BJD Binjharpur Constituency

BJD Binjharpur Constituency kanha_rout_fanclub_binjharpur_ଆମ ସିଂହପୁର ର ଆଶା ଓ ଭରଷା ଆମ କାହ୍ନା ଭାଇ❣️

ଦୂତୀୟ  ଦିନରେ ଛାତ୍ର ବିଜେଡିର ଜୋରଦାର ପଚାର।ଛାତ୍ର ବିଜେଡି ସଭାପତି  #ଲେନିନ୍_କୁମାର_ଦାସ୍  ମହୋଦୟଙ୍କ ତତ୍ବାବଧାନରେ ବିଧାୟକ ପ୍ରାର୍ଥୀନୀ  ...
21/05/2024

ଦୂତୀୟ ଦିନରେ ଛାତ୍ର ବିଜେଡିର ଜୋରଦାର ପଚାର।
ଛାତ୍ର ବିଜେଡି ସଭାପତି #ଲେନିନ୍_କୁମାର_ଦାସ୍ ମହୋଦୟଙ୍କ ତତ୍ବାବଧାନରେ ବିଧାୟକ ପ୍ରାର୍ଥୀନୀ #ଶ୍ରୀମତୀ_ପ୍ରମିଳା_ମଲ୍ଲିକ ପାଇଁ ଘରକୁ ଘର ବୁଲି ଭୋଟ୍ ଭିକ୍ଷ୍ୟା କରିବା ସହିତ ବିଜୁ ଜନତା ଦଳ ତଥା ମୁଖ୍ଯ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଦ୍ଵାରା କରାଯାଇଥିବା ଲୋକାଭିମୁଖୀ କାର୍ଯ୍ଯ ଗୁଡିକ ଭୋଟରଙ୍କୁ ବୁଝାଇଥିଲେ।



ସିଂହପୁର ଗ୍ରାମ ପଞ୍ଚାୟତର ବିଜୁ ପରିବାରର ସଦସ୍ୟ   ଯୁବ ସରପଞ୍ଚ   #ଶ୍ରୀଯୁକ୍ତ  ଶସାଙ୍କ ଶେଖର ଖିଲାର  ସିଂହପୁର ସରପଞ୍ଚ ପ୍ରତିନିଧି,  #ମଳୟ ...
21/05/2024

ସିଂହପୁର ଗ୍ରାମ ପଞ୍ଚାୟତର ବିଜୁ ପରିବାରର ସଦସ୍ୟ ଯୁବ ସରପଞ୍ଚ #ଶ୍ରୀଯୁକ୍ତ ଶସାଙ୍କ ଶେଖର ଖିଲାର ସିଂହପୁର ସରପଞ୍ଚ ପ୍ରତିନିଧି, #ମଳୟ ଥାଟୋଇ ମାନଙ୍କ ଦ୍ଵାରା ମାନ୍ୟବର ବିଧାୟିକା ପ୍ରାଥୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନିମନ୍ତେ ଘରେ ଘରେ ନିର୍ବାଚନି ପ୍ରଚାର,

ଓଳେଇଚନ୍ଦନପୁର ଗ୍ରାମ ପଞ୍ଚାୟତରେ  ବିଂଝାରପୁର ବ୍ଲକ ବିଜୁ ଛାତ୍ର ଜନତା ଦଳ Lenin Das
20/05/2024

ଓଳେଇଚନ୍ଦନପୁର ଗ୍ରାମ ପଞ୍ଚାୟତରେ ବିଂଝାରପୁର ବ୍ଲକ ବିଜୁ ଛାତ୍ର ଜନତା ଦଳ Lenin Das

ପ୍ରଚାର ମଇଦାନରେ ଛାତ୍ର ବିଜେଡି ସୋସିଆଲ ମିଡ଼ିଆ ସଂଯୋଜକ କାହ୍ନା  ରାଉତ! ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି।     Naveen Patnaik Prami...
20/05/2024

ପ୍ରଚାର ମଇଦାନରେ ଛାତ୍ର ବିଜେଡି ସୋସିଆଲ ମିଡ଼ିଆ ସଂଯୋଜକ କାହ୍ନା ରାଉତ! ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି।



Naveen Patnaik
Pramila Mallik

ପ୍ରଚାର ମଇଦାନରେ ଛାତ୍ର ବିଜେଡି ସଭାପତି! ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି।     Naveen Patnaik Pramila Mallik
20/05/2024

ପ୍ରଚାର ମଇଦାନରେ ଛାତ୍ର ବିଜେଡି ସଭାପତି! ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି।



Naveen Patnaik
Pramila Mallik

Address

Jajpur

Website

Alerts

Be the first to know and let us send you an email when BJD Binjharpur Constituency posts news and promotions. Your email address will not be used for any other purpose, and you can unsubscribe at any time.

Share