Sabujashree Asurali,Bhadrak

Sabujashree Asurali,Bhadrak Contact information, map and directions, contact form, opening hours, services, ratings, photos, videos and announcements from Sabujashree Asurali,Bhadrak, Social service, Dhamnagar.

01/04/2022

ସବୁଜଶ୍ରୀ ପରିବାର ତରଫରୁ ପବିତ୍ର ଉତ୍କଳ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା.

ଅସୁରାଳୀ ଗ୍ରାମ ପଂଚାୟତ ର ଜଣେ ବୟ ଜେଷ୍ଟ ବୟସ୍କ ବ୍ୟକ୍ତି ଦୟାନିଧି ବେହେରାଙ୍କର 21000 ଟଙ୍କା କିଛି ଅସମାଜିକ   ଲୋକଙ୍କ ଦ୍ୱାରା ବ୍ୟାଙ୍କ ଖା...
25/03/2022

ଅସୁରାଳୀ ଗ୍ରାମ ପଂଚାୟତ ର ଜଣେ ବୟ ଜେଷ୍ଟ ବୟସ୍କ ବ୍ୟକ୍ତି ଦୟାନିଧି ବେହେରାଙ୍କର 21000 ଟଙ୍କା କିଛି ଅସମାଜିକ ଲୋକଙ୍କ ଦ୍ୱାରା ବ୍ୟାଙ୍କ ଖାତାରୁ ବାଟ ମରଣା କରାଯଇଥିଲା ସବୁଜଶ୍ରୀ ଯୁବ ପରିଷଦର ସଦଶ୍ୟ ମାନଙ୍କ ପାଖରେ ଦୟାନିଧି ମଉସା ପହଂଚି ଏହି ବିଷୟରେ ଅବଗତ କରିଇଥିଲେ. ସବୁଜଶ୍ରୀ ସଦଶ୍ୟ ମାନେ ଏକ ନିର୍ଦ୍ଧିଷ୍ଟ ବ୍ୟାଙ୍କ ର ମ୍ୟାନେଜର ଶ୍ରୀଯୁକ୍ତ ଦେବାଶିଷ ସାର ଙ୍କ ର ସହଯୋଗ ରେ ଏବଂ ବହୁଦିନ ର ପ୍ରଚେଷ୍ଟା ପରେ ଆଜି ମଉସା ଜଣକ ତାଙ୍କ ସମସ୍ତ ପଇସା ଫେରି ପାଇଲେ.
ସବୁଜଶ୍ରୀ ପରିବାର ତରଫରୁ ଦେବାଶିଷ ସାର ଙ୍କୁ ଧନ୍ୟବାଦ ଜଣାଉଛୁ.
ସବୁଜଶ୍ରୀ ପରିବାର ସବୁବେଳେ ସମସ୍ତଙ୍କ ସାଥିରେ 💪💪💪.......

 #କଳା_ଦିବସ ୧୪ ଫେବୃଆରୀ ପୁଲୱାମା ଆକ୍ରମଣ ରେ ସହିଦ୍ ହୋଇଥିବା ଆମ ଭାରତ ମାତାର ୪୦  ଅମର ବୀର ସପୁତ୍ ମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।ଆପଣଙ୍କ...
14/02/2022

#କଳା_ଦିବସ ୧୪ ଫେବୃଆରୀ ପୁଲୱାମା ଆକ୍ରମଣ ରେ ସହିଦ୍ ହୋଇଥିବା ଆମ ଭାରତ ମାତାର ୪୦ ଅମର ବୀର ସପୁତ୍ ମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।ଆପଣଙ୍କ ତ୍ୟାଗ ସମାଜ ପାଇଁ ସର୍ବଦା ଋଣୀ ଓ ସ୍ମରଣୀୟ ହୋଇ ରହିବ।ଜୟ ହିନ୍ଦ୍।🙏🙏🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

ଭାରତ ବର୍ଷର ମହାନ ସ୍ୱାଧୀନତା ସଂଗ୍ରାମୀ "ଆଜାଦ୍ ହିନ୍ଦ୍ ଫୋୖଜ"ର କର୍ଣ୍ଣଧାର ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଶତ ଶତ ପ୍ରଣାମ 🙏
23/01/2022

ଭାରତ ବର୍ଷର ମହାନ ସ୍ୱାଧୀନତା ସଂଗ୍ରାମୀ "ଆଜାଦ୍ ହିନ୍ଦ୍ ଫୋୖଜ"ର କର୍ଣ୍ଣଧାର ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଶତ ଶତ ପ୍ରଣାମ 🙏

  12th January ସ୍ୱାମୀ ବିବେକାନନ୍ଦ ଙ୍କ ୧୫୯ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଉପଲକ୍ଷେ ସମସ୍ତଙ୍କୁ  # SSYP ପରିବାର ତରଫରୁ ଶୁଭେଚ୍ଛା ଓ ଅ...
12/01/2022

12th January ସ୍ୱାମୀ ବିବେକାନନ୍ଦ ଙ୍କ ୧୫୯ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଉପଲକ୍ଷେ ସମସ୍ତଙ୍କୁ # SSYP ପରିବାର ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ .

Address

Dhamnagar
756137

Website

Alerts

Be the first to know and let us send you an email when Sabujashree Asurali,Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Share

Category