55 Amulya Smile Foundation

55 Amulya Smile Foundation "The Best Way to Find Yourself is to lose yourself in the Service of Others."
-Mahatma Gandhi

22/02/2021

ମାତୃଭୂମି ମାତୃଭାଷାରେ ମମତା ଯା' ହୃଦେ ଜନାମୀ ନାହିଁତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ । -ସ୍ଵଭାବ କବି ଗଙ୍ଗାଧର ମେହେର ଆ...
20/02/2021

ମାତୃଭୂମି ମାତୃଭାଷାରେ ମମତା ଯା' ହୃଦେ ଜନାମୀ ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ।

-ସ୍ଵଭାବ କବି ଗଙ୍ଗାଧର ମେହେର

ଆଜି ଦିନଟି ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ କରିବାର ଦିନ । କାହିଁକି ନା ୨୦ ଫେବୃଆରୀ ୨୦୧୪ ମସିହା ଅର୍ଥାତ ଆଜିର ଦିନରେ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ । ଯାହାକୁ ନେଇ ପ୍ରତି ଓଡ଼ିଆଙ୍କ ଗର୍ବ କରିବା ସ୍ୱାଭାବିକ ।
ବନ୍ଦେ ଉତ୍କଳ ଜନନୀ!

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ୍, ପଟିଆଲା ଠାରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଣ୍ଡ୍ ପ୍ରିକ୍ସରେ ମହିଳା ୧୦୦ ମିଟର ଦୌଡ଼ରେ ବିଜୟହାସଲ ପା...
18/02/2021

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ୍, ପଟିଆଲା ଠାରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଣ୍ଡ୍ ପ୍ରିକ୍ସରେ ମହିଳା ୧୦୦ ମିଟର ଦୌଡ଼ରେ ବିଜୟହାସଲ ପାଇଁ ଓଡିଶାର ଏସ୍ ସ୍ପ୍ରିଣ୍ଟର୍ ଦୁତି ଚାନ୍ଦଙ୍କୁ ଅଭିନନ୍ଦନ । ଅମୁଲ୍ୟ ସ୍ମାଇଲ ଫାଉଣ୍ଡେସନ ତାଙ୍କର ଏକ ସୁନେଲି ଭବିଷ୍ୟତ କାମନା କରୁଛି।🙏💐👆🏻👍👍

Address

Cuttack
753006

Website

Alerts

Be the first to know and let us send you an email when 55 Amulya Smile Foundation posts news and promotions. Your email address will not be used for any other purpose, and you can unsubscribe at any time.

Share

Category