Fan Of Athgarh

Fan Of Athgarh Lets join hands to turn our own tables. Lets live, lets share, lets celebrate. Lets hope
Lets dream
Lets make
A redifined Athagad.

Heartfelt prayers and best wishes on the historic inauguration of Ayodhya Ram Mandir. May Lord Ram's blessings be with u...
21/01/2024

Heartfelt prayers and best wishes on the historic inauguration of Ayodhya Ram Mandir. May Lord Ram's blessings be with us always.

ଆମ ଆଠଗଡ଼ ଅଞ୍ଚଳର ଅଗ୍ରଣୀ ଖବରକାଗଜ "ଆଠଗଡ଼ ପ୍ରହରୀ" ପାଳନ କରୁଛି ୨୩ତମ ସ୍ଵନକ୍ଷତ୍ର ଉତ୍ସବ। ଆସନ୍ତା ମକର ସଂକ୍ରାନ୍ତି, ୧୫.୦୧.୨୦୨୪ ସୋମବାର...
07/01/2024

ଆମ ଆଠଗଡ଼ ଅଞ୍ଚଳର ଅଗ୍ରଣୀ ଖବରକାଗଜ "ଆଠଗଡ଼ ପ୍ରହରୀ" ପାଳନ କରୁଛି ୨୩ତମ ସ୍ଵନକ୍ଷତ୍ର ଉତ୍ସବ। ଆସନ୍ତା ମକର ସଂକ୍ରାନ୍ତି, ୧୫.୦୧.୨୦୨୪ ସୋମବାର ଦିନ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ହେବାକୁ ଥିବା ଏହି ଭବ୍ୟ ସମାରୋହରେ ଆପଣମାନଙ୍କ ଉପସ୍ଥିତି ନିତ୍ୟନ୍ତ କାମ୍ୟ....।।

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି..୧୯୭୮ରୁ ୨୦୧୯ ଯାଏଁ ରାଜ୍ୟ ରାଜନୀତିରେ ଥିଲା ସକ୍ରିୟ ଅଂଶଗ୍ରହଣ..୧୯୯୫ରୁ ଲଗାତାର ୫ ଥର ପୁରୀ...
07/11/2023

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି..୧୯୭୮ରୁ ୨୦୧୯ ଯାଏଁ ରାଜ୍ୟ ରାଜନୀତିରେ ଥିଲା ସକ୍ରିୟ ଅଂଶଗ୍ରହଣ..୧୯୯୫ରୁ ଲଗାତାର ୫ ଥର ପୁରୀର ବିଧାୟକ..ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି..

Happy Birthday to Virat Kohli!!💕
05/11/2023

Happy Birthday to Virat Kohli!!
💕

ବିଶିଷ୍ଟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ
27/10/2023

ବିଶିଷ୍ଟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

24/09/2023

🎓 Celebrating an Incredible Journey! 🌞

We are thrilled to share the remarkable achievement of Anup Kumar Nanda from the School of Electrical Engineering at KIIT Deemed to be University. 📚 Anup has successfully completed his PhD defense, and his research has left an indelible mark on our academic community.

Anup's dissertation delved into the captivating realm of "Performance Enhancement of a Partially Shaded Photovoltaic Array Connected to a Microgrid by Optimal Reconfiguration Scheme." 🌱☀️ His dedication, tireless efforts, and innovative approach have illuminated a path toward more efficient and sustainable renewable energy solutions.

Throughout his academic journey, Anup has not only excelled in his research but also been a source of inspiration to his peers and mentors. His commitment to pushing the boundaries of knowledge is truly commendable.

As Anup takes this significant step forward in his academic and professional life, we have no doubt that he will continue to make a profound impact in the field of electrical engineering and renewable energy.

Join us in congratulating Anup Kumar Nanda on this outstanding achievement! 🎉👨‍🎓 Your School of Electrical Engineering family is incredibly proud of your accomplishments, and we eagerly await the contributions you will make to the world of science and technology. 🌍💡

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁଯୋଗ୍ୟା କନ୍ୟା,ବିଶିଷ୍ଟ ଅନ୍ତର୍ଜାତୀୟ ଲେଖିକା,ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶିକା ତଥା ମା...
17/09/2023

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁଯୋଗ୍ୟା କନ୍ୟା,ବିଶିଷ୍ଟ ଅନ୍ତର୍ଜାତୀୟ ଲେଖିକା,ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶିକା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକମାତ୍ର ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକରେ ପକ୍ଷରୁ ଗଭୀର ଶ୍ରଦ୍ଧାଂଜଳି ଜଣାଉଛୁ ।ଶ୍ରୀମତୀ ମେହେଟ୍ଟାଙ୍କ ପରଲୋକ ଅନ୍ତର୍ଜାତୀୟ ସାରସ୍ୱତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ପ୍ରଶାସକ, ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, 'ଆକାଶ ଦୀପ'ର ବିଶିଷ୍ଟ କଥାକାର, 'କଥାଟିଏ କହୁଁ'ର ବିଶିଷ୍ଟ ସ୍ତମ୍ଭ...
06/09/2023

ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ପ୍ରଶାସକ, ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, 'ଆକାଶ ଦୀପ'ର ବିଶିଷ୍ଟ କଥାକାର, 'କଥାଟିଏ କହୁଁ'ର ବିଶିଷ୍ଟ ସ୍ତମ୍ଭକାର ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ।

06/09/2023


ବିଶ୍ଵନାଥ ବିଦ୍ୟାପୀଠରେ ଗୁରୁଦିବସ ପାଳନ।

29/08/2023

Address

Athagarh
Cuttack
754029

Website

Alerts

Be the first to know and let us send you an email when Fan Of Athgarh posts news and promotions. Your email address will not be used for any other purpose, and you can unsubscribe at any time.

Share

Category