BGS BGS (Best Gift for Smile Foundation)

Its time to Act
29/01/2026

Its time to Act

03/11/2025
19/10/2025

✨ ଆଲୋକର ସାଥୀ ପ୍ରତିଯୋଗିତା ✨

ଏହି ଦୀପାବଳିରେ ଆସନ୍ତୁ, ଆମେ ସମସ୍ତେ ମିଶି ଏକ ପ୍ରଦୂଷଣମୁକ୍ତ ଦୀପାବଳି ପାଳନ କରିବା।

ଯେଉଁ ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ଏକ ଭିନ୍ନ ଏବଂ ପରିବେଶ-ଅନୁକୂଳ ଢଙ୍ଗରେ ଦୀପାବଳି ପାଳନ କରିବେ, ସେମାନଙ୍କୁ BGS ଫାଉଣ୍ଡେସନ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯିବ।

🏆 କିପରି ଭାଗ ନେବେ:

ଆପଣଙ୍କ ପରିବେଶ-ଅନୁକୂଳ ଦୀପାବଳି ପାଳନର ଭିଡିଓ ଓ ଫଟୋ ଉଠାନ୍ତୁ।

ଆପଣଙ୍କର ନାମ / ଅନୁଷ୍ଠାନର ନାମ ଏବଂ ଠିକଣା ସହିତ ଏହାକୁ ନିମ୍ନଲିଖିତ ହ୍ଵାଟ୍ସଆପ୍ ନମ୍ବରରେ oct 22 ତାରିଖ ମଧରେ ପଠାନ୍ତୁ।

📞 ହ୍ଵାଟ୍ସଆପ୍ ନମ୍ବର: 9437409460

ଆୟୋଜକ: BGS ଫାଉଣ୍ଡେସନ

ସମସ୍ତ କୃତି ପ୍ରତିଯୋଗୀ ଭାଇଭଉଣୀ ମାନଙ୍କୁ BGS Foundation ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା 💐 ଆଶା ନିଜ ସକାରାତ୍ମକ ବିଚାର ଦ୍ୱାରା ...
18/10/2025

ସମସ୍ତ କୃତି ପ୍ରତିଯୋଗୀ ଭାଇଭଉଣୀ ମାନଙ୍କୁ BGS Foundation ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା 💐 ଆଶା ନିଜ ସକାରାତ୍ମକ ବିଚାର ଦ୍ୱାରା ଦୁନିଆରେ ପରିବର୍ତ୍ତନର ବାହାକ ହେବେ 💐........ ଆପଣଙ୍କ ଖୁସି ଆମ ପାଇଁ ଉତ୍ସାହ.. 🙏🏻

06/10/2025
ଓଡ଼ିଆ ବକ୍ତୃତା ଫଳାଫଳ
05/10/2025

ଓଡ଼ିଆ ବକ୍ତୃତା ଫଳାଫଳ

Address

Odisha
Jagatsinghpur
754108

Website

Alerts

Be the first to know and let us send you an email when BGS posts news and promotions. Your email address will not be used for any other purpose, and you can unsubscribe at any time.

Share

Category