Susa Bhai Fan Club

Susa Bhai Fan Club Social Worker

ରଙ୍ଗ, ପ୍ରେମ ଓ ଉତ୍ସାହର ପବିତ୍ର ପର୍ବହୋଲି ମିଳନ ରଙ୍ଗୋତ୍ସବ – ୨୦୨୬ର ସୁନ୍ଦର ମୁହୂର୍ତ୍ତ।Susanta Patra Hilights Susa Bhai Fan Club ...
12/03/2026

ରଙ୍ଗ, ପ୍ରେମ ଓ ଉତ୍ସାହର ପବିତ୍ର ପର୍ବ
ହୋଲି ମିଳନ ରଙ୍ଗୋତ୍ସବ – ୨୦୨୬
ର ସୁନ୍ଦର ମୁହୂର୍ତ୍ତ।
Susanta Patra Hilights Susa Bhai Fan Club

ରଙ୍ଗରେ ରଙ୍ଗିତ ଆନନ୍ଦର ପର୍ବହୋଲି ମିଳନ ରଙ୍ଗୋତ୍ସବ – ୨୦୨୬ର କିଛି ଅମୂଲ୍ୟ ମୁହୂର୍ତ୍ତ।Susanta Patra Hilights Susa Bhai Fan Club    ...
11/03/2026

ରଙ୍ଗରେ ରଙ୍ଗିତ ଆନନ୍ଦର ପର୍ବ
ହୋଲି ମିଳନ ରଙ୍ଗୋତ୍ସବ – ୨୦୨୬
ର କିଛି ଅମୂଲ୍ୟ ମୁହୂର୍ତ୍ତ।

Susanta Patra Hilights Susa Bhai Fan Club

ରଙ୍ଗ ଓ ଆନନ୍ଦର ପର୍ବହୋଲି ମିଳନ ରଙ୍ଗୋତ୍ସବ – ୨୦୨୬ର ଏହି ସ୍ମରଣୀୟ ମୁହୂର୍ତ୍ତ।Susanta Patra Hilights Susa Bhai Fan Club           ...
11/03/2026

ରଙ୍ଗ ଓ ଆନନ୍ଦର ପର୍ବ
ହୋଲି ମିଳନ ରଙ୍ଗୋତ୍ସବ – ୨୦୨୬
ର ଏହି ସ୍ମରଣୀୟ ମୁହୂର୍ତ୍ତ।
Susanta Patra Hilights Susa Bhai Fan Club

ରଙ୍ଗ ର ପର୍ଵ ହୋଲି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ             Susanta Patra Jyotirmaya Mohanty Susa Bhai Fan Club  Bajrangi Pr...
03/03/2026

ରଙ୍ଗ ର ପର୍ଵ ହୋଲି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ

Susanta Patra Jyotirmaya Mohanty Susa Bhai Fan Club Bajrangi Prasant
Hilights

ଜମ୍ମୁ-କଶ୍ମୀରର ପୁଲୱାମାରେ ଦେଶମାତୃଭୂମି ପାଇଁ ନିଜ ଜୀବନ ବଳିଦାନ କରିଥିବା ସମସ୍ତ ସହିଦ ବୀର ଯବାନଙ୍କୁ ମୋର ଭାବଭରା ଶ୍ରଦ୍ଧାଞ୍ଜଳି ଓ ଶତ ଶତ...
14/02/2026

ଜମ୍ମୁ-କଶ୍ମୀରର ପୁଲୱାମାରେ ଦେଶମାତୃଭୂମି ପାଇଁ ନିଜ ଜୀବନ ବଳିଦାନ କରିଥିବା ସମସ୍ତ ସହିଦ ବୀର ଯବାନଙ୍କୁ ମୋର ଭାବଭରା ଶ୍ରଦ୍ଧାଞ୍ଜଳି ଓ ଶତ ଶତ ନମନ।
Susanta Patra Jyotirmaya Mohanty
Bajrangi Prasant

