Block Veterinary Officer Ghatagaon Keonjhar

Block Veterinary Officer Ghatagaon Keonjhar Contact information, map and directions, contact form, opening hours, services, ratings, photos, videos and announcements from Block Veterinary Officer Ghatagaon Keonjhar, Government Organization, Ghatgaon.

Promoted and posted as SDVO Rairangpur OVS-I(SB) from 01.06.2025
04/02/2026

Promoted and posted as SDVO Rairangpur OVS-I(SB) from 01.06.2025

01/02/2025

ବର୍ତ୍ତମାନ ମାଛଚାଷ ଓ ପ୍ରାଣୀପାଳନ ପାଇଁ କିସାନ କ୍ରେଡିଟ କାର୍ଡ ମାଧ୍ୟମ ରେ ଆପଣମାନେ ଋଣ ନେଇପାରିବେ
ମାଛଚାଷ ଓ ପ୍ରାଣୀପାଳନ କ୍ଷେତ୍ର ରେ ସରକାରଙ୍କ ଦ୍ୱାରା ଅନୁମୋଦିତ ପରିଚାଳନା ଖର୍ଚ୍ଚ ପାଇଁ ଏହି ଋଣ ନେଇ ପାରିବେ
ଏକ ଲକ୍ଷ ଷାଠିଏ ହଜାର ଟଙ୍କା ପର୍ଯ୍ୟନ୍ତ କୌଣସି ଅତିରିକ୍ତ ସିକୁରିଟି ବିନା ଓ କମ ଶୁଦ୍ଧ ରେ ଋଣ ନେଇ ପାରିବେ
ଆପଣ ଯଥାଶୀଘ୍ର ଆପଣଙ୍କର ନିକଟତମ ସହକାରୀ ମତ୍ସ୍ୟ ଅଧିକାରୀ କିମ୍ବା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଆବଶ୍ୟକ ଦସ୍ତାବିଜ ସହ ଆବେଦନ କରନ୍ତୁ।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଓଡିଶା ସରକାର

୭୬ତମ ଗଣତନ୍ତ୍ର ଦିବସର ଶୁଭେଛା ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ରରେ ଅଗ୍ରଗତିକୁ ଆଗେଇନେବା ସହ ଗ୍ରାମୀଣ ଜୀବନ, ଜୀବିକାକୁ ଗତିଶୀଳ କରି କୃଷକମା...
26/01/2025

୭୬ତମ ଗଣତନ୍ତ୍ର ଦିବସର ଶୁଭେଛା

ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ରରେ ଅଗ୍ରଗତିକୁ ଆଗେଇନେବା ସହ ଗ୍ରାମୀଣ ଜୀବନ, ଜୀବିକାକୁ ଗତିଶୀଳ କରି କୃଷକମାନଙ୍କୁ ସଶକ୍ତ କରିବାକୁ ଆମେ ସଂକଳ୍ପବଦ୍ଧ । ଆସନ୍ତୁ ଏକତ୍ରିତ ହୋଇ ନିର୍ମାଣ କରିବା ବିକଶିତ ଓଡ଼ିଶା।

Go ahead letters to OMBADC beneficiaries Goat n broiler farm 2024-25
03/11/2024

Go ahead letters to OMBADC beneficiaries Goat n broiler farm 2024-25

7500 capacity Hatchery Maa Durga SHG Balipokhari OMBADC 2022-23
16/09/2024

7500 capacity Hatchery Maa Durga SHG Balipokhari OMBADC 2022-23

ଘର ଅଗଣାରେ କୁକୁଡ଼ା ଚାଷ ପାଇଁ ଚିଆଁ ବଣ୍ଟନ
27/09/2023

ଘର ଅଗଣାରେ କୁକୁଡ଼ା ଚାଷ ପାଇଁ ଚିଆଁ ବଣ୍ଟନ

Emergency service delivery at farmers door step during night hours by bvo in tribal dominated ghatagaon block area
16/01/2023

Emergency service delivery at farmers door step during night hours by bvo in tribal dominated ghatagaon block area

ସନ୍ଧ୍ୟା ସମୟରେ ଜରୁରୀ କାଳୀନ ସେବା.ଚାଷୀ ଙ୍କ ଖୁସି ପାଇଁ ସବୁ କରିବୁ ଆମେ ପ୍ରାଣୀ ଚିକିତ୍ସକ. ଚିକିତ୍ସା ବି ଆଉ ବିଭିନ୍ନ ଯୋଜନା ପ୍ରଣୟନ ବି
09/01/2023

ସନ୍ଧ୍ୟା ସମୟରେ ଜରୁରୀ କାଳୀନ ସେବା.ଚାଷୀ ଙ୍କ ଖୁସି ପାଇଁ ସବୁ କରିବୁ ଆମେ ପ୍ରାଣୀ ଚିକିତ୍ସକ. ଚିକିତ୍ସା ବି ଆଉ ବିଭିନ୍ନ ଯୋଜନା ପ୍ରଣୟନ ବି

01/01/2023
Dystocia quick service at farmer's doorstep due to Mobile Veterinary vehicle fascility by Hon'ble CM Odisha
02/12/2022

Dystocia quick service at farmer's doorstep due to Mobile Veterinary vehicle fascility by Hon'ble CM Odisha

 ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସୁଯୋଗ ନେଇ ପ୍ରାଣୀପାଳନ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ହୁଅନ୍ତୁ।
24/11/2022

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସୁଯୋଗ ନେଇ ପ୍ରାଣୀପାଳନ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ହୁଅନ୍ତୁ।

31/10/2022

ସାଧୁତାର ଶପଥ #ଦୁର୍ନୀତିନିବାରଣସପ୍ତାହ

Address

Ghatgaon

Opening Hours

Monday 7am - 11am
4pm - 6pm
Tuesday 7am - 11am
4pm - 6pm
Wednesday 7am - 11am
4pm - 6pm
Thursday 7am - 11am
4pm - 6pm
Friday 7am - 11am
4pm - 6pm
Saturday 7am - 11am
Sunday 7am - 11am

Website

Alerts

Be the first to know and let us send you an email when Block Veterinary Officer Ghatagaon Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Block Veterinary Officer Ghatagaon Keonjhar:

Share