Hrushikesh Parida

Hrushikesh Parida Contact information, map and directions, contact form, opening hours, services, ratings, photos, videos and announcements from Hrushikesh Parida, Jajpur.
(1)

ପ୍ରଥମେ ମୁଁ ସନାତନୀ ହିନ୍ଦୁ🚩 ଓ ପରେ ବିଜେପି କର୍ମୀ
मैं जानता हूँ मेरे अकेले के शोर मचाने से हिन्दुत्व नहीं जागने वाला
परन्तु मैं प्राण रहने तक प्रयास करता रहूँगा .
जय श्री राम🚩

ବିଚାର କରିବାର ସମୟ ୟେ ଜାଣି ଶୁଣି ବିପଦ କୁ ଆମନ୍ତ୍ରଣ କର ନାହିଁ।* ସମସ୍ତ ସଚେତନ ନାଗରିକ ଙ୍କୁ ଏକ ଜରୁରୀ ସୂଚନା l**ଆପଣ ମାନେ ଲକ୍ଷ୍ୟ କରିଥ...
06/09/2026

ବିଚାର କରିବାର ସମୟ ୟେ ଜାଣି ଶୁଣି ବିପଦ କୁ ଆମନ୍ତ୍ରଣ କର ନାହିଁ।* ସମସ୍ତ ସଚେତନ ନାଗରିକ ଙ୍କୁ ଏକ ଜରୁରୀ ସୂଚନା l*
*ଆପଣ ମାନେ ଲକ୍ଷ୍ୟ କରିଥିବେ କି ଏଇ ଗତ କିଛି ଦିନ ହେବ ପ୍ରତ୍ୟେକ ମୋବାଇଲ୍ ଫୋନ୍ ଦୋକାନୀ ମାନେ ଗୋଟେ ନୂଆ ଲୋଭନୀୟ ଅଫର୍ ଆପଣଙ୍କ ନିମନ୍ତେ ଲଞ୍ଚ କରିଛନ୍ତି l ସେଥିମଧ୍ୟରୁ ଗୋଟିଏ ହେଉଛି ଯେ ଆପଣ ଙ୍କ ପାଖରେ ଥିବା ପୁରୁଣା ବା ଅଚଳ ଆଣ୍ଡ୍ରଏଡ଼ ଫୋନ୍ ଟି ଦେଇ ନୂଆ ବଡ଼ ବଡ଼ BLUETOOTH (ବ୍ଲୁ- ଟୁଥ୍) ସ୍ପିକର୍ ଘରକୁ ନେଇ ଆସୁଛନ୍ତି I ଯାହାର ଯେତେ ମେମୋରୀ ତାହାର ସେତେ ଭଲ ଓ ବଡ଼ ଦାମିକିଆ ବ୍ଲୁଟୁଥ୍ ସ୍ପିକର୍ ନେଇ ଆସୁଛନ୍ତି l ଏବେ ଆପଣଙ୍କର ଚିନ୍ତା କରିବାର ସମୟ ଆସିଛି l ବିନା ସ୍ୱାର୍ଥ ରେ କେହି କେବେ ଆପଣଙ୍କୁ ଏତେ ଆକର୍ଷଣୀୟ ଅଫର୍ କାହିଁକି ଦେବ? ଆପଣ ମାନେ ଯେଉଁ ଭଙ୍ଗା ମୋବାଇଲ ଦେଇ ଏଭଳି ଲୋଭନୀୟ ଜିନିଷ ଆଣୁଛନ୍ତି ତାହା ଦିନେ ନା ଦିନେ ଆପଣ ମାନଙ୍କ ପାଇଁ ଗୋଟେ ଗୋଟେ କାଳ ହୋଇପାରେ...କାରଣ ଆପଣ ଯାହାକୁ ଅଚଳ ଓ ଭଙ୍ଗା ଭାବୁଛନ୍ତି ସେଥିରେ ଆପଣ ମାନଙ୍କର କେତେ ସିକ୍ରେଟ୍ ଡାଟା ବା ତଥ୍ଯ ସେହି ଅଚଳ ଫୋନ୍ ରେ ଲୁକ୍କାୟିତ ହୋଇ ଅଛି l ଯଦି ସେହି ତଥ୍ଯ କୋଣସି ସାଇବର ଅପରାଧିଙ୍କ ହାତରେ ପଡ଼େ ତେବେ ଚିନ୍ତା କରନ୍ତୁ କି ଆପଣ ମାନେ କେତେବଡ଼ ବିପଦର ସମ୍ମୁଖିନ ହେବାପାଇଁ ଯାଉଛନ୍ତି l ଉପସ୍ଥାପନ ମୋର...ବିଚାର ଆପଣ ମାନଙ୍କର
Post Credit to : Santosh Babu
SocialTalk