🙏 ଜୟ ଜଗନ୍ନାଥ 🙏ତା ୦୮/୦୨/୨୦୨୬ ରିଖରେ କଟକ ଲିଙ୍କ ରୋଡ ସ୍ଥିତ ନିଶାମଣି ମଣ୍ଡପରେ ଆୟୋଜିତ ପ୍ରିୟ ସୁମନଙ୍କ ୧୬ତମ ଜନ୍ମଦିନ ଉତ୍ସବରେ ଯୋଗଦାନ କ...
11/02/2026

🙏 ଜୟ ଜଗନ୍ନାଥ 🙏

ତା ୦୮/୦୨/୨୦୨୬ ରିଖରେ କଟକ ଲିଙ୍କ ରୋଡ ସ୍ଥିତ ନିଶାମଣି ମଣ୍ଡପରେ ଆୟୋଜିତ ପ୍ରିୟ ସୁମନଙ୍କ ୧୬ତମ ଜନ୍ମଦିନ ଉତ୍ସବରେ ଯୋଗଦାନ କରି ସୁଖଦ ମୁହୂର୍ତ୍ତ ଅନୁଭବ କରିଲି । ଏହି ଅବସରରେ ସୁମନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ସୁସ୍ୱାସ୍ଥ୍ୟ ଓ ସଫଳତା ପାଇଁ ସ୍ନେହଭରା ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଉଛି । 🎂✨

ତା ୦୮/୦୨/୨୦୨୬ ରିଖ ରବିବାର ତିନିକୋଣିଆ ବଗିଚା ସ୍ଥିତ PM ACADEMY GROUND ରେ ଆୟୋଜିତ BROTHERS PREMIER LEAGUE ରେ ଯୋଗଦାନ କରି ଯୁବ ଖେଳ...
11/02/2026

ତା ୦୮/୦୨/୨୦୨୬ ରିଖ ରବିବାର ତିନିକୋଣିଆ ବଗିଚା ସ୍ଥିତ PM ACADEMY GROUND ରେ ଆୟୋଜିତ BROTHERS PREMIER LEAGUE ରେ ଯୋଗଦାନ କରି ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିଲି। କ୍ରୀଡା କେବଳ ମନୋରଞ୍ଜନ ନୁହେଁ, ଏହା ଯୁବ ସମାଜର ଚରିତ୍ର ଗଢ଼ିବାର ଏକ ଶକ୍ତିଶାଳୀ ମାଧ୍ୟମ।

ତା ୦୮/୦୨/୨୦୨୬ ରିଖରେ ବିମଳା ମନ୍ଦିର ପ୍ରାଙ୍ଗଣ, ହରିପୁର, କଟକ ଠାରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ଯୋଗଦାନ କରି ଭକ୍ତିମୟ ପରିବେଶ, ସମାଜିକ...
11/02/2026

ତା ୦୮/୦୨/୨୦୨୬ ରିଖରେ ବିମଳା ମନ୍ଦିର ପ୍ରାଙ୍ଗଣ, ହରିପୁର, କଟକ ଠାରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ଯୋଗଦାନ କରି ଭକ୍ତିମୟ ପରିବେଶ, ସମାଜିକ ଏକତା ଓ ସଚେତନତାର ଏକ ଅପୂର୍ବ ଅନୁଭୂତି ଲାଭ କରିଲି।। 🙏

ତା ୦୮/୦୨/୨୦୨୬ ରିଖରେ ସିଦ୍ଧେଶ୍ୱର ବସତି, ଅପାଣିଆ, କଟକ ଠାରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ଯୋଗଦାନ କରି ଭକ୍ତିର ଭାବନା, ଏକତାର ସନ୍ଦେଶ ଓ...
11/02/2026

ତା ୦୮/୦୨/୨୦୨୬ ରିଖରେ ସିଦ୍ଧେଶ୍ୱର ବସତି, ଅପାଣିଆ, କଟକ ଠାରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ଯୋଗଦାନ କରି ଭକ୍ତିର ଭାବନା, ଏକତାର ସନ୍ଦେଶ ଓ ସମାଜ ସେବା ପ୍ରତି ନୂତନ ପ୍ରେରଣା ଅନୁଭବ କରିଲି। 🙏

