23/09/2025
ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର କ୍ଷମତା ସଙ୍କୁଚିତ ପ୍ରସଙ୍ଗରେ ବିଜେଡିର ବିଧାନସଭା ଘେରାଉ।
ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜେପି ସରକାର ଦୁର୍ବଳ କରୁଛି ଏବଂ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି।
ସେପ୍ଟେମ୍ବର ୨୩, ସକାଳ ୧୦ ଟା, ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ, ପ୍ରତିବାଦ
#ହଟାଅବିଜେପି #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି