Biju Chhatra Janata Dal, Bari

Biju Chhatra Janata Dal, Bari Official Page of Student Wing of Biju Janata Dal, Bari Assembly Constituency.

Naveen Babu !!!❤️
21/07/2024

Naveen Babu !!!❤️

07/07/2024

"ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ"

ସମଗ୍ର ସୃଷ୍ଟିର ପାଳନ କର୍ତ୍ତା, ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସାରା ବିଶ୍ବର ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ,ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୋର କାମନା ।

ଜୟ ଜଗନ୍ନାଥ 🙏

ପବିତ୍ର ସ୍ନାନପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ସମସ୍ତ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ...
22/06/2024

ପବିତ୍ର ସ୍ନାନପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ସମସ୍ତ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ନେଇ ଆସୁ। ଜୟ ଜଗନ୍ନାଥ 🙏

01/06/2024

First thing first!

Voting is a right, a privilege and a responsibility we all share as citizens of this great nation. Every vote is a powerful voice in our democracy. Cast your vote for shaping the future of India.

Today, I cast my vote to build a tolerant, peaceful, non-discriminatory, and progressive country. Let’s all contribute to shaping an inclusive society.

Together, we can make a difference.
Jai Hind. 🇮🇳



Biju Janata Dal OdishaNaveen PatnaikBJD I.T. WingCMO OdishaPranab Prakash DasMo Sarkar 5TPramila MallikPritiranjan Gharaiନୂଆ-ଓ

22/05/2024

ଯୋଡି ଶନ୍ଖ ପୁଣି ଥରେ ନବୀନ ବାବୁ 🙏

21/05/2024
17/05/2024

ଯାହା କହିଥିଲୁ, ତା'ଠୁ ଅଧିକ କରିଛୁ ।
ନବୀନ ଓଡ଼ିଶାରେ ସୁନିଶ୍ଚିତ ସଭିଙ୍କ ବିକାଶ ,
କଥାରେ ନୁହେଁ, ଆମର କାମରେ ବିଶ୍ୱାସ।

Biju Janata Dal Odisha ପ୍ରତି ଲୋକଙ୍କ ଅକୁଣ୍ଠ ଭଲପାଇବା ଓ ଉତ୍ସାହ, ବିଶ୍ୱାସକୁ ଆହୁରି ବଳିଷ୍ଠ କରୁଛି। ଅତୁଟ ଭରସା ଓ ଦୃଢ଼ ପ୍ରତିବଦ୍ଧତା ସହ ଆଗାମୀ ମେ ୨୦ ତାରିଖରେ ଓଡ଼ିଶାବାସୀ ଲେଖିବେ ସ୍ଵର୍ଣ୍ଣିମ ଇତିହାସ।

ବିକାଶର ଚିହ୍ନ ଶଙ୍ଖ; ଏଥର ଯୋଡ଼ିଶଙ୍ଖ।
ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।

Naveen PatnaikPranab Prakash DasBJD I.T. WingMo Sarkar 5TBJD Kantabanji Assembly ConstituencyNabin Odisha

17/05/2024

ଶଙ୍ଖ ଚିହ୍ନରେ ସଭିଙ୍କ ଆଶୀର୍ବାଦ, ବିକାଶ ଆଡ଼େ ବଢ଼ାଉଛି ପାଦ। ସଂକଳ୍ପ ହେଉଛି ଆହୁରି ସୁଦୃଢ଼, ଭିତ୍ତି ପଡ଼ିଛି ବିକଶିତ ଓଡ଼ିଶାର।

ବିକାଶର ଚିହ୍ନ ଶଙ୍ଖ, ଏଥର ଯୋଡ଼ିଶଙ୍ଖ।

15/05/2024

ଆପଣମାନଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।

15/05/2024
14/05/2024

Address

Bari
Jajpur
755003

Alerts

Be the first to know and let us send you an email when Biju Chhatra Janata Dal, Bari posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Biju Chhatra Janata Dal, Bari:

Share