ମୋ ଗାଁ ଇଲେଇଜଙ୍ଗ

ମୋ ଗାଁ ଇଲେଇଜଙ୍ଗ characterized by its strong sense of community, its respect for elders, and its traditional values.

 #ଆଞ୍ଚଳିକ_ବୋଲବମ୍_ସେବା, ଇଲେଇଜଙ୍ଗ, ଗଁଦିଆ ଢେଙ୍କାନାଳ।। ଓଡ଼ିଶାର କୈଳାସ ଢେଙ୍କାନାଳ କପିଳାସ କାଉଡ଼ିଆ ଭକ୍ତମାନଙ୍କ ପାଇଁ ଶ୍ରାବଣ ମାସରେ ଦ...
08/08/2026

#ଆଞ୍ଚଳିକ_ବୋଲବମ୍_ସେବା, ଇଲେଇଜଙ୍ଗ, ଗଁଦିଆ ଢେଙ୍କାନାଳ।। ଓଡ଼ିଶାର କୈଳାସ ଢେଙ୍କାନାଳ କପିଳାସ କାଉଡ଼ିଆ ଭକ୍ତମାନଙ୍କ ପାଇଁ ଶ୍ରାବଣ ମାସରେ ଦିର୍ଘ ବର୍ଷ ଧରି କରିଆସୁଛନ୍ତି ସେବା। । #ଢେଙ୍କାନାଳ #ଗଁଦିଆ #ଇଲେଇଜଙ୍ଗ #ବୋଲବମ୍ #ସେବା #ଜିଲାପାଳ_ଢେଙ୍କାନାଳ #ସାମାଜିକ_ସେବା_କାଯ୍ୟକ୍ରମ #ମାନବ #ସେବା #ମାଧଵ #ସେବା #ଭକ୍ତ #ଭଗବାନ #ବାବା_ଚନ୍ଦ୍ରଶେଖର_ନମଃ #ଶିବାୟ #କପିଳାସ

27/02/2026

#ସନ୍ଥ_ଶ୍ରୀକ୍ଷେତ୍ରରେ_ଭକ୍ତିର_ମହାଜୁଆର #ମାତୃଳ_ସ୍ନେହର_ସଅଁଳା_ଭାରରେ_ଜନ୍ମଉତ୍ସବ
ଧର୍ମୀୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସନ୍ଥପୁର ଗ୍ରାମସ୍ଥ ସନ୍ଥ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହଙ୍କ ତୃତୀୟ ସାମ୍ବତ୍ସରିକ ଜନ୍ମଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହେଉଅଛି। ଗତ ଫେବୃଆରୀ ୨୩ ରିଖ (ଫାଲଗୁନ ଶୁକ୍ଳ ସପ୍ତମୀ) ଠାରୁ ଆରମ୍ଭ ହୋଇଥିବା ଏହି ପାଞ୍ଚ ଦିନିଆ ମହୋତ୍ସବ ୨୭ ତାରିଖ ପର୍ଯ୍ୟନ୍ତ
ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ଇଲେଇଜଙ୍ଗରୁ ଆସିଥିବା ମାତୃଳ ନିମନ୍ତ୍ରିତ ଭାର। ମହାପ୍ରଭୁଙ୍କ ଜନ୍ମଉତ୍ସବ ଅବସରରେ ଭଣଜା ପାଇଁ ମାତୃଳ ପକ୍ଷରୁ ବୈଦିକ ରିତିନୀତି ଅନୁଯାୟୀ ଭାର ସାମଗ୍ରୀ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ରବ୍ୟ ଧରି ଏକ ବିଶାଳ ଶୋଭାଯାତ୍ରା ସନ୍ଥ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲା। ପାରମ୍ପରିକ ଲଉଡ଼ି ଖେଳ, ସିଂଘ ବାଜା, ରଣପା ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀ ଏବଂ ସୁସଜ୍ଜିତ ଆଲୋକମାଳା ମଧ୍ୟରେ ଏହି ଯାତ୍ରା ଗ୍ରାମ ପରିକ୍ରମା କରିବା ସହ ଏକ ଆଧ୍ୟାତ୍ମିକ ଶିହରଣ ସୃଷ୍ଟି କରିଥିଲା। ଆବାଳବୃଦ୍ଧବନିତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରସାଦ ସେବନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ।

