NSUI Paradeep

NSUI Paradeep Paradeep assembly constituency, NSUI

ଗାନ୍ଧୀ ଜୟନ୍ତୀର ଅନେକ ଅନେକ ଶୁଭେଚ୍ଛା! ତାଙ୍କର ସତ୍ୟ ଏବଂ ଅହିଂସାର ଆଦର୍ଶ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁ।Indian National Congress - ...
02/10/2025

ଗାନ୍ଧୀ ଜୟନ୍ତୀର ଅନେକ ଅନେକ ଶୁଭେଚ୍ଛା! ତାଙ୍କର ସତ୍ୟ ଏବଂ ଅହିଂସାର ଆଦର୍ଶ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁ।
Indian National Congress - Odisha
Bhakta Charan Das
Ajay Kumar Lallu
Niranjan Nayak

23/08/2025
Remembering Bharat Ratna, Former Prime Minister of India and our beloved leader Shri Rajiv Gandhi ji on his birth annive...
20/08/2025

Remembering Bharat Ratna, Former Prime Minister of India and our beloved leader Shri Rajiv Gandhi ji on his birth anniversary 💐🙏

ବ୍ରିଟିଶ ଶାସନ ରୁ ମୁକ୍ତ କରି ଆମକୁ ସ୍ଵାଧୀନତା ଭେଟି ଦେଇଥିବା ଅମର ମହାପୁରୁଷଙ୍କୁ ଏବଂ ଦେଶ ପାଇଁ ବଳିଦାନ ଦେଇଥିବା ଶହିଦ ବୀର ଯବାନ ମାନଙ୍କୁ...
15/08/2025

ବ୍ରିଟିଶ ଶାସନ ରୁ ମୁକ୍ତ କରି ଆମକୁ ସ୍ଵାଧୀନତା ଭେଟି ଦେଇଥିବା ଅମର ମହାପୁରୁଷଙ୍କୁ ଏବଂ ଦେଶ ପାଇଁ ବଳିଦାନ ଦେଇଥିବା ଶହିଦ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ୭୯ ତମ ସ୍ବାଧିନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି I

ଭାରତ ମାତା କି ଜୟ !
🇮🇳 ଜୟହିନ୍ଦ୍

କି ବ୍ୟବସ୍ଥା କି ଅବସ୍ଥା। ନିଜେ ମୁଖ୍ୟମନ୍ତ୍ରୀ ଅସହାୟ, ନିରୁପାୟ
25/07/2025

କି ବ୍ୟବସ୍ଥା କି ଅବସ୍ଥା। ନିଜେ ମୁଖ୍ୟମନ୍ତ୍ରୀ ଅସହାୟ, ନିରୁପାୟ

ବିଜେପି ସରକାରରେ ପ୍ରତିଦିନ କେହି ନା କେହି ନିର୍ଯାତନାର ଶିକାର ହେଉଛନ୍ତି ।ପ୍ରତିଦିନ ନାରୀ ନିର୍ଯାତନା ।ପ୍ରତିଦିନ ଛାତ୍ରୀ ମୃତ୍ୟୁ ଖବର ଆସୁଛ...
19/07/2025

ବିଜେପି ସରକାରରେ ପ୍ରତିଦିନ କେହି ନା କେହି ନିର୍ଯାତନାର ଶିକାର ହେଉଛନ୍ତି ।

ପ୍ରତିଦିନ ନାରୀ ନିର୍ଯାତନା ।
ପ୍ରତିଦିନ ଛାତ୍ରୀ ମୃତ୍ୟୁ ଖବର ଆସୁଛି ।
ଆଉ କେତେଦିନ ପରେ ଏ ସରକାର , ଏ ମୋହନ ମାଝି ବିଜେପି ସରକାରର ନିଦ ଭାଙ୍ଗିବ ।

ଏ ସରକାର୍ ହଟିବା ଦରକାର୍ ।

Bhakta Charan Das Ajay Kumar Lallu Niranjan Nayak Indian National Congress - Odisha Varun Choudhary Udit Narayan Pradhan

ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଅନୁଗୁଳ ଜିଲ୍ଲାର ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁ ଗିରଫ ହୋଇଛନ୍ତି ।ଇଏ ହେଉଛି...
19/07/2025

ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଅନୁଗୁଳ ଜିଲ୍ଲାର ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁ ଗିରଫ ହୋଇଛନ୍ତି ।

ଇଏ ହେଉଛି ବିଜେପିର କଳା କାରନାମା । ଇଏ କାଳେ ନାରୀଙ୍କୁ ସୁରକ୍ଷା ଦେବେ ।
ଛି ଲଜ୍ୟା , ଏ ମୋହନ ସରକାରକୁ ଲଜ୍ୟା ।
ବିଜେପି ସରକାର୍ ______ ହଟିବା ଦରକାର୍ ।

ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ପକ୍ଷରୁ ବାଲେଶୋର | ଏଫ୍ଏମ୍ କଲେଜ ର ଭଉଣୀ ସୌମ୍ୟାଶ୍ରୀ ବିଶି ଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍...
16/07/2025

ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ପକ୍ଷରୁ ବାଲେଶୋର | ଏଫ୍ଏମ୍ କଲେଜ ର ଭଉଣୀ ସୌମ୍ୟାଶ୍ରୀ ବିଶି ଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଗଲା I

Bhakta Charan Das
Ajay Kumar LalluVarun ChoudharyUdit Narayan Pradhan
Indian National Congress - Odisha
Niranjan Nayak
Nsui Odisha

15/07/2025

ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ପକ୍ଷରୁ ପାରାଦ୍ବୀପ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ କୁଶପୁତ୍ତଳିକା ଦାହ କରାଗଲା I ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଛାତ୍ର କଂଗ୍ରେସ ଓ କଂଗ୍ରେସ ଦଳ ର ସଂଘର୍ଷ ଓ ସଂଗ୍ରାମ ଜାରି ରହିବ IIndian National Congress - Odisha

ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ...
15/07/2025

ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ପକ୍ଷରୁ ପାରାଦ୍ବୀପ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ କୁଶପୁତ୍ତଳିକା ଦାହ କରାଗଲା I

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଛାତ୍ର କଂଗ୍ରେସ ଓ କଂଗ୍ରେସ ଦଳ ର ସଂଘର୍ଷ ଓ ସଂଗ୍ରାମ ଜାରି ରହିବ I

Indian National Congress - Odisha
Bhakta Charan Das
Ajay Kumar Lallu
Varun Choudhary
Niranjan Nayak
Udit Narayan Pradhan

Address

Paradeep
Jagatsinghpur
754142

Website

Alerts

Be the first to know and let us send you an email when NSUI Paradeep posts news and promotions. Your email address will not be used for any other purpose, and you can unsubscribe at any time.

Share