Rina Rani Fan Club

Rina Rani Fan Club Social Worker in Polasara, Ganjam

ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ପୋଲସରା ନିର୍ବାଚନ ମଣ୍ଡଳୀର ମୋର ସମସ୍ଥ ଭାଇ ଓ ଭଉଣୀ ମାନଙ୍କୁ ଅନେକ ଅନେକ ସୁଭେତ୍ସା...
28/10/2023

ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ପୋଲସରା ନିର୍ବାଚନ ମଣ୍ଡଳୀର ମୋର ସମସ୍ଥ ଭାଇ ଓ ଭଉଣୀ ମାନଙ୍କୁ ଅନେକ ଅନେକ ସୁଭେତ୍ସା ଓ ଶୁଭକାମନା |





25/10/2023

ଗତକାଲି ସନ୍ଧ୍ୟା ରେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଥୁରା ଗ୍ରାମ ରେ ମା ଙ୍କ ବିଜୟା ଦଶମୀ ଉପଲକ୍ଷେ ସେଠାକୁ ଯାଇ ମା ଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଗାଁ ଲୋକଙ୍କ ସହ ଆଲୋଚନା କରି ପୂଜାର୍ଚନା କଲି |

ବିଜୁ ଜନତା ଦଳ ର ସୁପ୍ରିମୋ ମୋ ଆଦର୍ଶ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନଵୀଵ ପଟ୍ଟନାୟକ ଯିଏ ଜଣେ ସରଳ ହୃଦୟ ର ବ୍ୟକ୍ତି ଜଣେ ଦକ୍ଷ ...
16/10/2023

ବିଜୁ ଜନତା ଦଳ ର ସୁପ୍ରିମୋ ମୋ ଆଦର୍ଶ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନଵୀଵ ପଟ୍ଟନାୟକ ଯିଏ ଜଣେ ସରଳ ହୃଦୟ ର ବ୍ୟକ୍ତି ଜଣେ ଦକ୍ଷ ଶାସକ ନାଁ ରେ ସେବକ ନୂତନ ଓଡିଶା ର ନିର୍ମାତା ଆଜି ତାଙ୍କ ପବିତ୍ର ତାଙ୍କ ଜନ୍ମ ଦିନର ଅନେକ ଅନେକ ସୂବେଚ୍ଛା ଏବଂ ଓ ଶୁଭକାମନା।
ପ୍ରଭୂ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ପ୍ରଭୂ , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଆରୋଗ୍ୟ ଜୀବନ ଜାପାନ ଦେବା ସହ ଦୀର୍ଘ ଆୟୁ ପ୍ରଦାନ କରନ୍ତୁ ଏବଂ ଏହି ପରିକା ସେ ଓଡିଶା ବାସି ଙ୍କ ସେବା କରୀ ଚାଲୁଥାନ୍ତୁ। Naveen Patnaik

. ByomakeshRay

ପବିତ୍ର ନବରାତ୍ରୀ ଉପଲକ୍ଷେ ପୋଲସରା ନିର୍ବାଚନ ମଣ୍ଡଳୀ ର ମୋ ସମସ୍ତ ଭାଇ ଓ ଭଉଣୀ  ଙ୍କୁ ଶୁଭେଚ୍ଛା ଓ ଶୁଭକାମନା : ରୀନାରାଣୀ ଦେବୀ
15/10/2023

ପବିତ୍ର ନବରାତ୍ରୀ ଉପଲକ୍ଷେ ପୋଲସରା ନିର୍ବାଚନ ମଣ୍ଡଳୀ ର ମୋ ସମସ୍ତ ଭାଇ ଓ ଭଉଣୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା : ରୀନାରାଣୀ ଦେବୀ

14/10/2023

ପୋଲସରା ନିର୍ବାଚନ ମଣ୍ଡଳୀ ସୋଡ଼କ ଗ୍ରାମର ମୋର ବଡ଼ ଭାଈ ତଥା କାହ୍ନୁ ବିଶ୍ୱାଳ ଙ୍କ ଧର୍ମପତ୍ନୀ ମୋର ଜଣେ ଭଉଣୀ ଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ l ଆଜି ତାଙ୍କ ବାସ ଭବନରେ ପହଁଚି ଶୋକ ସନ୍ତୋପ ପରିବାର ବର୍ଗଙ୍କୁ ଭେଟି ଗଭୀର ସମବେଦନା ଜ୍ଞାପନ କଲି।
ଏହି ଦୁଃଖଦ ସମୟରେ ଭଗବାନ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ।
#ମିଶନଶକ୍ତି

ପବିତ୍ର ମହାଳୟା ଅବସରରେ ପୋଲସରାର ସମସ୍ତ ଜନସାଧାରଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ |
14/10/2023

ପବିତ୍ର ମହାଳୟା ଅବସରରେ ପୋଲସରାର ସମସ୍ତ ଜନସାଧାରଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ |

13/10/2023

ବିଶ୍ୱ ଅଣ୍ଡା ଦିବସରେ ପିଲାମାନଙ୍କ ସହ ଆଲୋଚନା କଲେ _ବିଶିଷ୍ଠ ସମାଜ ସେବି ରୀନାରାଣୀ ଦେବୀ || World Egg Day

#

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ପୋଲସରା ବାସୀଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି |
09/10/2023

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ପୋଲସରା ବାସୀଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି |





07/10/2023

ପୋଲସରା ବ୍ଲକ ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଗରାଇଜୁଲି ଗାଁ ର , ନନ୍ଦକିସୋର ନାୟକଙ୍କ ( ବୟସ 55ରୁ 60 ) ସାପ କାମୁଡ଼ାରେ ପ୍ରାୟ ଏକ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା | ପାରିବାରିକ ଅବସ୍ଥା ବୁଝିବାପାଇଁ ଶ୍ରୀମତୀ ରୀନା ରାଣୀ ଦେବୀ ପହଞ୍ଚିଥିଲେ ନନ୍ଦକିସୋର ନାୟକଙ୍କ ଘରେ, ସେଠାରେ ପହଁଞ୍ଚି ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା କରିବାସହ ଏହି ପରିବାରକୁ ସାହାର୍ଯ୍ୟ କରିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି |


02/10/2023

ପୋଲସରା ନିର୍ବାଚନ ମଣ୍ଡଳୀର ବିକାଶ ମୋର ଲକ୍ଷ୍ୟ |

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପୋଲସରା ନିର୍ବାଚନ ମଣ୍ଡଳୀ ର ସମସ୍ତ ଭାଇ ଓ ଭଉଣୀ ଙ୍କୁ ମୋ ତରଫ ରୁ ହାର୍ଦ୍ଧିକ ଶୁଭେଚ୍ଛା ||              ...
02/10/2023

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପୋଲସରା ନିର୍ବାଚନ ମଣ୍ଡଳୀ ର ସମସ୍ତ ଭାଇ ଓ ଭଉଣୀ ଙ୍କୁ ମୋ ତରଫ ରୁ ହାର୍ଦ୍ଧିକ ଶୁଭେଚ୍ଛା ||

Address

Polasara
Ganjam
761105

Website

Alerts

Be the first to know and let us send you an email when Rina Rani Fan Club posts news and promotions. Your email address will not be used for any other purpose, and you can unsubscribe at any time.

Share

Category