05/09/2026

ାଦେବ 🙏🏿 SocialTalk

ମୋହନ ଭାଇଙ୍କୁ ବଦନାମ କରୁଛି ବିରୋଧୀ ନୁହେଁ, ବରଂ ଦଳ ଭିତରେ ଲୁଚିଥିବା କିଛି ସ୍ୱାର୍ଥପର ପ୍ରବୃତ୍ତି—ଏହି କଥା ବୁଝିବାର ସମୟ ଆସିଛି।ମୋହନ ଭାଇ...
05/09/2026

ମୋହନ ଭାଇଙ୍କୁ ବଦନାମ କରୁଛି ବିରୋଧୀ ନୁହେଁ, ବରଂ ଦଳ ଭିତରେ ଲୁଚିଥିବା କିଛି ସ୍ୱାର୍ଥପର ପ୍ରବୃତ୍ତି—ଏହି କଥା ବୁଝିବାର ସମୟ ଆସିଛି।
ମୋହନ ଭାଇ ଜଣେ ମାଟିର ମଣିଷ, ତୃଣମୂଳ ସ୍ତରରୁ ଆସିଥିବା ଜନନେତା। ତାଙ୍କ ନାମ ଓ ପଦବୀକୁ ବ୍ୟବହାର କରି ଯେଉଁମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ, ପଦ ଓ ପ୍ରଭାବ ବଢ଼ାଇବାରେ ବ୍ୟସ୍ତ, ସେମାନଙ୍କ ଉପରେ ଦଳୀୟ ଶୃଙ୍ଖଳା ଓ କଠୋର ଅଙ୍କୁଶ ଅତ୍ୟନ୍ତ ଆବଶ୍ୟକ।
କିଏ ବିଜେଡି କିମ୍ବା କଂଗ୍ରେସରୁ ଆସିଛନ୍ତି, ତାହା ମୁଖ୍ୟ କଥା ନୁହେଁ। ମୁଖ୍ୟ କଥା ହେଉଛି—କିଏ ଦଳ ପ୍ରତି ନିଷ୍ଠାବାନ ଏବଂ କିଏ ନିଜ ସ୍ୱାର୍ଥ ପାଇଁ ଦଳକୁ ବ୍ୟବହାର କରୁଛି।
ଜନତାଙ୍କ ମନରେ ଜନ୍ମ ନେଉଥିବା ନିରବ ଅସନ୍ତୋଷକୁ ସମୟ ଥାଉ ଥାଉ ଗମ୍ଭୀରତାର ସହ ନେବା ଦରକାର।
ଭଲ ଲୋକଙ୍କୁ ଆଗକୁ ଆଣନ୍ତୁ।
ସ୍ୱାର୍ଥପରଙ୍କୁ ଦୂରେଇ ରଖନ୍ତୁ।
ଦଳ ଭିତରେ ଶୃଙ୍ଖଳା ଆଣନ୍ତୁ।
ମୋହନ ଭାଇଙ୍କ ନେତୃତ୍ୱ ଯେତେ ମଜବୁତ ହେବ, ଦଳ ସେତେ ମଜବୁତ ହେବ।
ସ୍ୱାର୍ଥପର ପ୍ରବୃତ୍ତି ଉପରେ ଅଙ୍କୁଶ ଲାଗିଲେ ହିଁ ଜନତାଙ୍କ ବିଶ୍ୱାସ ଅତୁଟ ରହିବ।
ସମୟ ଥାଉ ଥାଉ ସାବଧାନ ହେବା ଦରକାର। 🙏🏿
Hrushikesh Parida 093371 25677 Jajpur Litu
Avilash Panda SocialTalk Mohan Charan Majhi Manoj Mohapatra Manmohan Samal BJP Odisha Prabhati Parida Pratap Chandra Sarangi Dharmendra Pradhan CMO Odisha

