District Administration,Jagatsinghpur Odisha

District Administration,Jagatsinghpur Odisha Government organization. Official Facebook for District Administration

୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସର ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁଧାଂଶୁ ମୋହନ ସାମଲ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତ...
15/08/2026

୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସର ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁଧାଂଶୁ ମୋହନ ସାମଲ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପରେଡ ରେ ଅଭିବାଦନ ଗ୍ରହଣ।ଜଗତସିଂହପୁର କେବଳ ଉଚ୍ଚ ସଂସ୍କୃତି ଓ ସାରସ୍ୱତ ସାଧନାର ପବିତ୍ର ଭୂମି ନୁହେଁ, ବରଂ ଆଜି ସମଗ୍ର ଓଡ଼ିଶାର ଅର୍ଥନୀତି: ମୁଖ୍ୟ ଅତିଥି। ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରଶାସନିକ ଅଧିକାରୀ, , ବୁଦ୍ଧିଜୀବି, ଆଇନଜୀବି , ଛାତ୍ରଛାତ୍ରୀ,ଜନ ସାଧାରଣ, ଗଣମାଧ୍ଯମ ପ୍ରତିନିଧି ସାମିଲ। ସାଂସ୍କୃତିକ ବିଚିତ୍ରା ପରିବେଷଣବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ। ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ସମ୍ବର୍ଦ୍ଧିତ। Information & Public Relations Department, Government of Odisha Odia Language Literature & Culture Department, Government of Odisha

ଆଜି ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନ୍ତର୍ଗତ ତ୍ରିରଙ୍ଗା ଯାତ୍ରା ଆୟୋଜିତ। ଯୋଗଦେଲେ ଶିଳ୍ପ...
11/08/2026

ଆଜି ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନ୍ତର୍ଗତ ତ୍ରିରଙ୍ଗା ଯାତ୍ରା ଆୟୋଜିତ। ଯୋଗଦେଲେ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ, ବିଧାୟକ ଜଗତସିଂହପୁର, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ,ବୁଦ୍ଧିଜୀବି ଜନ ସାଧାରଣ,ଗଣମାଧ୍ୟମ ପ୍ରତିନିଧି

ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆୟୋଜିତ ହେବ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ପ୍ରତ୍ୟେକ ଘର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ଗୌରବର ସହ ଜାତୀୟ ପତାକା ଉଡ଼ିବ।

ତ୍ରିରଙ୍ଗା ହେଉଛି ସମସ୍ତ ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ। ବିଶେଷ ଭାବରେ ଭାରତର ଯୁବବର୍ଗ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇ ଏହାକୁ ସଫଳ କରନ୍ତୁ ବୋଲି ଅତିଥି ମାନେ ଆହ୍ୱାନ ଦେଇଛନ୍ତି।

#ତ୍ରିରଙ୍ଗା
CMO Odisha Suryabanshi Suraj Information & Public Relations Department, Government of Odisha Ministry of Culture, Government of India

Har Ghar Tiranga Campaign 2026. A rally organised in Paradeep Municipality attended by Hon'ble minister Industries SD & ...
10/08/2026

Har Ghar Tiranga Campaign 2026. A rally organised in Paradeep Municipality attended by Hon'ble minister Industries SD & TE, ADM Paradeep, Municipality Chairman, EO, school college students, citizens... Proudly unfurled Tiranga.. Mass singing of Vandematram.. CMO Odisha Information & Public Relations Department, Government of Odisha Odia Language Literature & Culture Department, Government of Odisha

All the Government, Govt. aided & privately managed schools along with all Anganwadi Centres of Jagatsinghpur District w...
26/07/2026

All the Government, Govt. aided & privately managed schools along with all Anganwadi Centres of Jagatsinghpur District will remain closed on 27.07.26 keeping in view of the weather warning issued by IMD regarding heavy to very heavy rainfall . CMO Odisha Information & Public Relations Department, Government of Odisha EducationOdisha

ଜଗତସିଂହପୁର ସିଦ୍ଧଳ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠ ରେ ରଥଯାତ୍ରା। ଠାକୁର ରାଜା ଜିଲ୍ଲାପାଳ ଙ୍କ ଦ୍ଵାରା ଛେରା ପହଁରା ଓ ନୀତିକାନ୍ତି ସମ୍ପନ୍ନ...
16/07/2026

