Sandhyarani Das

Sandhyarani Das Contact information, map and directions, contact form, opening hours, services, ratings, photos, videos and announcements from Sandhyarani Das, Jajpur.

ଜୁନ ୧ତାରିଖ ଦିନ ଶଙ୍ଖ ଚିହ୍ନରେ ନମ୍ବର ୫ ବଟନ୍ ଟିପି ମୋତେ ଭୋଟ ଦିଅନ୍ତୁ ଓ ଜୟଯୁକ୍ତ କରାନ୍ତୁ।Naveen Patnaik Pranab Prakash Das Bhaba...
31/05/2024

ଜୁନ ୧ତାରିଖ ଦିନ ଶଙ୍ଖ ଚିହ୍ନରେ ନମ୍ବର ୫ ବଟନ୍ ଟିପି ମୋତେ ଭୋଟ ଦିଅନ୍ତୁ ଓ ଜୟଯୁକ୍ତ କରାନ୍ତୁ।

Naveen Patnaik
Pranab Prakash Das
Bhaba Prasad Das

କୋରେଇ ଠାରେ ପୁରୁଷ ନାରୀ ନିର୍ବିଶେଷରେ ତଥା ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକଙ୍କ ନିଷ୍ପତ୍ତି ଶଙ୍ଖ ଚିହ୍ନରେ ଭୋଟ ଦେବୁ।ଏହାଠୁ ଅଧିକ ଆନନ୍ଦର କଥ...
31/05/2024

କୋରେଇ ଠାରେ ପୁରୁଷ ନାରୀ ନିର୍ବିଶେଷରେ ତଥା ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକଙ୍କ ନିଷ୍ପତ୍ତି ଶଙ୍ଖ ଚିହ୍ନରେ ଭୋଟ ଦେବୁ।
ଏହାଠୁ ଅଧିକ ଆନନ୍ଦର କଥା ଆଉ କଣ ହୋଇପାରେ ସମସ୍ତଙ୍କୁ ନମସ୍କାର ଓ ଧନ୍ୟବାଦ।

Naveen Patnaik
Pranab Prakash Das
Bhaba Prasad Das

କୋରେଇରେ ବିଶ୍ୱାସ, ଭରଷା ଓ ଭଲପାଇବାର ଜନସମୁଦ୍ର। ଶଙ୍ଖ ଚିହ୍ନରେ ଦୁଇଥର ଭୋଟ ଦିଅନ୍ତୁ କୋରେଇ ର ସମୃଦ୍ଧିକୁ ନିଶ୍ଚିତ କରନ୍ତୁ। ୍ଖ Naveen Pa...
30/05/2024

କୋରେଇରେ ବିଶ୍ୱାସ, ଭରଷା ଓ ଭଲପାଇବାର
ଜନସମୁଦ୍ର। ଶଙ୍ଖ ଚିହ୍ନରେ ଦୁଇଥର ଭୋଟ ଦିଅନ୍ତୁ କୋରେଇ ର ସମୃଦ୍ଧିକୁ ନିଶ୍ଚିତ କରନ୍ତୁ।

୍ଖ

Naveen Patnaik
Pranab Prakash Das
Bhaba Prasad Das

 #ଘରେ_ଘରେ_ଶଙ୍ଖ କୋରେଇ ନିର୍ବାଚନ ମଣ୍ଡଳୀ ଠାରେ ଜନ ସମ୍ପର୍କ ଓ ପ୍ରଚାର କରିବା ଅବସରରେ ଲୋକଙ୍କ ଭଲପାଇବା ଓ ଉତ୍ସାହ ଏକ ଆନନ୍ଦଦାୟକ ଥିଲା।Nav...
30/05/2024

#ଘରେ_ଘରେ_ଶଙ୍ଖ
କୋରେଇ ନିର୍ବାଚନ ମଣ୍ଡଳୀ ଠାରେ ଜନ ସମ୍ପର୍କ ଓ ପ୍ରଚାର କରିବା ଅବସରରେ ଲୋକଙ୍କ ଭଲପାଇବା ଓ ଉତ୍ସାହ ଏକ ଆନନ୍ଦଦାୟକ ଥିଲା।

Naveen Patnaik
Pranab Prakash Das
Bhaba Prasad Das

 ୋଡ଼ି_ଶଙ୍ଖ କୋରେଇ ନିର୍ବାଚନ ମଣ୍ଡଳୀ ଠାରେ ନିର୍ବାଚନୀ ପ୍ରଚାର ରେ ମା' ମାଉସୀଙ୍କ ଭଲପାଇବା ଗୁରୁଜନଙ୍କ ଆଶୀର୍ବାଦ ଯୁବ ବର୍ଗଙ୍କ ବିପୁଳ ସମର୍...
30/05/2024

ୋଡ଼ି_ଶଙ୍ଖ
କୋରେଇ ନିର୍ବାଚନ ମଣ୍ଡଳୀ ଠାରେ ନିର୍ବାଚନୀ ପ୍ରଚାର ରେ ମା' ମାଉସୀଙ୍କ ଭଲପାଇବା ଗୁରୁଜନଙ୍କ ଆଶୀର୍ବାଦ ଯୁବ ବର୍ଗଙ୍କ ବିପୁଳ ସମର୍ଥନ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି।

Naveen Patnaik
Pranab Prakash Das
Bhaba Prasad Das

ବ୍ୟାସନଗର ମ୍ୟୁନିସିପାଲଟି ପ୍ରଚାର ରେ ମା' ମାଉସୀଙ୍କ ଭଲପାଇବା ଗୁରୁଜନଙ୍କ ଆଶୀର୍ବାଦ ଯୁବ ବର୍ଗଙ୍କ ବିପୁଳ ସମର୍ଥନ ଏକ ସ୍ପଷ୍ଟ ବାର୍ତ୍ତା ଦେଉ...
29/05/2024

ବ୍ୟାସନଗର ମ୍ୟୁନିସିପାଲଟି ପ୍ରଚାର ରେ ମା' ମାଉସୀଙ୍କ ଭଲପାଇବା ଗୁରୁଜନଙ୍କ ଆଶୀର୍ବାଦ ଯୁବ ବର୍ଗଙ୍କ ବିପୁଳ ସମର୍ଥନ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି।

Naveen Patnaik
Pranab Prakash Das
Bhaba Prasad Das

ଶଙ୍ଖ ଧ୍ୱନିର ନିନାଦରେ ପ୍ରକମ୍ପିତ କୋରେଇ ନିର୍ବାଚନ ମଣ୍ଡଳୀ ମା' ମାନଙ୍କ ଉପସ୍ଥିତି ଓ ଭରପୁର ଜନତାଙ୍କ ଭିଡ଼ ଭିତରେ କୋରେଇ ବିଧାନସଭା କ୍ଷେତ୍...
29/05/2024

ଶଙ୍ଖ ଧ୍ୱନିର ନିନାଦରେ ପ୍ରକମ୍ପିତ କୋରେଇ ନିର୍ବାଚନ ମଣ୍ଡଳୀ ମା' ମାନଙ୍କ ଉପସ୍ଥିତି ଓ ଭରପୁର ଜନତାଙ୍କ ଭିଡ଼ ଭିତରେ କୋରେଇ ବିଧାନସଭା କ୍ଷେତ୍ରରେ ସମସ୍ତଙ୍କୁ ମୋର ଆହ୍ୱାନ ଓ ନିବେଦନ। ଶଙ୍ଖ ଚିହ୍ନରେ ଦୁଇଥର ଭୋଟ ଦିଅନ୍ତୁ ଓ କୋରେଇ ର ସମୃଦ୍ଧିକୁ ନିଶ୍ଚିତ କରନ୍ତୁ।

#ଶଙ୍ଖବାଜିବ_ଘରେଘରେ
#ଯୋଡ଼ି_ଶଙ୍ଖ

କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଠାରେ ପ୍ରଚାର କରିବା ଅବସରରେ ଲୋକମାନଙ୍କ ଭଲପାଇବା ଓ ସମର୍ଥନ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି।Naveen P...
28/05/2024

କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଠାରେ ପ୍ରଚାର କରିବା ଅବସରରେ ଲୋକମାନଙ୍କ ଭଲପାଇବା ଓ ସମର୍ଥନ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି।

Naveen Patnaik
Pranab Prakash Das
Bhaba Prasad Das

କୋରେଇ ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀନଗର ପଞ୍ଚାୟତ ନିର୍ବାଚନୀ ସଭା ରେ ମା' ମାଉସୀଙ୍କ ଭଲପାଇବା ଗୁରୁଜନଙ୍କ ଆଶୀର୍ବାଦ ଯୁବ ବର୍ଗଙ୍କ ବିପୁଳ ସମର୍...
28/05/2024

କୋରେଇ ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀନଗର ପଞ୍ଚାୟତ ନିର୍ବାଚନୀ ସଭା ରେ ମା' ମାଉସୀଙ୍କ ଭଲପାଇବା ଗୁରୁଜନଙ୍କ ଆଶୀର୍ବାଦ ଯୁବ ବର୍ଗଙ୍କ ବିପୁଳ ସମର୍ଥନ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି।

Naveen Patnaik
Pranab Prakash Das
Bhaba Prasad Das

 #ଜନତା_ଚାହାନ୍ତି_ଡବଲ_ଶଙ୍ଖ କୋରେଇ ଠାରେ ପୁରୁଷ ନାରୀ ନିର୍ବିଶେଷରେ ତଥା ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକଙ୍କ ନିଷ୍ପତ୍ତି ଶଙ୍ଖ ଚିହ୍ନରେ ଭୋଟ ...
28/05/2024

#ଜନତା_ଚାହାନ୍ତି_ଡବଲ_ଶଙ୍ଖ
କୋରେଇ ଠାରେ ପୁରୁଷ ନାରୀ ନିର୍ବିଶେଷରେ ତଥା ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକଙ୍କ ନିଷ୍ପତ୍ତି ଶଙ୍ଖ ଚିହ୍ନରେ ଭୋଟ ଦେବୁ।
ଏହାଠୁ ଅଧିକ ଆନନ୍ଦର କଥା ଆଉ କ'ଣ ହୋଇପାରେ!
ସମସ୍ତଙ୍କୁ ନମସ୍କାର ଓ ଧନ୍ୟବାଦ।

Naveen Patnaik
Pranab Prakash Das
Bhaba Prasad Das

Address

Jajpur

Website

Alerts

Be the first to know and let us send you an email when Sandhyarani Das posts news and promotions. Your email address will not be used for any other purpose, and you can unsubscribe at any time.

Share