ରାଙ୍କନ ନାଚ ଗୀତ ପ୍ରତି ଯୋଗିତା କରାଯିବ l

29/07/2026

ରଥଯାତ୍ରା ସେବା

29/07/2026
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଉତ୍କଳ ଗ୍ରାମ ସ୍ଵରାଜ୍ୟ ର ସଦସ୍ୟ ମାନେ ତନ୍ ମନ୍ ଧନ୍ ...
29/07/2026

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଉତ୍କଳ ଗ୍ରାମ ସ୍ଵରାଜ୍ୟ ର ସଦସ୍ୟ ମାନେ ତନ୍ ମନ୍ ଧନ୍ ଦେଈ ବଡ଼ଦାଣ୍ଡ ରେ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେଇ ନିଜର କର୍ତ୍ତବ୍ୟ କିଛି ମାତ୍ରାରେ କରି ପାରିଛନ୍ତି

Address

Godhuli Lane Part, Opposite SBI Tulasipur Branch, Deulasahi
Cuttack
753008

Alerts

Be the first to know and let us send you an email when Utkal Grama Swarajya - ଉତ୍କଳ ଗ୍ରାମ ସ୍ୱରାଜ୍ୟ posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Utkal Grama Swarajya - ଉତ୍କଳ ଗ୍ରାମ ସ୍ୱରାଜ୍ୟ:

Shortcuts

Share

Category