Maa Cuttack Chandi Foundation

Maa Cuttack Chandi Foundation ଆମେ ଅଛୁ ଆପଣ ମାନଙ୍କ ସାଥିରେ

17/07/2026

ଜୟ ଜଗନ୍ନାଥ, ଜୟ ମା କଟକ ଚଣ୍ଡୀ 🙏
ପବିତ୍ର ଶ୍ରୀ ଗୁଣ୍ଡିଚା ରଥ ଯାତ୍ରାରେ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ୍ ଦ୍ୱାରା ଜଗତସିଂହପୁରର #ସିଦ୍ଧଳ ଶ୍ରୀ ଜଗନ୍ନାଥ ମନ୍ଦିରରେ ଖାଦ୍ୟ,ଚା,ପାନୀୟ ଜଳ ଓ ଭିଡ ନୟନ୍ତ୍ରଣ ରେ ଆମ ପରିବାରର #ସଭପତି_ନିଶିକାନ୍ତ_ଦାସ ଓ ଅନ୍ୟ ସଦର୍ଶ୍ୟ ମାନେ ସେଠି ରହି ସେବା ଯୋଗାଇଥିଲେ 🙏. ଜୟ ଜଗନ୍ନାଥ 🙏🙏

15/07/2026

ଜୟ ମା କଟକ ଚଣ୍ଡୀ 🙏🙏
ମା କଟକ ଚଣ୍ଡୀ ଫାଉଣ୍ଡେସନ ଦ୍ଵାରା ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ ...
ଆମେ ଆସୁଛୁ ଆପଣ ମାନେ ଆସନ୍ତୁ 🙏🙏
ଜୟ ଜଗନ୍ନାଥ 🙏🙏

ସୁଦୂର  #ବାରିପଦାରୁ ଆସିଥିବା  #ସଞ୍ଜୁକ୍ତା_ବେହେରା (ବୟସ -୨୯) ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ ନୂଆବଜ଼ାର ରେ ଏକ ଘରୋଇ ମେଡିକାଲ ରେ ଉତ୍ତମ...
20/06/2026

ସୁଦୂର #ବାରିପଦାରୁ ଆସିଥିବା #ସଞ୍ଜୁକ୍ତା_ବେହେରା (ବୟସ -୨୯) ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ ନୂଆବଜ଼ାର ରେ ଏକ ଘରୋଇ ମେଡିକାଲ ରେ ଉତ୍ତମ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ ପରାମର୍ଶ ନିମନ୍ତେ ତାଙ୍କର ଆଗରୁଏକ ୟୁନିଟ୍ O+ve ରକ୍ତ 🩸ଲାଗିଛି,ଆଉ ଏକ ୟୁନିଟ ରକ୍ତ ଆବଶ୍ୟକ ଥିବାରୁ ତାଙ୍କ ପୁଅ କହିବା ଅନୁସାରେ ଆଗରୁ ସାହାଯ୍ୟ କରିଥିବା ବ୍ୟକ୍ତି ମନାକରିଥିଲେ,ଆଉ କିଛି ଉପାୟ ନ ପାଇ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର #ସଭାପତି. #ନିସିକାନ୍ତ_ଭାଇ ଙ୍କୁ ଜଣାଇଥିଲେ। ଏହି ଖବର ଶୁଣିବା ମାତ୍ରେ ବିଳମ୍ବ ନକରି #ନିଶିକାନ୍ତ_ଭାଇ ଆମ ପରିବାରର ରକ୍ତଦାତା #ସୁରଜ୍_ଭାଇଙ୍କୁ ସାଙ୍ଗରେ ନେଇ SCB ମେଡିକାଲରେ ଥିବା ରକ୍ତ ଭଣ୍ଡାରରେ ଏକ ୟୁନିଟ୍ ରକ୍ତ🩸ଦାନ କରିଥିଲେ। ଓ ପ୍ରତିଶୃତି ଦେଲେ କି ଆଗକୁ ଯଦି 🩸 ରକ୍ତ ଆବଶ୍ୟକ ପଡେ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ ଦ୍ଵାରା ସବୁ ସାହାଯ୍ୟ କରାଯିବ,ନିଜର ବହୁ ମୂଲ୍ୟବାନ ରକ୍ତ ଦାନକରି ଥିବାରୁ,ରକ୍ତଦାତା #ସୁରଜ_ଭାଇଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଉଛୁ 🙏🙏 #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ..🙏🙏ସଦା ସର୍ବଦା ଆପଣ ମାନଙ୍କ ସେବାରେ.🙏।। ଆମର ଲକ୍ଷ୍ୟ ରକ୍ତ 🩸 ଅଭାଭରୁ କାହାର ଜୀବନ ନ ଯାଉ....🙏

