VOYU-Voice of Youth Uparjhar

VOYU-Voice of Youth Uparjhar 🌟 Official Youth Community Of Uparjhar
📍 Uparjhar Village
🏏 Sports • Culture • Events • Unity
🤝 Together We Grow 🙏🏻💐 News page

We earnestly request you to look into this matter and take necessary steps for the construction of the Welcome Gate.
06/06/2026

We earnestly request you to look into this matter and take necessary steps for the construction of the Welcome Gate.

ଆମ ଉପରଝର ଗ୍ରାମରେ ଅବସ୍ଥିତ Anchalik Junior Women's College, Uparjhar ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। କଲେଜ ଛକର...
05/06/2026

ଆମ ଉପରଝର ଗ୍ରାମରେ ଅବସ୍ଥିତ Anchalik Junior Women's College, Uparjhar ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। କଲେଜ ଛକରେ ଏକ ସୁନ୍ଦର ଓ ଆକର୍ଷଣୀୟ Welcome Gate ନିର୍ମାଣ କରାଗଲେ କଲେଜର ପରିଚୟ, ସମ୍ମାନ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ।
Odisha EducationForAll

02/06/2026

ଗାଁର ଭବିଷ୍ୟତ ଆପଣଙ୍କ ହାତରେ।
ନେତାଙ୍କ କଥା ନୁହେଁ, କାମକୁ ଦେଖନ୍ତୁ। ଜାତି, ଧର୍ମ, ଦଳ କିମ୍ବା ଲୋଭରେ ନୁହେଁ, ଗାଁର ଉନ୍ନତି ପାଇଁ ଭୋଟ ଦିଅନ୍ତୁ।
✅ ଯିଏ ଲୋକଙ୍କ ସୁଖ-ଦୁଃଖରେ ସାଥୀ ହୁଏ
✅ ଯିଏ ଗାଁର ବିକାଶ ପାଇଁ କାମ କରେ
✅ ଯିଏ ସତ୍ୟନିଷ୍ଠ ଓ ଜନସେବାରେ ସମର୍ପିତ
ସେହି ବ୍ୟକ୍ତିଙ୍କୁ ଆପଣଙ୍କ ମୂଲ୍ୟବାନ ଭୋଟ ଦିଅନ୍ତୁ।
"ଭଲ ସରପଞ୍ଚ, ଭଲ ପଞ୍ଚାୟତ – ଉନ୍ନତ ଗାଁର ପରିଚୟ।"
🙏 ଆସନ୍ତୁ, ସଚେତନ ଭୋଟର ହୋଇ ଆମ ଗାଁର ସୁନ୍ଦର ଭବିଷ୍ୟତ ଗଢ଼ିବା।
🗳️🇮🇳

Address

Deogaon
767067

Website

Alerts

Be the first to know and let us send you an email when VOYU-Voice of Youth Uparjhar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category