ମା' ଜାଗୁଳାଇ ସେବା ସଂଘ, ପାଟେଣୀଗାଁ,ଜଗତସିଂହପୁର

  • Home
  • India
  • Jagatsinghpur
  • ମା' ଜାଗୁଳାଇ ସେବା ସଂଘ, ପାଟେଣୀଗାଁ,ଜଗତସିଂହପୁର

ମା' ଜାଗୁଳାଇ ସେବା ସଂଘ, ପାଟେଣୀଗାଁ,ଜଗତସିଂହପୁର Contact information, map and directions, contact form, opening hours, services, ratings, photos, videos and announcements from ମା' ଜାଗୁଳାଇ ସେବା ସଂଘ, ପାଟେଣୀଗାଁ,ଜଗତସିଂହପୁର, Social service, maa jagulai seba sangha, patenigan, Jagatsinghpur.

16/07/2026
ସ୍ଥାନ - ମା ଜାଗୁଳାଇ ମନ୍ଦିର,ପାଟେଣି ଗାଁକାଲି ସନ୍ଧ୍ୟା ୬ ଘଟିକା
26/06/2026

ସ୍ଥାନ - ମା ଜାଗୁଳାଇ ମନ୍ଦିର,ପାଟେଣି ଗାଁ
କାଲି ସନ୍ଧ୍ୟା ୬ ଘଟିକା

17/04/2026
ତରଡାପଡା ପଂଚାୟତର ପାଟେଣିଗ୍ରାମ ଆମ୍ଭର "ମା ଜାଗୁଳାଇ ସେବା ସଂଘର" ୯ମ ବାର୍ଷିକଉତ୍ସବ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ବକ୍ତା- ଅଜିତ୍ କୁମାର ଉ...
17/04/2026

ତରଡାପଡା ପଂଚାୟତର ପାଟେଣିଗ୍ରାମ ଆମ୍ଭର "ମା ଜାଗୁଳାଇ ସେବା ସଂଘର" ୯ମ ବାର୍ଷିକଉତ୍ସବ ପାଳିତ ହୋଇଯାଇଛି।
ଏଥିରେ ମୁଖ୍ୟ ବକ୍ତା- ଅଜିତ୍ କୁମାର ଉତରାୟ (employment officer, Jagatsinghpur), ମୁଖ୍ୟ ଅତିଥି- ପ୍ରେମାନନ୍ଦ ଲେଙ୍କା (ଗୁଇନ୍ଦା ବିଭାଗର ଅତିରିକ୍ତ ସଚିବ), ସମ୍ମାନୀୟ ଅତିଥି - ଡ ସଚିଦାନନ୍ଦ ସ୍ୱାଇଁ (ସ୍ନାୟୁ ରୋଗ ବିଭାଗ, ଆସିଷ୍ଟାଣ୍ଟ ପ୍ରଫେସର) ଏବଂ ସମ୍ମାନୀୟ ଅତିଥି କୈଳାସ ଚନ୍ଦ୍ର ମଲ୍ଲିକ (ଲେଖକ ଏବଂ ନାଟ୍ୟକାର)ଉପସ୍ଥିତ ରହିଥିଲେ। ସଭାକୁ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ନାୟକ ପରିଚାଳନା କରିଥିଲେ।ଏହି ଅବସରେ ସ୍ଥାନୀୟ ମାଟ୍ରିକ ପରୀକ୍ଷାରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗ୍ରାମର ଡାକ୍ତର ସଚିଦାନନ୍ଦ ସ୍ୱାଇଁ (ସ୍ନାୟୁ ରୋଗ ବିଶେଷଜ୍ଞ, ଆସିଷ୍ଟାଣ୍ଟ ପ୍ରଫେସର) ପାଟେଣୀ ଗାଁ ସମ୍ମାନ ଏବଂ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମଲ୍ଲିକ (ଲେଖକ ଏବଂ ନାଟ୍ୟକାର) ମା ଜାଗୁଳାଇ ସେବା ସଂଘ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ସଂଘର ସଭାପତି ରାଜନ ସ୍ୱାଇଁ ବାର୍ଷିକ ବିବରଣୀ ପାଠ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।
।ଏହି ଉତ୍ସବରେ ଛୋଟ ପିଲାମାନଙ୍କୁ ଖାତା, କଲମ, ବ୍ୟାଗ, ବିସ୍କୁଟ ବଣ୍ଟା ଯାଇଥିଲା।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।🙏

Address

Maa Jagulai Seba Sangha, Patenigan
Jagatsinghpur
754103

Website

Alerts

Be the first to know and let us send you an email when ମା' ଜାଗୁଳାଇ ସେବା ସଂଘ, ପାଟେଣୀଗାଁ,ଜଗତସିଂହପୁର posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category