BJYM ଘୁମୁସର ଆସ୍କା

BJYM ଘୁମୁସର ଆସ୍କା BJP Yuva Morcha
ଭାରତୀୟ ଜନତା ଯୁବମୋର୍ଚ୍ଚା, ଘୁମୁସର (ଆସିକା), ଗଞ୍ଜାମ

ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଓ ଭାରତୀୟ ଜନତା ପାର୍ଟି  ଆସ୍କା (ଘୁମୁସର)  ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମ...
13/06/2026

ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଓ ଭାରତୀୟ ଜନତା ପାର୍ଟି ଆସ୍କା (ଘୁମୁସର) ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଆସ୍କା ( ଘୁମୁସର) ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଜିତ କୁମାର ପଣ୍ଡା ବିଜେପି ଯୁବମୋର୍ଚ୍ଚା ଟିମ୍ ଘୋଷଣା କରିଛନ୍ତି ।

ଭାରତୀୟ ଜନତା ଯୁବମୋର୍ଚ୍ଚା ଆସ୍କା (ଘୁମୁସର) ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା କମିଟି କୁ ଅଶେଷ ଅଶେଷ ଶୁଭେଛା ଓ ଅଭିନନ୍ଦନ।

ଆପଣମାନଙ୍କ ନେତୃତ୍ୱରେ ଆସ୍କା (ଘୁମୁସର) ଜିଲ୍ଲାରେ ବିଜେପି ଯୁବମୋର୍ଚ୍ଚା ଆହୁରି ସୁଦୃଢ ହେବ ।



Avilash Panda
Ajit Panda
Alok Kumar Satapathy Bjp
BJYM ଘୁମୁସର ଆସ୍କା

ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଓ ଭାରତୀୟ ଜନତା ପାର୍ଟି ଆସ୍କା (ଘୁମୁସର) ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଆସ୍କା ( ଘୁମୁସର) ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଜିତ କୁମାର ପଣ୍ଡା ବିଜେପି ଯୁବମୋର୍ଚ୍ଚା ଟିମ୍ ଘୋଷଣା କରିଛନ୍ତି ।

ଭାରତୀୟ ଜନତା ଯୁବମୋର୍ଚ୍ଚା ଆସ୍କା (ଘୁମୁସର) ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା କମିଟି କୁ ଅଶେଷ ଅଶେଷ ଶୁଭେଛା ଓ ଅଭିନନ୍ଦନ।

ଆପଣମାନଙ୍କ ନେତୃତ୍ୱରେ ଆସ୍କା (ଘୁମୁସର) ଜିଲ୍ଲାରେ ବିଜେପି ଯୁବମୋର୍ଚ୍ଚା ଆହୁରି ସୁଦୃଢ ହେବ ।


ଜନମତ ଠାରୁ ଜନସାଧାରଣଙ୍କ ବିଶ୍ୱାସର ୪୩୯୯ ଦିନ ପର୍ଯ୍ୟନ୍ତ....ବିଶ୍ୱାସରୁ ବିକାଶ ପର୍ଯ୍ୟନ୍ତ,ଏବଂ ବିକାଶରୁ ଏକ ବିକଶିତ ଭାରତ ପର୍ଯ୍ୟନ୍ତ...ଦେ...
10/06/2026

ଜନମତ ଠାରୁ ଜନସାଧାରଣଙ୍କ ବିଶ୍ୱାସର ୪୩୯୯ ଦିନ ପର୍ଯ୍ୟନ୍ତ....
ବିଶ୍ୱାସରୁ ବିକାଶ ପର୍ଯ୍ୟନ୍ତ,
ଏବଂ ବିକାଶରୁ ଏକ ବିକଶିତ ଭାରତ ପର୍ଯ୍ୟନ୍ତ...

ଦେଶର ଗଣତାନ୍ତ୍ରିକ ଇତିହାସରେ ଜନମତ ଦ୍ୱାରା ଏକ ନୂତନ ରେକର୍ଡ ସ୍ଥାପନ କରିଥିବା ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ସଫଳତା ୧୪୦ କୋଟି ଭାରତୀୟଙ୍କ ଅଟଳ ବିଶ୍ୱାସ, ସ୍ନେହ ଏବଂ ସମର୍ଥନର ପ୍ରତୀକ।

ଲଗାତାର ତୃତୀୟ ଥର ପାଇଁ ଦେଶକୁ ନେତୃତ୍ୱ ନେବା ଏବଂ ସବୁଠାରୁ ଦୀର୍ଘ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଗୌରବ ପ୍ରଧାନମନ୍ତ୍ରୀଙ୍କ ଲୋକଙ୍କ ଆଶା ଏବଂ ଆକାଂକ୍ଷା ସହିତ ନିରନ୍ତର ସଂଯୋଗର ପ୍ରମାଣ।

