ବିଜେପି ଆଦିବାସୀ ମୋର୍ଚ୍ଚା, ଯାଜପୁର

  • Home
  • India
  • Jajpur
  • ବିଜେପି ଆଦିବାସୀ ମୋର୍ଚ୍ଚା, ଯାଜପୁର

ବିଜେପି ଆଦିବାସୀ ମୋର୍ଚ୍ଚା, ଯାଜପୁର ସମସ୍ତଙ୍କ ସାଥିରେ, ସମସ୍ତଙ୍କ ବିକାଶରେ, ସମସ୍ତଙ୍କ ପ୍ରୟାସରେ

|| "ବିକଶିତ ଯାଜପୁରର ସଂକଳ୍ପ" ||

04/09/2026

ଚାଷୀଙ୍କ ମୁହଁରେ ହସ, ମନରେ ଭରସା ।
କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ପହଞ୍ଚିଲା ‘ସିଏମ୍ କିଷାନ’ ସହାୟତା। ଡିବିଟି ମାଧ୍ୟମରେ ମିଳୁଛି ଆର୍ଥିକ ସମ୍ବଳ, ଚାଷୀଙ୍କ ସଶକ୍ତିକରଣକୁ ମିଳୁଛି ନୂଆ ଗତି।

04/09/2026

We’ve come THIS far.
The Bullet Train Project 🚄

India’s future is taking shape — powered by innovation, ambition and Atmanirbhar Bharat 🇮🇳
04/09/2026

India’s future is taking shape — powered by innovation, ambition and Atmanirbhar Bharat 🇮🇳

04/09/2026

ଲୋକଙ୍କ ସରକାର ❤️

04/09/2026

ଲୋକଙ୍କ ସରକାରରେ କମିଲା PUCC ଫାଇନ୍ ।

04/09/2026

ଡବଲ ଇଞ୍ଜିନ ସରକାରରେ ହିତାଧିକାରୀଙ୍କୁ ମିଳୁଛି ପକ୍କାଘର ଓ ଅନ୍ୟାନ୍ୟ ସହାୟତା

'ଜାତୀୟ ବନ୍ୟପ୍ରାଣୀ ଦିବସ'ର ଶୁଭେଚ୍ଛା l ​ଜୈବବିବିଧତାର ସୁରକ୍ଷା ଏବଂ ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ବନ୍ୟପ୍ରାଣୀମାନଙ୍କର ଭୂମିକା ଅତ୍ୟ...
04/09/2026

'ଜାତୀୟ ବନ୍ୟପ୍ରାଣୀ ଦିବସ'ର ଶୁଭେଚ୍ଛା l ​ଜୈବବିବିଧତାର ସୁରକ୍ଷା ଏବଂ ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ବନ୍ୟପ୍ରାଣୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଓଡ଼ିଶାର ସମୃଦ୍ଧ ଜଙ୍ଗଲ ଓ ଜୈବବିବିଧତା ଆମର ଗୌରବ l ଆସନ୍ତୁ, ଆଜିର ଦିନରେ ବନ୍ୟପ୍ରାଣୀ ଓ ସେମାନଙ୍କର ପ୍ରାକୃତିକ ବାସସ୍ଥଳୀର ସୁରକ୍ଷା ସହ ଏକ ସୁରକ୍ଷିତ ଭବିଷ୍ୟତ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା l

ବିଜେଡି ସରକାରରେ ଯାହା ବର୍ଷ ବର୍ଷ ଧରି ହୋଇପାରିନଥିଲା, ତାହାକୁ କରି ଦେଖାଉଛନ୍ତି ଲୋକଙ୍କ ସରକାର ।
04/09/2026

ବିଜେଡି ସରକାରରେ ଯାହା ବର୍ଷ ବର୍ଷ ଧରି ହୋଇପାରିନଥିଲା, ତାହାକୁ କରି ଦେଖାଉଛନ୍ତି ଲୋକଙ୍କ ସରକାର ।

𝐄𝐎𝐒-𝟎𝟓 𝐢𝐬 𝐮𝐩 𝐢𝐧 𝐠𝐞𝐨𝐬𝐲𝐧𝐜𝐡𝐫𝐨𝐧𝐨𝐮𝐬 𝐨𝐫𝐛𝐢𝐭, 𝐭𝐚𝐤𝐢𝐧𝐠 𝐈𝐧𝐝𝐢𝐚’𝐬 𝐬𝐩𝐚𝐜𝐞 𝐠𝐚𝐦𝐞 𝐭𝐨 𝐚 𝐰𝐡𝐨𝐥𝐞 𝐧𝐞𝐰 𝐥𝐞𝐯𝐞𝐥. 🛰️36,000 km up. Eyes on the entire...
04/09/2026

𝐄𝐎𝐒-𝟎𝟓 𝐢𝐬 𝐮𝐩 𝐢𝐧 𝐠𝐞𝐨𝐬𝐲𝐧𝐜𝐡𝐫𝐨𝐧𝐨𝐮𝐬 𝐨𝐫𝐛𝐢𝐭, 𝐭𝐚𝐤𝐢𝐧𝐠 𝐈𝐧𝐝𝐢𝐚’𝐬 𝐬𝐩𝐚𝐜𝐞 𝐠𝐚𝐦𝐞 𝐭𝐨 𝐚 𝐰𝐡𝐨𝐥𝐞 𝐧𝐞𝐰 𝐥𝐞𝐯𝐞𝐥. 🛰️

36,000 km up. Eyes on the entire subcontinent.

𝐁𝐢𝐠 𝐦𝐨𝐯𝐞. 𝐁𝐢𝐠𝐠𝐞𝐫 𝐟𝐥𝐞𝐱. 🇮🇳😎

Address

JAJPUR
Jajpur
755026

Alerts

Be the first to know and let us send you an email when ବିଜେପି ଆଦିବାସୀ ମୋର୍ଚ୍ଚା, ଯାଜପୁର posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share