ଜୟ ମା କଟକ ଚଣ୍ଡୀ 🙏🙏ବାଲେଶ୍ୱର ରୁ ଆସିଥିବା  #ଗୀତାଞ୍ଜଳି_ଦାସ (ବୟସ -୬୪) ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ SCB  ମେଡିକାଲରେ ଭର୍ତି କର...
18/06/2026

ଜୟ ମା କଟକ ଚଣ୍ଡୀ 🙏🙏
ବାଲେଶ୍ୱର ରୁ ଆସିଥିବା #ଗୀତାଞ୍ଜଳି_ଦାସ (ବୟସ -୬୪) ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ SCB ମେଡିକାଲରେ ଭର୍ତି କରାଯାଇଥିଲା,ଡାକ୍ତରଙ୍କ ପରାମର୍ଶ ନିମନ୍ତେ ତାଙ୍କର #ଦୁଇ_ୟୁନିଟ୍ O+ve ରକ୍ତ🩸 ଆବଶ୍ୟକ ହୋଇଥିବାରୁ ତାଙ୍କ ପୁଅ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର ସକ୍ରିୟ ସଦର୍ଶ୍ୟ #ରବୀନ୍ଦ୍ର_ଭାଇଙ୍କୁ ଜଣାଇଥିଲେ। ରବୀନ୍ଦ୍ର ଭାଇ ଆମ ପରିବାରର ଦୁଇ ଜଣ ରକ୍ତବିର #ସୋନୁ_ଭାଇ ଓ #ପବିତ୍ର_ବାବୁ ଏହି ଖବର ଶୁଣିବା ମାତ୍ରେ ବିଳମ୍ବ ନକରି SCB ପରିସରରେ ଥିବା ରକ୍ତ 🩸ଭଣ୍ଡାର କୁ ଯାଇ ଦୁଇ ୟୁନିଟ୍ ରକ୍ତ🩸ଦାନ କରିଥିଲେ। 🙏। ରକ୍ତଦାତା #ସୋନୁ_ଭାଇ ଓ ପବିତ୍ର ଭାଇଙ୍କୁ ଆମ ପରିବାର ପକ୍ଷରୁ ଧନ୍ୟବାଦ 🙏, କିଛି ବି ସାହାଯ୍ୟ ପାଇଁ ଆମକୁ ଯୋଗା ଯୋଗ କରନ୍ତୁ..🙏 #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ..🙏🙏 ସଦା ସର୍ବଦା ଆପଣ ମାନଙ୍କ ସେବାରେ.....ଜୟ ମା କଟକ ଚଣ୍ଡୀ 🙏।। *ଆମର ଲକ୍ଷ୍ୟ ରକ୍ତ 🩸ଅଭାଭରୁ କାହାର ଜୀବନ ନ ଯାଉ*....🙏

With Jyotirmayee Jm – I just got recognized as one of their top fans! 🎉
08/06/2026

With Jyotirmayee Jm – I just got recognized as one of their top fans! 🎉

ଜୟ ମା କଟକ ଚଣ୍ଡୀ 🙏🙏ଢେଙ୍କାନାଳ ରୁ ଆସିଥିବା  #ପ୍ରମୋଦ୍_ନାୟକ (ବୟସ -୬୬) ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ ଅଶ୍ବିନୀ  ଘରୋଇ ମେଡିକାଲରେ...
08/06/2026