🙏 ଜୟ ଜଗନ୍ନାଥ 🙏ତା ୨୫/୦୧/୨୦୨୬, କଟକ ଜଗତପୁର ସ୍ଥିତ Biswal Houseରେ ଆୟୋଜିତ ଶ୍ରୀୟାଙ୍କ ବିବାହ ଅଭ୍ୟର୍ଥନା ଉତ୍ସବରେ ଉପସ୍ଥିତ ରହି ଶୁଭେଚ୍...
27/01/2026

🙏 ଜୟ ଜଗନ୍ନାଥ 🙏

ତା ୨୫/୦୧/୨୦୨୬, କଟକ ଜଗତପୁର ସ୍ଥିତ Biswal Houseରେ ଆୟୋଜିତ ଶ୍ରୀୟାଙ୍କ ବିବାହ ଅଭ୍ୟର୍ଥନା ଉତ୍ସବରେ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଲି।
🙏 ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣକମଳେ
ଶ୍ରୀୟାଙ୍କ ସୁଖୀ ଓ ମଙ୍ଗଳମୟ ବୈବାହିକ ଜୀବନ ପାଇଁ
ହୃଦୟପୂର୍ଣ୍ଣ କାମନା। 🙏

🙏 ଜୟ ଜଗନ୍ନାଥ 🙏ତା ୨୫/୦୧/୨୦୨୬ ରିଖ କଟକ ଓଏମପି ଛକ ସ୍ଥିତ  ପୋଲିସ କଲ୍ୟାଣ ମଣ୍ଡପ ରେ ଆୟୋଜିତ ଆଶୁତୋଷ ଓ ସ୍ଵପ୍ନା ଙ୍କ ବିବାହ ଅଭ୍ୟର୍ଥନା ଉତ...
27/01/2026

🙏 ଜୟ ଜଗନ୍ନାଥ 🙏

ତା ୨୫/୦୧/୨୦୨୬ ରିଖ କଟକ ଓଏମପି ଛକ ସ୍ଥିତ ପୋଲିସ କଲ୍ୟାଣ ମଣ୍ଡପ ରେ ଆୟୋଜିତ ଆଶୁତୋଷ ଓ ସ୍ଵପ୍ନା ଙ୍କ ବିବାହ ଅଭ୍ୟର୍ଥନା ଉତ୍ସବରେ ଯୋଗଦାନ କରି, ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ନବଦମ୍ପତିଙ୍କ ସୁଖୀ ଓ ସମୃଦ୍ଧ ବୈବାହିକ ଜୀବନ ପାଇଁ ହୃଦୟପୂର୍ଣ୍ଣ କାମନା 🙏

ତାରିଖ ୨୫/୦୧/୨୦୨୬, ଢ଼ିଅସାହି ଶଙ୍କରପୁର ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମନାରାୟଣ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅବସରରେ ଉପସ୍ଥିତ ରହି ପ୍ରଭୁଙ୍କ ଆ...
27/01/2026

ତାରିଖ ୨୫/୦୧/୨୦୨୬, ଢ଼ିଅସାହି ଶଙ୍କରପୁର ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମନାରାୟଣ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅବସରରେ ଉପସ୍ଥିତ ରହି ପ୍ରଭୁଙ୍କ ଆଶୀର୍ବାଦ ଓ କୃପା ଲାଭ କରିବାର ସୁଯୋଗ ମିଳିଲା।ଏହି ପବିତ୍ର ଅବସରରେ ମୋ ସହିତ
ସୁଲୋଚନା ସେବା ସଂଘର ଅନେକ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ଭକ୍ତିମୟ ପରିବେଶକୁ ଅଧିକ ଆନନ୍ଦମୟ କରିଥିଲେ।

Address

Cuttack
753010

Website

Alerts

Be the first to know and let us send you an email when Susa Bhai Fan Club posts news and promotions. Your email address will not be used for any other purpose, and you can unsubscribe at any time.

Share

Category