Namita Naik

Namita Naik BJD State Council Member, Odisha
State General Secretary, BMJD, Odisha State General Secretary Of Biju Mahila Janata Dal, Odisha

07/09/2024

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଘ୍ନରାଜ ଶ୍ରୀ ଗଣେଶଙ୍କ ନିକଟରେ ଏତିକି କାମନା ସକଳ ବିଘ୍ନକୁ ନାଶ କରି ସମସ୍ତଙ୍କୁ ବିଦ୍ୟା, ବୁଦ୍ଧି, ସିଦ୍ଧି, ସମୃଦ୍ଧି ଓ ସୌଭାଗ୍ୟର ଅଧିକାରୀ କରନ୍ତୁ ll🙏ll

 #ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଇନ୍ଦିପୁର ପଂଚାୟତ ଠାରେ ଜୟ ଶ୍ରୀରାମ  କ୍ରିକେଟ୍ କ୍ଲବ ତରଫରୁ ଆୟୋଜିତ ରାତ୍ର କାଳୀନ କ୍ରିକେଟ୍ ଫାଇନାଲ ମ୍ୟାଚର...
01/04/2024

#ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଇନ୍ଦିପୁର ପଂଚାୟତ ଠାରେ ଜୟ ଶ୍ରୀରାମ କ୍ରିକେଟ୍ କ୍ଲବ ତରଫରୁ ଆୟୋଜିତ ରାତ୍ର କାଳୀନ କ୍ରିକେଟ୍ ଫାଇନାଲ ମ୍ୟାଚରେ ଯୋଗ ଦେଇଥିଲି l ସେଠାରେ ମୋ ସହିତ ଉପସ୍ଥିତ ଥିଲେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଅବିନାଶ ସାମଲ, ଢେଙ୍କାନାଳ ବିଜୁ କୃଷକ ସଭାପତି ଶ୍ରୀଯୁକ୍ତ ନରୋତ୍ତମ ସାହୁ, ଇନ୍ଦିପୁର ସରପଞ୍ଚ ଲଳିତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ବାବୁ ଓ ସମସ୍ତ ମାନ୍ୟଗଣ୍ୟ ଗୁରୁଜନ ବୃନ୍ଦ l

Naveen Patnaik
Pranab Prakash Das
Biju Janata Dal Odisha
Biju Mahila Janata Dal
BJD Hindol Assembly Constituency

ରଙ୍ଗର ପର୍ବ ହୋଲି ଉତ୍ସବ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ l
26/03/2024

ରଙ୍ଗର ପର୍ବ ହୋଲି ଉତ୍ସବ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ l

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ l
25/03/2024

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ l

24/03/2024
13/03/2024

ନବୀନଙ୍କ ନେତୃତ୍ବକୁ ପୁରା ଦେଶର ମନ ଜିଣିଛି। ସେଥିପାଇଁ ତ ମୋ ଭୋଟ ବିଜେଡିକୁ ଯାଉଛି।

 #ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ ରାସୋଳକୁ ମାନ୍ୟବର ମୁଖ୍ୟମନ୍ତ୍ରୀ  #ଏନଏସିର ମାନ୍ୟତା ଦେଇଥିବାରୁ ତାଙ୍କୁ ମୋର ଆନ୍ତରିକ କୃତଜ୍ଞତ...
13/03/2024

#ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ ରାସୋଳକୁ ମାନ୍ୟବର ମୁଖ୍ୟମନ୍ତ୍ରୀ #ଏନଏସିର ମାନ୍ୟତା ଦେଇଥିବାରୁ ତାଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଇବା ସହ ପ୍ରିୟ #ରାସୋଳବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି l


CMO Odisha
Naveen Patnaik
Pranab Prakash Das
Biju Janata Dal Odisha
Biju Mahila Janata Dal
BJD Hindol Assembly Constituency

ଓଁ ତ୍ର୍ୟମ୍ବକଂ ୟଜାମହେ ସୁଗନ୍ଧିଂ ପୁଷ୍ଟି ବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୋର୍ମୁକ୍ଷୀୟ ମାଽମୃତାତ୍  llପବିତ୍ର ମହାଶିବରାତ୍ରି ଓ ଜ...
08/03/2024