🌸 ଗୁରୁ ଦିବସର ଆନ୍ତରିକ ଶୁଭେଚ୍ଛା 🙏“ଗୁରୁ କେବଳ ଜ୍ଞାନ ଦିଅନ୍ତି ନାହିଁ,ଜୀବନକୁ ସଠିକ୍ ଦିଗ ଦେଖାଇବାର ପଥପ୍ରଦର୍ଶକ ହୋଇଥାନ୍ତି।”ଜୀବନରେ ଯେଉ...
05/09/2026

🌸 ଗୁରୁ ଦିବସର ଆନ୍ତରିକ ଶୁଭେଚ୍ଛା 🙏
“ଗୁରୁ କେବଳ ଜ୍ଞାନ ଦିଅନ୍ତି ନାହିଁ,
ଜୀବନକୁ ସଠିକ୍ ଦିଗ ଦେଖାଇବାର ପଥପ୍ରଦର୍ଶକ ହୋଇଥାନ୍ତି।”
ଜୀବନରେ ଯେଉଁମାନଙ୍କଠାରୁ କିଛି ନା କିଛି ଶିକ୍ଷା ପାଇଛି,
ଯେଉଁମାନେ ଭୁଲ୍ ସମୟରେ ସଠିକ୍ ପଥ ଦେଖାଇଛନ୍ତି,
ସେହି ସମସ୍ତ ଗୁରୁଜନଙ୍କ ଚରଣରେ
ଆଜି ମଥା ପାତି ଶତ ଶତ ପ୍ରଣାମ। 🙏🌺
ଆପଣମାନଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ହିଁ ମୋ ଜୀବନର ସବୁଠାରୁ ବଡ଼ ପ୍ରେରଣା।
🌹 ସମସ୍ତ ଗୁରୁଜନଙ୍କୁ ଗୁରୁ ଦିବସର ଆନ୍ତରିକ ଶୁଭେଚ୍ଛା। 🌹
— ହୃଷିକେଶ ପରିଡା 🙏🙏🙏

ମୁଁ ଏକ ବ୍ୟକ୍ତିଗତ କାର୍ଯ୍ୟ ରେ ଗୁରୁଦାସ ଯାଉଥିବା ସମୟରେ ଆଂକୁଲା ଛକ ନିକଟରେ ଏକ ବୃଦ୍ଧ ଲୋକ ମୋତେ ଲିଫ୍ଟ ମାଗିଲେ ମୁଁ କହିଲି ଟିକେ ଗୁରୁଦାସ...
04/09/2026