ଜଗତସିଂହପୁର ସିଦ୍ଧଳ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠ ରେ ରଥଯାତ୍ରା। ଠାକୁର ରାଜା ଜିଲ୍ଲାପାଳ ଙ୍କ ଦ୍ଵାରା ଛେରା ପହଁରା ଓ ନୀତିକାନ୍ତି ସମ୍ପନ୍ନ। CMO Odisha Odia Language Literature & Culture Department, Government of Odisha Information & Public Relations Department, Government of Odisha

OD05K-8860 ଏଵଂ OR21E- 0588 ଏହି ଦୁଇଟି ବସ ବସଷ୍ଟାଣ୍ଡ ଠାରୁ ନିଟ ପରୀକ୍ଷା କେନ୍ଦ୍ର ନିକଟକୁ ପରୀକ୍ଷାର୍ଥୀ ମାନଙ୍କୁ ନେବାପାଇଁ ଜିଲ୍ଲା ପ୍...
21/06/2026

OD05K-8860 ଏଵଂ OR21E- 0588 ଏହି ଦୁଇଟି ବସ ବସଷ୍ଟାଣ୍ଡ ଠାରୁ ନିଟ ପରୀକ୍ଷା କେନ୍ଦ୍ର ନିକଟକୁ ପରୀକ୍ଷାର୍ଥୀ ମାନଙ୍କୁ ନେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବିଧା କରାଯାଇଛି।

ଏଥିସହିତ ୨୧ ତାରିଖରେ ହେଉଥିବା ନିଟ ପରୀକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାରେ ଚାଲୁଥିବା କେବଳ ସରକାରୀ ବସରେ ଜଗତସିଂହପୁର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରିକ୍ଷାର୍ଥୀ ଙ୍କ ସହ ଜଣେ ଅବିଭାବକ ମାଗଣାରେ ବସ୍ ରେ ଯିବା ଏବଂ ଆସିବା ବ୍ୟବସ୍ଥା କରାଯାଇଛି।ଏଥିପାଇଁ ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ଓ ଏସ୍ ଆର୍ ଟି ଓ ମ୍ୟାନେଜର ଙ୍କୁ ସଂଶୋଧନ ପତ୍ର ସଂଖ୍ୟା ୧୮୩୨ ତାରିଖ ୧୯-୦୬-୨୦୨୬ ଅନୁଯାୟୀ ଅବଗତ କରିବା ସହ ପରିକ୍ଷାର୍ଥୀ ଙ୍କୁ ସରକାର ଙ୍କ ମାଗଣା ବସ ସେବା ର ସୁବିଧା ନେଇ ପ୍ରରୀକ୍ଷା ରେ କୃତକାର୍ଯ୍ୟ ହେବା ପାଇଁ ନିବେଦନ କରିଛନ୍ତି।

HELP DESK to facilitate voters for the process of filling up Enumeration forms and uploading through the BLO APP... Ceoo...
03/06/2026

HELP DESK to facilitate voters for the process of filling up Enumeration forms and uploading through the BLO APP... Ceoodisha Election Commission of India

03/06/2026

ଜଗତସିଂହପୁର ଜିଲ୍ଲା ସ୍ବତନ୍ତ୍ର ସଘନ ସଂଶୋଧନ ୨୦୨୬ ନିମନ୍ତେ ପ୍ରସ୍ତୁତ।
ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା: ସୁସ୍ଥ ଓ ସୁଦୃଢ଼ ଗଣତନ୍ତ୍ର ର ପ୍ରତୀକ

ସ୍ବତନ୍ତ୍ର ସଘନ ସଂଶୋଧନ (SIR) ୨୦୨୬ ପ୍ରକ୍ରିୟା ସମ୍ବନ୍ଧ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ସାମ୍ୱାଦିକ ସମ୍ମିଳନୀ।ଏକ ସ୍ୱ...
29/05/2026

ସ୍ବତନ୍ତ୍ର ସଘନ ସଂଶୋଧନ (SIR) ୨୦୨୬ ପ୍ରକ୍ରିୟା ସମ୍ବନ୍ଧ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ସାମ୍ୱାଦିକ ସମ୍ମିଳନୀ।ଏକ ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ର ବ୍ୟାପକ ପ୍ରସ୍ତୁତି ବିଷୟ ରେ ସୂଚନା ଦେବା ସହ ସଚେତନ ନାଗରିକ ଙ୍କ ସହଯୋଗ କାମନା କଲେ

Address

Collectorate
Jagatsinghpur
754103

Alerts

Be the first to know and let us send you an email when District Administration,Jagatsinghpur Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Administration,Jagatsinghpur Odisha:

Shortcuts

Share