 #ସନ୍ଥ_ଶ୍ରୀକ୍ଷେତ୍ରରେ_ମହାପ୍ରଭୁଙ୍କ_ତୃତୀୟ_ସାମ୍ବତ୍ସରିକ_ଜନ୍ମଉତ୍ସବ:  #ମାତୃଳ_ଭାରରେ_କମ୍ପିଲା_ଗ୍ରାମ​ସନ୍ଥପୁର ଶ୍ରୀକ୍ଷେତ୍ରରେ ଚାଲିଥିବା...
26/02/2026

#ସନ୍ଥ_ଶ୍ରୀକ୍ଷେତ୍ରରେ_ମହାପ୍ରଭୁଙ୍କ_ତୃତୀୟ_ସାମ୍ବତ୍ସରିକ_ଜନ୍ମଉତ୍ସବ: #ମାତୃଳ_ଭାରରେ_କମ୍ପିଲା_ଗ୍ରାମ
​ସନ୍ଥପୁର ଶ୍ରୀକ୍ଷେତ୍ରରେ ଚାଲିଥିବା ଏହି ପାଞ୍ଚ ଦିନିଆ ଉତ୍ସବ ସମଗ୍ର ଅଞ୍ଚଳକୁ ବୈକୁଣ୍ଠ ସମାନ କରିଦେଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଏହି ମହୋତ୍ସବରେ ସାମିଲ ହେବାକୁ ଅନୁରୋଧ କରାଯାଇଛି।

23/02/2026
27/12/2025

#ମା_ପାଟ_ମାଦେଇ_କ୍ରିକେଟ_ଟୁର୍ଣ୍ଣାମେଟର_ଉଦଯାପନୀ_ଉତ୍ସବ🏏
🏏 #ଖେଳ_ହିଁ_ଗଢ଼େ_ଭବିଷ୍ୟତ
✊ #ଯୁବଶକ୍ତି_ସହିତ_ଗ୍ରାମର_ଉନ୍ନତି
ଗଁଦିଆ ବ୍ଲକ ଇଲେଇଜଙ୍ଗଠାରେ ଇଲେଇଜଙ୍ଗ ଗ୍ରାମର ପ୍ରିନ୍ସ ଇଲେଭେନର କୁନିକୁନି ପିଲାମାନଙ୍କ ଦ୍ୱାରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଗ୍ରାମ ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସମ୍ମାନିତ ଅତିଥି ଉପସ୍ଥିତ ରହି ବିଭିନ୍ନ ଖେଳାଳୀ ଓ ବିଜୟୀ ଟିମଙ୍କୁ ଟ୍ରଫି 🏆 ପ୍ରଦାନ କରିଥିଲେ।

19/12/2025

#ସୋସିଆଲ_ମିଡ଼ିଆରୁ_ସଂଗ୍ରୃହୀତ #ଏହି_ସୁନ୍ଦର_ଭଜନ
ବହୁ କବିତା, ଭଜନ ,ବହି ଲେଖିଛନ୍ତି ବ୍ଲକ ସ୍ତରରେ ପୁରସ୍କାର ପାଇଛନ୍ତି । ଲେଖକ- ମଧୁସୂଦନ ବେହେରା
ବରଦା, ଗନ୍ଦିଆ, ଢେଙ୍କାନାଳ
ଭଜନ ଭଲ ଲାଗିଲେ କମେଣ୍ଟ ବକ୍ସ ରେ ନିଶ୍ଚୟ ଜଣାଇବେ।


Address

Eleijanga
Dhenkanal
759016

Website

Alerts

Be the first to know and let us send you an email when ମୋ ଗାଁ ଇଲେଇଜଙ୍ଗ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category