ଓଁ ତ୍ର୍ୟମ୍ବକଂ ୟଜାମହେ ସୁଗନ୍ଧିଂ ପୁଷ୍ଟି ବର୍ଦ୍ଧନମ୍
ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୋର୍ମୁକ୍ଷୀୟ ମାଽମୃତାତ୍ ll

ପବିତ୍ର ମହାଶିବରାତ୍ରି ଓ ଜାଗର ଉପଲକ୍ଷେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l ଓଁ ନମଃ ଶିବାୟ 🙏


ବିଜୁ ପଟ୍ଟନାୟକ, ନବ ଓଡିଶାର ବିନ୍ଧାଣୀ , ଓଡ଼ିଆ ଜାତିର ଅନନ୍ୟ ମହାନାୟକ l ଯାହାଙ୍କ ଆଦର୍ଶ ଓ ଅନୁଶାସନ ଆଜି ଆମକୁ ଦେଇଛି ଶ୍ରେଷ୍ଠ ଓଡିଶା ଗଢି...
05/03/2024

ବିଜୁ ପଟ୍ଟନାୟକ, ନବ ଓଡିଶାର ବିନ୍ଧାଣୀ , ଓଡ଼ିଆ ଜାତିର ଅନନ୍ୟ ମହାନାୟକ l ଯାହାଙ୍କ ଆଦର୍ଶ ଓ ଅନୁଶାସନ ଆଜି ଆମକୁ ଦେଇଛି ଶ୍ରେଷ୍ଠ ଓଡିଶା ଗଢିବାର ଉତ୍ସାହ ଓ ସତସାହସ l ସେହି ମହାପୁରୁଷଙ୍କ ୧୦୮ତମ ଜନ୍ମ ଜୟନ୍ତୀରେ ମୋର ଭୂମିଷ୍ଠ ପ୍ରଣାମ l

CMO Odisha
Naveen Patnaik
Biju Janata Dal Odisha
Biju Mahila Janata Dal
BJD Hindol Assembly Constituency

ହିନ୍ଦୋଳ ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ କଡଲା ଗ୍ରାମପଞ୍ଚାୟତ ଠାରେ  #ନୂଆ_ଓଡିଶା_ନବୀନ_ଓଡିଶା ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ସରକାର...
12/02/2024

ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଡଲା ଗ୍ରାମପଞ୍ଚାୟତ ଠାରେ #ନୂଆ_ଓଡିଶା_ନବୀନ_ଓଡିଶା ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରାଇଥିଲି l

CMO Odisha
Naveen Patnaik
vkpandian.odisha
Pranab Prakash Das

ବିଜୁ ଜନତା ଦଳର ଜିଲ୍ଲା କୃଷକ ସଂଗଠନ ର ସଭାପତି ଶ୍ରୀ ନରୋତ୍ତମ ସାହୁ ଙ୍କ ସୁପୁତ୍ର ଅନୀଲ ର ବିବାହ ଭୋଜି ରେ ଯୋଗଦାନ ଅବସରରେ।ଅନୀଲ ଏବଂ ଲିଜା ...
05/02/2024

ବିଜୁ ଜନତା ଦଳର ଜିଲ୍ଲା କୃଷକ ସଂଗଠନ ର ସଭାପତି ଶ୍ରୀ ନରୋତ୍ତମ ସାହୁ ଙ୍କ ସୁପୁତ୍ର ଅନୀଲ ର ବିବାହ ଭୋଜି ରେ ଯୋଗଦାନ ଅବସରରେ।ଅନୀଲ ଏବଂ ଲିଜା କୁ ଆଶୀର୍ବାଦ ଦେବା ସହିତ ତାଙ୍କର ସୁଖ ଦାମ୍ପତ୍ୟମୟ ଜୀବନ କାମନା କରୁଛି l

Address

Rasol, Hindol
Dhenkanal
759021

Website

Alerts

Be the first to know and let us send you an email when Namita Naik posts news and promotions. Your email address will not be used for any other purpose, and you can unsubscribe at any time.

Share

Category