10/06/2026
ଛତ୍ରପୁର ପୌରପାଳିକା ର କାର୍ଯ୍ୟରତ ଅଧ୍ୟକ୍ଷା ତଥା ଭାରତୀୟ ଜନତା ପାର୍ଟିର ନାରୀନେତ୍ରୀ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନଙ୍କ ଭୁବନେଶ୍ବର ଠାରେ ଚିକିତ୍ସାଧିନ ଅବସ୍ଥାରେ ଅକାଳ ବିୟୋଗ ଖବର ପାଇ ଦୁଃଖିତ । ଜଣେ କର୍ତ୍ତବ୍ୟନିଷ୍ଠ ଓ ଜନତା ଙ୍କ କାର୍ଯ୍ୟ ପାଇଁ ସଦା ତତ୍ପର ଅଧ୍ୟକ୍ଷା ଭାବେ ସେ ପରିଚିତ ଥିଲେ । ଛତ୍ରପୁର ର ସର୍ବାଙ୍ଗୀନ ଉନ୍ନତି କରିବା ହିଁ ତାଙ୍କର ଲକ୍ଷ୍ୟ ଥିଲା ।
ଅମର ଆତ୍ମାଙ୍କ ଊର୍ଦ୍ଧ୍ବଗତି କାମନା କରୁଛି ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଠାକୁରେ ଧୈର୍ଯ୍ଯ ପ୍ରଦାନ କରନ୍ତୁ ।
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