ଜୟ ମା କଟକ ଚଣ୍ଡୀ 🙏🙏
ଢେଙ୍କାନାଳ ରୁ ଆସିଥିବା #ପ୍ରମୋଦ୍_ନାୟକ (ବୟସ -୬୬) ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ ଅଶ୍ବିନୀ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା,ଡାକ୍ତରଙ୍କ ପରାମର୍ଶ ନିମନ୍ତେ ତାଙ୍କର ୁନିଟ୍ A+ve ରକ୍ତ🩸 ଆବଶ୍ୟକ ହୋଇଥିବାରୁ ତାଙ୍କ ପତ୍ନୀ ରକ୍ତଦାତା ନ ମିଳିବାରୁ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର #ସମ୍ପାଦକ_ସନ୍ତୋଷ_ସାହୁ ଭାଇଙ୍କୁ ଜଣାଇଥିଲେ। #ସନ୍ତୋଷ୍_ଭାଇ ଏହି ଖବର ଶୁଣିବା ମାତ୍ରେ ବିଳମ୍ବ ନକରି,ରକ୍ତଦାତା #ପ୍ରଦ୍ୟୁମ୍ନ_ଭାଇଙ୍କୁ ନେଇ SCB ପରିସରରେ ଥିବା ରକ୍ତ 🩸ଭଣ୍ଡାର କୁ ଯାଇ ଏକ ୟୁନିଟ୍ ରକ୍ତ🩸 ଦାନକରିଥିଲେ।ଆମ ପରିବାର ପକ୍ଷରୁ ପ୍ରଦ୍ୟୁମ୍ନ ଭାଇଙ୍କୁ ଧନ୍ୟବାଦ 🙏, କିଛି ବି ସାହାଯ୍ୟ ପାଇଁ ଆମକୁ ଯୋଗା ଯୋଗ କରନ୍ତୁ..🙏 #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ..🙏🙏 ସଦା ସର୍ବଦା ଆପଣ ମାନଙ୍କ ସେବାରେ.....ଜୟ ମା କଟକ ଚଣ୍ଡୀ 🙏।। *ଆମର ଲକ୍ଷ୍ୟ ରକ୍ତ 🩸ଅଭାଭରୁ କାହାର ଜୀବନ ନ ଯାଉ*....🙏

ଜୟ ମା କଟକ ଚଣ୍ଡୀ 🙏🙏 #ଅସହାୟ_ପରିବାରକୁ_ଦୁଃଖର_ପାହାଡ # 🙏🙏 ସୁଦୂର କଟକରୁ ଯାଇ ଆମ  #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର_ପୁରାଟିମ୍_ପହଞ୍ଚିଥିଲା କେନ...
05/06/2026

ଜୟ ମା କଟକ ଚଣ୍ଡୀ 🙏🙏
#ଅସହାୟ_ପରିବାରକୁ_ଦୁଃଖର_ପାହାଡ # 🙏
🙏 ସୁଦୂର କଟକରୁ ଯାଇ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର_ପୁରାଟିମ୍_ପହଞ୍ଚିଥିଲା କେନ୍ଦ୍ରାପଡା ଜିଲ୍ଲା,ଥାନା.ନିକିରାଇ,ପୋଷ୍ଟ.କୋରୋ, ପାଳକଣା ଗ୍ରାମର #ନିମେଇ_ପାତ୍ର ଙ୍କ ଘରେ* !,ଏମତି ଏକ ଅସହାୟ ପରିବାର ଆମ #ପୋସ୍ୟପୁତ୍ର* ଙ୍କ ଘରେ,ଯିଏକି ଦୁଃଖର ପାହାଡ ଉପରେ ଠିଆହୋଇ ସଂଘର୍ଷ କରୁଛନ୍ତି,ଯାହାର ଆର୍ଥିକ ସ୍ଥିତି ଯମାବି ଭଲନାହିଁ,ଭାରି ଦୁଖରେ ଜୀବନ ବିତାଉଛନ୍ତି,ଚାହିଁଲେ ବି ନିଜ ପରିବାର ପାଇଁ କିଛି କରିପାରୁ ନାହାନ୍ତି, କାହିଁକି ନା ଦୁଇଥର ବ୍ରେନ୍ ଟିଉମର ଅପ୍ରେସନ ରେ ସେ ଦୁଷ୍ଟିଶକ୍ତି ହରେଇ ବସିଛନ୍ତି,ବାଧ୍ୟ ହୋଇ ୭ ବର୍ଷର ପୁଅଟିକୁ ବାଳାଶ୍ରମରେ ଛାଡି ଦେଇଛନ୍ତି, ୧୦ ବର୍ଷର ଝିଅ ଟିକୁ ନେଇ ଦୁଃଖକଷ୍ଟ ରେ ଚଳୁଛନ୍ତି, ତେଣୁ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ* ତାଙ୍କୁ ପୁଅ ଭାଭେ ଗ୍ରହଣ କରିଛୁ !, ତାଙ୍କ ମୁହଁରେ ଟିକେ ହସ ଫୁଟେଇବା,ତାଙ୍କ ଭଲ ମନ୍ଦରେ ଠିଆ ହେବା,ତେଣୁ ତାଙ୍କୁ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ* ପକ୍ଷରୁ #ଦୁଇ_ମାସର ଖାଦ୍ୟ ସାମଗ୍ରୀ ଦେଇଛୁ,ତାଙ୍କୁ ପତିସୃତି ଦେଇଛୁ ପ୍ରତି ମାସରେ ଚଳିବା ପାଇଁ ରାସନ ସାମଗ୍ରୀ ନେଇ ତାଙ୍କ ଦୁଆରେ ଠିଆହେବା ପାଇଁ,! ମା କଟକ ଚଣ୍ଡୀ ଫାଉଣ୍ଡେସନ 🙏 #ସଦା_ସର୍ବଦା_ଆପଣ_ମାନଙ୍କ_ସେବାରେ 🙏🙏

