05/09/2026
ବ୍ରହ୍ମଗିରିରେ ରହିଛି ପଞ୍ଚୁ ପାଣ୍ଡବଙ୍କ ସହ ଜଡ଼ିତ ୫ଟି ପ୍ରାଚୀନ ମନ୍ଦିର! 😮🛕 ଆଜି ଆମେ ପହଞ୍ଚିଛୁ ନାଗେଶ୍ୱର ଗାଁର ନକୁଳ ମନ୍ଦିରରେ 🙏 ସ୍ଥାନୀୟ ବିଶ୍ୱାସ ଅନୁସାରେ ଏହି ମନ୍ଦିରର ରହିଛି ପଞ୍ଚୁ ପାଣ୍ଡବଙ୍କ ସହ ସମ୍ପର୍କ 🕉️✨
ତେବେ ବାକି ୪ଟି ମନ୍ଦିର କେଉଁଠି? 🤔 ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ 🙏🚩
[Brahmagiri, Nageswara Brahmagiri, Nakula Mandira, Nakula Temple Brahmagiri, Panchu Pandaba Temple, Panch Pandav Temple Odisha, Brahmagiri Temple, Brahmagiri Puri, Ancient Temple Odisha, Odisha Temple, Puri Temple, Odisha Heritage, Odisha Tourism, Hidden Temple Odisha, Pandava Temple Odisha, Mahabharata Odisha, Spiritual Odisha, Odisha Culture, Explore Odisha, Incredible Odisha]
ପଞ୍ଚୁ ପାଣ୍ଡବ ମନ୍ଦିର, ପୁରୀ ମନ୍ଦିର, ବ୍ରହ୍ମଗିରି, ଓଡିଶା ଗାଁ, ଶିବ ମନ୍ଦିର, ଓଡ଼ିଶାର ପ୍ରାଚୀନ ମନ୍ଦିର