Debendra Das Fan's Club

Debendra Das Fan's Club This page is managed by some supporters and fan's of our beloved dynamic Leader Sri. Debendra Das .

14/01/2026

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ଦିନଟି ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ, ଏତିକି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।

06/12/2025

ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ା ଭୀମରାଓ ଆମ୍ବେଦକରଙ୍କ ପୂଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ସାମାଜିକ ନ୍ୟାୟ, ସମାନତା, ମାନବିକ ମୂଲ୍ୟବୋଧ ଓ ଗଣତନ୍ତ୍ରର ସୁଦୃଢ଼ ପ୍ରତିଷ୍ଠା ପାଇଁ ତାଙ୍କର ଅମର ଅବଦାନ ସଦା ସଦା ପାଇଁ ସ୍ମରଣୀୟ ରହିବ।

ତାଙ୍କର ଆଦର୍ଶ, ଚିନ୍ତାଧାରା ଓ ଦୃଢ଼ ସଂକଳ୍ପ ଆମକୁ ଏକ ସଶକ୍ତ, ସମାନତାମୂଳକ, ଶିକ୍ଷିତ ଓ ସଚେତନ ସମାଜ ଗଠନରେ ନିରନ୍ତର ପ୍ରେରଣା ଦେଇଆସୁଛି।

26/11/2025

ଓଡ଼ିଶାର ଗାନ୍ଧିବାଦୀ ସ୍ଵାଧୀନତା ସଂଗ୍ରାମୀ ସମାଜସେବୀ, ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ତଥା ଜନନେତା #ରବିରାୟ ଙ୍କ ଜୟନ୍ତୀ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ବାଚସ୍ପତି ଭାବରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ, ଗାନ୍ଧିଜୀଙ୍କ ନୀତି ଆଦର୍ଶର ପ୍ରସାର ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ସ୍ମରଣ ହୋଇ ରହିବ ।

26/11/2025

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାତୃଭୂମିକୁ ସୁରକ୍ଷା ଦେବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ସହିଦ ସୈନିକ, ପୋଲିସ କର୍ମଚାରୀ ଏବଂ ନିରୀହ ନାଗରିକଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି।

ମାତୃଭୂମିର ସୁରକ୍ଷା ପାଇଁ ଦେଇଥିବା ବଳିଦାନ ପ୍ରତି ଭାରତ ସର୍ବଦା ଆପଣମାନଙ୍କ ଋଣୀ ଏବଂ କୃତଜ୍ଞ ରହିବ ।

26/11/2025

ସମ୍ବିଧାନ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

26/11/2025

ମୋର ନିଜ ପଞ୍ଚାୟତ ଅଙ୍ଗାଳୋର ସମିତି ସଭ୍ୟା ସାନ ଭଉଣୀ ସ୍ଵପ୍ନାରାଣୀ ସେଠୀଙ୍କ ବିଭାଘର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ।

26/11/2025

ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରତ୍ନଗିରି ପଞ୍ଚାୟତ ପଟଣା ଗ୍ରାମର ଆଦର୍ଶ ଶିକ୍ଷକ ତଥା ମୋର ମାର୍ଗଦର୍ଶକ ବଡ଼ଭାଇ ସଚ୍ଚିକାନ୍ତ ମିଶ୍ର ଙ୍କ ଝିଅ ବିଭାଘର ରେ ଯୋଗଦେବା ଅବସରରେ ।

04/11/2025

ଜଟା ଟବି ଗଲ ଜ୍ଜଲ ପ୍ରବାହ ପାବିତ ସ୍ଥଳେ
ଗଲେ ବଲଂ ବ୍ୟଲଂବିତାଂ ଭୁଜଙ୍ଗ ତୁଙ୍ଗ ମାଲିକାମ୍ l
ଡମ ଡ୍ଡମ ଡ୍ଡମ ଡ୍ଡମ ନିନାଦ ବଡ୍ଡ ମର୍ବୟଂ
ଚକାର ଚଣ୍ଡ ତାଣ୍ଡବଂ ତନୋ ତୁ ନଃ ଶିବଃ ଶିବମ୍ ll

ପବିତ୍ର ବଡ଼ଓଷା ଅବସରରେ ଦେବାଧିଦେବ ମହାଦେବଙ୍କ ନିକଟରେ ଭକ୍ତିପୂତ ପ୍ରଣାମ ଜଣାଇବା ସହ ଆପଣ ସମସ୍ତଙ୍କ ଜୀବନରେ ସମୃଦ୍ଧି,ଉନ୍ନତି ଏବଂ ପ୍ରଗତି ଭରି ଯାଉ,ଏହାହିଁ ପ୍ରାର୍ଥନା l



#ବଡ଼ଓଷା



04/11/2025

ଓଡ଼ିଶା ରାଜନୀତି ର ନିର୍ଭୀକ ରାଜନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତଃ ଶ୍ରୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ) ଙ୍କୁ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ।

02/11/2025

ଓଡ଼ିଆ ଭକ୍ତି ସଙ୍ଗୀତ ବିଶାରଦ ତଥା ମୁକୁଟବିହୀନ ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଚରଣ କମଳରେ କୋଟି କୋଟି ପ୍ରଣାମ।

ଓଡ଼ିଶାର ପାରମ୍ପରିକ ସଙ୍ଗୀତ ଓଡ଼ିଶୀ, ଭଜନ, ଜଣାଣ, ଗୀତଗୋବିନ୍ଦ ପ୍ରଭୃତିକୁ ପ୍ରଚାର ପ୍ରସାର କରାଇବାରେ ତାଙ୍କର ଅବଦାନ ସବୁଦିନ ପାଇଁ ମନେରହିବ।

02/11/2025

ପବିତ୍ର ଗରୁଡ଼ ଦ୍ୱାଦଶୀ ଏବଂ ତୁଳସୀ ବିବାହ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା l ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି ସମୃଦ୍ଧି ଭରିଦେଉ l

#ଗରୁଡଏକାଦଶୀ
#ତୁଳସୀବିବାହ

Address

Bari
Jajpur
755010

Website

Alerts

Be the first to know and let us send you an email when Debendra Das Fan's Club posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Debendra Das Fan's Club:

Share