ଜୟ ମା କଟକ ଚଣ୍ଡୀ 🙏🙏ଆସନ୍ତା ୨/୬/୨୦୨୬ ଦିନ ଯୋଉ ରାନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା ସର୍ବ ପ୍ରଥମେ  #ଶ୍ରୀଯୁକ୍ତ_ସୁଧାଂଶୁ_ଦାସ ସାର୍ ଙ୍କୁ ଧନ୍...
03/06/2026

ଜୟ ମା କଟକ ଚଣ୍ଡୀ 🙏🙏
ଆସନ୍ତା ୨/୬/୨୦୨୬ ଦିନ ଯୋଉ ରାନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା ସର୍ବ ପ୍ରଥମେ #ଶ୍ରୀଯୁକ୍ତ_ସୁଧାଂଶୁ_ଦାସ ସାର୍ ଙ୍କୁ ଧନ୍ୟବାଦ ଦେବୁ ଗରିବର ଦୁଃଖ ବୁଝିଛନ୍ତି ତାଙ୍କ ସାହାଯ୍ୟରେ ଓ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ ସହଯୋଗରେ SCB ବଡ ମେଡିକାଲରେ ୮୦୦ ଲୋକଙ୍କ ପାଇଁ ଦେୟମୁକ୍ତ ଭୋଜନାଳୟ କରାଯାଇଥିଲା, #ରନ୍ଧାଖାଦ୍ୟ_ବଣ୍ଟନରେ ମା କଟକ ଚଣ୍ଡୀ ଫାଉଣ୍ଡେସନ ପରିବାର ର ସବୁ ସଦର୍ସ୍ୟ ସହଯୋଗ କରିଥିଲେ,ଆଗକୁ ଦଳିତ ଅବହେଳିତ ଅବସ୍ଥାରେ ଦିନ କାଟୁଥିବା ଲୋକମାନଙ୍କ ପାଇଁ ଏହି ସେବା ଜାରିରହିବ,ଆମ ପରିବାରର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଓ #ସୁଧାଂଶୁ_ସାର୍ ଙ୍କୁ ଆମ #ସଭାପତି_ନିଶିକାନ୍ତ_ଦାଶ ଓ #ପରାମର୍ଶଦାତା_ବିକାଶ_ଭାଇ ଧନ୍ୟବାଦ ଜଣାଇବା ସହିତ ତାଙ୍କ ଚଲାପଥ କୁସୁମିତ ହେଉ ମାଙ୍କ ପାଖରେ ପାର୍ଥନା କରିଛନ୍ତି,🙏ମା କଟକ ଚଣ୍ଡୀ ଫାଉଣ୍ଡେସନ,,🙏ସଦା ସର୍ବଦା ଆପଣ ମାନଙ୍କ ସେବାରେ 👍🙏🙏ଆମର ଲକ୍ଷ୍ଯ 🩸ରକ୍ତ ଅଭାବରୁ କାହାର ଜୀବନ ନ ଯାଉ..🙏🙏

