Suryalok Samaja Seba

Suryalok Samaja Seba ମୁଁ ନୁହେଁ ଆମେ।*ଜାତି,ଧର୍ମ,ଦଳ ରେ ଆମେ ବିଶ?

କିରଣ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଭାଇଙ୍କ ବହୁମୂଲ୍ୟ O+ve ରକ୍ତ ପ୍ରଦାନ କରି ଏକ ଜୀବନ ଆଲୋକ ଦେଖିଇଥିବାରୁ।  #ସୂର୍ଯ୍ୟାଲୋକ_ସମାଜସେବା_ପରି...
25/07/2024

କିରଣ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଭାଇଙ୍କ ବହୁମୂଲ୍ୟ O+ve ରକ୍ତ ପ୍ରଦାନ କରି ଏକ ଜୀବନ ଆଲୋକ ଦେଖିଇଥିବାରୁ। #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ର ସଦସ୍ୟ କଥାରେ ନୁହଁ ଅସୁବିଧାରେ ଜୀବନ କୁ ବାଜି ଦିଅନ୍ତି ବୋଲି ଏହା ପ୍ରମାଣ କରି ମଧ୍ୟ ଦେଖାଇଛନ୍ତି। ଭଗବାନ ତମକୁ ସର୍ବଦା ସାହା ହୁଅନ୍ତୁ। ଜୟ ଶ୍ରୀରାମ 🙏🙏

 #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ଅରେଇ ଗ୍ରାମର ଜଣେ ଅସହ୍ୟ ବୃଦ୍ଧା ମାଉସୀ *କୁନି ଦେଇ(୫୨)* ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଯାଜପୁର ର...
23/05/2023

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ଅରେଇ ଗ୍ରାମର ଜଣେ ଅସହ୍ୟ ବୃଦ୍ଧା ମାଉସୀ *କୁନି ଦେଇ(୫୨)* ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଯାଜପୁର ର ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହଉଛନ୍ତି। ସୂଚନାରୁ ଜଣାପଡ଼ିଲା କି ଉକ୍ତ ମାଉସୀ ମଉସା ଙ୍କର ପୁଅ-ବହୁଥାଇ ମଧ୍ୟ ସେ ତିନିଦିନ ହେବ ଅସ୍ତ୍ରପ୍ରଚାର ପରେ ସେବା ଔଷଧ ପାଇଁ ଟଙ୍କା ଅସୁବିଧାର କାରଣ ସାଜିଛି। ଉକ୍ତ ସ୍ଥାନରେ ଆମ *ସୂର୍ଯ୍ୟାଲୋକ ସମାଜ ସେବା* ପରିବାର ପହଁଞ୍ଚି କିଛି ଆର୍ଥିକ ସହଯୋଗ କରିବା ସହ ଯେତେ ଦିନ ମେଡିକାଲ ରେ ରହିବେ ତାଙ୍କ ସୁବିଧା ଅସୁବିଧା ସବୁ ବୁଝିବ ବୋଲି ପ୍ରତିଶ୍ରୁତିଦେଇଛି। ଜୟ ଶ୍ରୀ ରାମ 🙏

 #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ସହାୟତା
12/04/2023

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ସହାୟତା

17/03/2023
ଗତଦିନ ରେ ୯ଗୋଟି ପ୍ରାଣୀଙ୍କ ଭାର ଉଠାଉଥିବା ବ୍ୟକ୍ତି ଆଜି ତାର କ୍ରିୟା କର୍ମ କରିବାକୁ ସାମର୍ଥ ନୁହଁ ତାର ପରିବାର! ସେଇ ଅସହାୟ ପରିବାରର କୁ ଆ...
17/03/2023

ଗତଦିନ ରେ ୯ଗୋଟି ପ୍ରାଣୀଙ୍କ ଭାର ଉଠାଉଥିବା ବ୍ୟକ୍ତି ଆଜି ତାର କ୍ରିୟା କର୍ମ କରିବାକୁ ସାମର୍ଥ ନୁହଁ ତାର ପରିବାର! ସେଇ ଅସହାୟ ପରିବାରର କୁ ଆମ #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ କିଛି ଆର୍ଥିକ ରାଶି ପ୍ରଦାନ କଲୁ।🙏🙏

16/03/2023

ଆମ #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ସମସ୍ତଙ୍କର ସହଯୋଗ ରେ କିଛି ସହଯୋଗ କରାଯାଇପାରିଲା ଓ ଆମେ କିଛି ମାତ୍ରରେ ହସ ଫୁଟାଇବା ରେ ସକ୍ଷମ ହେଇପାରିଲୁ 🙏🙏

 #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଃଶୁକ୍ଳ ଅମ୍ଳଜାନ ଯୋଗାଣ 🙏🙏
26/02/2023

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଃଶୁକ୍ଳ ଅମ୍ଳଜାନ ଯୋଗାଣ 🙏🙏

 #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଶୁକ୍ଳ ଅମ୍ଳଜାନ ଯୋଗାଣ
29/01/2023

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଶୁକ୍ଳ ଅମ୍ଳଜାନ ଯୋଗାଣ

 #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଃଶୁଳ୍କ ଅମ୍ଳଜାନ ଯୋଗାଣ କୋରେଇ କୁ 🙏🙏
09/01/2023

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଃଶୁଳ୍କ ଅମ୍ଳଜାନ ଯୋଗାଣ କୋରେଇ କୁ 🙏🙏

Address

755001, Jajapur, OD
Jajpur
755001

Telephone

+919338087776

Website

Alerts

Be the first to know and let us send you an email when Suryalok Samaja Seba posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Suryalok Samaja Seba:

Share

Category