କମଳାକାନ୍ତ ମିଶ୍ର ଫାଉଡେସନ୍ ଚାରିଟେବୁଲ ଟ୍ରଷ୍ଟ

  • Home
  • India
  • Jajpur
  • କମଳାକାନ୍ତ ମିଶ୍ର ଫାଉଡେସନ୍ ଚାରିଟେବୁଲ ଟ୍ରଷ୍ଟ

କମଳାକାନ୍ତ ମିଶ୍ର ଫାଉଡେସନ୍ ଚାରିଟେବୁଲ ଟ୍ରଷ୍ଟ Contact information, map and directions, contact form, opening hours, services, ratings, photos, videos and announcements from କମଳାକାନ୍ତ ମିଶ୍ର ଫାଉଡେସନ୍ ଚାରିଟେବୁଲ ଟ୍ରଷ୍ଟ, Social service, ଯାଜପୁର, Jajpur.

ବିପ୍ଳବୀ ବିର୍ସା ମୁଣ୍ଡାଙ୍କ 150 ତମ ଜୟନ୍ତୀ ଅବସରରେ କମଳାକାନ୍ତ ମିଶ୍ର ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବକୃତା, ଚ...
26/03/2025

ବିପ୍ଳବୀ ବିର୍ସା ମୁଣ୍ଡାଙ୍କ 150 ତମ ଜୟନ୍ତୀ ଅବସରରେ କମଳାକାନ୍ତ ମିଶ୍ର ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବକୃତା, ଚିତ୍ରାଙ୍କନ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଓ 1000ରୁ ଉର୍ଦ୍ଧ ମହିଳା ମାନଙ୍କୁ ଶାଢ଼ୀ ବଣ୍ଟନ କରାଗଲା।

ଓଡ଼ିଶା ସରକାର ଙ୍କ ହସ୍ତତନ୍ତ ଓ ବୟନଶିଳ୍ପ, ସମବାୟ ମନ୍ତ୍ରୀ ତଥା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ ଙ୍କ ...
20/10/2024

ଓଡ଼ିଶା ସରକାର ଙ୍କ ହସ୍ତତନ୍ତ ଓ ବୟନଶିଳ୍ପ, ସମବାୟ ମନ୍ତ୍ରୀ ତଥା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ ଙ୍କ ଭାଇ ସୋର୍ଗତ ପ୍ରମୋଦ କୁମାର ବଳସାମନ୍ତ ଙ୍କ ଏକାଦଶ ରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଲେ ଭାରତୀୟ ଜନତା ପାର୍ଟି ଯାଜପୁର ଜିଲ୍ଲା ଉପସଭାପତି ମୃତ୍ୟୁଞ୍ଜୟ ମିଶ୍ର।

ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
16/10/2024

ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ବିଶ୍ୱର ଶ୍ରେଷ୍ଠ ଜନପ୍ରିୟ ନେତା, ମୋ ଦେଶର ପ୍ରଧାନମନ୍ତ୍ରୀ ଏବଂ  ମୋର ଗର୍ବ ଗୌରବ ମାନନୀୟ ନରେନ୍ଦ୍ର ମୋଦୀ ଜୀ ଙ୍କୁ ଜନ୍ମଦିନ ରେ ଶୁଭେଚ୍ଛା ଶ...
17/09/2024

ବିଶ୍ୱର ଶ୍ରେଷ୍ଠ ଜନପ୍ରିୟ ନେତା, ମୋ ଦେଶର ପ୍ରଧାନମନ୍ତ୍ରୀ ଏବଂ ମୋର ଗର୍ବ ଗୌରବ ମାନନୀୟ ନରେନ୍ଦ୍ର ମୋଦୀ ଜୀ ଙ୍କୁ ଜନ୍ମଦିନ ରେ ଶୁଭେଚ୍ଛା ଶୁଭକାମନା l

ଗଣେଶ ଚତୁର୍ଥୀ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ
07/09/2024

ଗଣେଶ ଚତୁର୍ଥୀ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ

Address

ଯାଜପୁର
Jajpur

Website

Alerts

Be the first to know and let us send you an email when କମଳାକାନ୍ତ ମିଶ୍ର ଫାଉଡେସନ୍ ଚାରିଟେବୁଲ ଟ୍ରଷ୍ଟ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category