ଜୟ ମା କଟକ ଚଣ୍ଡୀ 🙏🙏ଆଜି ମା କଟକ ଚଣ୍ଡୀ ଫାଉଣ୍ଡେସନ ର  #ସମ୍ପାଦକ_ସନ୍ତୋଷ_ସାହୁ(ସନ୍ତୋଷ ଭାଇ) ଙ୍କ ଶୁଭ ଜନ୍ମଦିନରେ ଆମ ପରିବାର ପକ୍ଷରୁ ଶୁଭେ...
16/05/2026

ଜୟ ମା କଟକ ଚଣ୍ଡୀ 🙏🙏
ଆଜି ମା କଟକ ଚଣ୍ଡୀ ଫାଉଣ୍ଡେସନ ର #ସମ୍ପାଦକ_ସନ୍ତୋଷ_ସାହୁ(ସନ୍ତୋଷ ଭାଇ) ଙ୍କ ଶୁଭ ଜନ୍ମଦିନରେ ଆମ ପରିବାର ପକ୍ଷରୁ ଶୁଭେଚ୍ଛା ଓ ଶୁଭକାମନା 💐💐💐 ଜୟ ଜଗନ୍ନାଥ 🙏🙏

ଜୟ ମା କଟକ ଚଣ୍ଡୀ 🙏🙏ଯାଜପୁର ରୁ ଆସିଥିବା  #ଦେବକି_ବେହେରା (ବୟସ -୩୫) ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ ନୂଆବଜ଼ାର ଏକ ଘରୋଇ ମେଡିକାଲରେ...
13/05/2026

ଜୟ ମା କଟକ ଚଣ୍ଡୀ 🙏🙏
ଯାଜପୁର ରୁ ଆସିଥିବା #ଦେବକି_ବେହେରା (ବୟସ -୩୫) ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ ନୂଆବଜ଼ାର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା,ଡାକ୍ତରଙ୍କ ପରାମର୍ଶ ନିମନ୍ତେ ତାଙ୍କର ୁନିଟ୍ AB+ve ରକ୍ତ🩸 ଆବଶ୍ୟକ ହୋଇଥିବାରୁ ତାଙ୍କ ସ୍ୱାମୀ ରକ୍ତଦାତା ନ ମିଳିବାରୁ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର #ସମ୍ପାଦକ_ସନ୍ତୋଷ_ସାହୁ ଭାଇଙ୍କୁ ଜଣାଇଥିଲେ। #ସନ୍ତୋଷ୍_ଭାଇ ଏହି ଖବର ଶୁଣିବା ମାତ୍ରେ ବିଳମ୍ବ ନକରି,ରକ୍ତଦାତା #ଆକାଶ_ସାହୁ SCB ପରିସରରେ ଥିବା ରକ୍ତ 🩸ଭଣ୍ଡାର କୁ ଯାଇ ଏକ ୟୁନିଟ୍ ରକ୍ତ🩸 ଦାନକରିଥିଲେ।ଆମ ପରିବାର ପକ୍ଷରୁ ଆକାଶ ଭାଇଙ୍କୁ ଧନ୍ୟବାଦ 🙏, କିଛି ବି ସାହାଯ୍ୟ ପାଇଁ ଆମକୁ ଯୋଗା ଯୋଗ କରନ୍ତୁ..🙏 #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ..🙏🙏 ସଦା ସର୍ବଦା ଆପଣ ମାନଙ୍କ ସେବାରେ.....ଜୟ ମା କଟକ ଚଣ୍ଡୀ 🙏।। *ଆମର ଲକ୍ଷ୍ୟ ରକ୍ତ 🩸ଅଭାଭରୁ କାହାର ଜୀବନ ନ ଯାଉ*....🙏

Address

Ranihat
Cuttack
753001

Website

Alerts

Be the first to know and let us send you an email when Maa Cuttack Chandi Foundation posts news and promotions. Your email address will not be used for any other purpose, and you can unsubscribe at any time.

Share

Category