"ରାଷ୍ଟ୍ର ପ୍ରଥମ" ପ୍ରତି ଆପଣଙ୍କର ପ୍ରତିବଦ୍ଧତା ଏବଂ ଭାରତ ମାତାଙ୍କ ସେବା ପାଇଁ ଆପଣଙ୍କର ନିରନ୍ତର ପ୍ରୟାସ ସର୍ବଦା ନୂତନ ଉଚ୍ଚତାରେ ପହଞ୍ଚୁ ଏହା ମୋର କାମନା ।
PM Narendra Modi PMO India Amit Shah Dharmendra Pradhan Nitin Nabin

आज वाराणसी में आदरणीय प्रधानमंत्री श्री Narendra Modi जी की गरिमामयी उपस्थिति में आयोजित ‘महिला सम्मेलन’ में सम्मिलित हु...
02/05/2026

आज वाराणसी में आदरणीय प्रधानमंत्री श्री Narendra Modi जी की गरिमामयी उपस्थिति में आयोजित ‘महिला सम्मेलन’ में सम्मिलित हुआ। प्रधानमंत्री जी के नेतृत्व में माताओं-बहनों को सुरक्षा, सम्मान और स्वाभिमान मिला है तथा नारी शक्ति के सशक्तिकरण को नई दिशा मिली है।

इस अवसर पर प्रधानमंत्री श्री नरेंद्र मोदी जी ने ₹6,330 करोड़ से अधिक की 163 विकास परियोजनाओं का लोकार्पण एवं शिलान्यास किया तथा अमृत भारत एक्सप्रेस ट्रेनों को हरी झंडी दिखाई।

कार्यक्रम में उत्तर प्रदेश की माननीय राज्यपाल श्रीमती आनंदीबेन पटेल जी, माननीय मुख्यमंत्री श्री योगी आदित्यनाथ जी, माननीय प्रदेश अध्यक्ष श्री पंकज चौधरी जी उपस्थित रहे।

02/05/2026

प्रधानमंत्री श्री नरेंद्र मोदी जी के नेतृत्व में हम आज Women Development से Women -Led Development की तरफ बढ़ रहे हैं।

Prayed at the Kashi Vishwanath Temple. May the blessings of Mahadev always remain upon us.
02/05/2026

Prayed at the Kashi Vishwanath Temple. May the blessings of Mahadev always remain upon us.

ଘୁମୁସର (ଆସ୍କା) ସାଙ୍ଗଠନିକ ଜିଲ୍ଲାର ଜନ ଆକ୍ରୋଶ ଯୁବ ବିକ୍ଷୋଭ ଆୟୋଜିତ କରାଯାଇଥିଲା, ଯେଉଁଥିରେ ଯୁବ ସଭାପତି Ajit Panda ଭାଇ, ଜିଲ୍ଲା ସାଧ...
24/04/2026

ଘୁମୁସର (ଆସ୍କା) ସାଙ୍ଗଠନିକ ଜିଲ୍ଲାର ଜନ ଆକ୍ରୋଶ ଯୁବ ବିକ୍ଷୋଭ ଆୟୋଜିତ କରାଯାଇଥିଲା, ଯେଉଁଥିରେ ଯୁବ ସଭାପତି Ajit Panda ଭାଇ, ଜିଲ୍ଲା ସାଧାରଣ ସମ୍ପାଦକ Jagnya Dash ଭାଇ, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ଭାଇ, ବରିଷ୍ଠ ବିଜେପି ନାରୀ ନେତ୍ରୀ ଭାରତୀ ବେହେରା ଅପା, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ୟୋତ୍ସ୍ନା ରାଣୀ ନାହକ, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭସ୍ମିତା ସାହୁ ଏବଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ ଯୁବ ଓ ଛାତ୍ରୀ ଭଉଣୀ ମାନେ ଏଥିରେ ଭାଗ ନେଇଥିଲେ ।

ଘୁମୁସର ଜିଲ୍ଲା କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଶ୍ରୀ ବିଜୟ ସ୍ୱାଇଁ ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଦ୍ଵାରା ସମ୍ୱର୍ଦ୍ଧନା ମହୋତ୍ସବ ପ...
20/03/2026

ଘୁମୁସର ଜିଲ୍ଲା କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଶ୍ରୀ ବିଜୟ ସ୍ୱାଇଁ ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଦ୍ଵାରା ସମ୍ୱର୍ଦ୍ଧନା ମହୋତ୍ସବ ପାଳନ କରାଗଲା।
ନୂତନ ଦାୟିତ୍ଵ ଗ୍ରହଣ
ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି Ajit Panda
ରାଜ୍ୟ ସମ୍ପାଦକ Roshan Kumar Khuntia
SC morcha ରାଜ୍ୟ ସମ୍ପାଦକ ମନୋରଞ୍ଜନ ବେହେରା
ଜୟ ଜଗନ୍ନାଥ 🙏🙏🙏
Narendra Modi
BJYM ଘୁମୁସର ଆସ୍କା

Address

Ghumusara
Ganjam
06810

Website

Alerts

Be the first to know and let us send you an email when BJYM ଘୁମୁସର ଆସ୍କା posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share