ମୁଁ ଏକ ବ୍ୟକ୍ତିଗତ କାର୍ଯ୍ୟ ରେ ଗୁରୁଦାସ ଯାଉଥିବା ସମୟରେ ଆଂକୁଲା ଛକ ନିକଟରେ ଏକ ବୃଦ୍ଧ ଲୋକ ମୋତେ ଲିଫ୍ଟ ମାଗିଲେ ମୁଁ କହିଲି ଟିକେ ଗୁରୁଦାସ ପୁର ଆସୁଛି ମୁଁ ପଚାରିଲି ଆପଣ କୁଆଡେ ଯିବେ ମତେ ଟିକେ ଯାଜପୁର ରୋଡ଼ ରେ ଛାଡି ଦିଅ, କଣ ପାଇଁ ଆପଣ ଯିବେ ନାଁ ମୋତେ ମୋ ଘରେ ମୋତେ ମାରିକି ବିଦା କରିଦେଇଛନ୍ତି ମୁଁ ପୁରୀ ପଳେଇବି କାଳିଆ ପାଖକୁ, ଏକଥା ଶୁଣି ମୋତେ ବିଚଳିତ କରିଥିଲା,ସବୁ ଶୁଣି ମୁଁ ମୋ କାମରେ ବାହାରି ଗଲି, ଦଶ ମିନଟ କହି ପ୍ରାୟ ଚାଳିଶ ମିନିଟ ପରେ ଫେରିଲା ପରେ ମଉସା ଜଣଙ୍କ ସେଇଠି ଥାନ୍ତି, ମନରେ ବିଚାର ଆସିଲା ମୋର ଆର୍ଥିକ ପରିସ୍ଥିତି ଖରାପ କିପରି ସାହାଯ୍ୟ କରିବି?? ମନରେ ବିଚାର ଆସିଲା ମୁଁ ଯାଜପୁର ଥାନାକୁ ନେଇଗଲି ମଉସା ଙ୍କ ପକେଟ ରେ ଏକ ନମ୍ବର ଥିଲା ମୁଁ ଫୋନ କଲି 7504972091 ତାଙ୍କ ପୁତୁରା ନମ୍ବର ସେ ବିଂଝାରପୁର ଥିଲେ ମୋତେ କହିଲେ ଆପଣ ଟିକେ ନନ୍ଦିପୁର ଛକରେ ଛାଡି ଦିଅନ୍ତୁ ମଉସା ଙ୍କ ପାଦରେ ଚପଲ ନଥିଲା ଏକ ଚପଲ କିଣେଇ ଦେଲି ଖାଇବାକୁ ଅନୁରୋଧ କଲେ ଜଲିଖିଆ କରିବାର ବ୍ୟବସ୍ଥା କଲି, ଯାଜପୁର ବସ ଷ୍ଟାଣ୍ଡ ରେ ଗାଡ଼ିରେ ବସେଇ ଦେଲି ନନ୍ଦୀପୁର ଛକ ନିକଟକୁ Avilash Panda SocialTalk

୨୦୧୯ର ପୁଲୱାମା ଆକ୍ରମଣକୁ ମନେ ପକାନ୍ତୁ, ଯେଉଁଥିରେ CRPFର ୪୦ ଜଣ ଯବାନ ସହିଦ ହୋଇଥିଲେ ।ଇଂଶା ଜାନ୍‌, ଯାହାଙ୍କୁ ଇଂଶା ତାରିକ୍‌ ନାମରେ ମଧ୍ୟ...
03/09/2026

୨୦୧୯ର ପୁଲୱାମା ଆକ୍ରମଣକୁ ମନେ ପକାନ୍ତୁ, ଯେଉଁଥିରେ CRPFର ୪୦ ଜଣ ଯବାନ ସହିଦ ହୋଇଥିଲେ ।

ଇଂଶା ଜାନ୍‌, ଯାହାଙ୍କୁ ଇଂଶା ତାରିକ୍‌ ନାମରେ ମଧ୍ୟ ଜଣାଯାଏ, ତାଙ୍କ ଉପରେ ଆତଙ୍କବାଦୀମାନଙ୍କୁ ଖାଦ୍ୟ, ଆଶ୍ରୟ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍‌ ସହାୟତା ଯୋଗାଇଦେବାର ଅଭିଯୋଗ ରହିଛି । ପୁଲୱାମା ଆକ୍ରମଣ ସହ ଜଡ଼ିତ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ମଧ୍ୟ ସେ ସାମିଲ ଥିବା ଅଭିଯୋଗ ହୋଇଛି ।

ପୁଲୱାମା ଆକ୍ରମଣର ପ୍ରାୟ ୭ ବର୍ଷ ପରେ ଇଂଶା ଜାନ୍‌ ଜାମିନ ପାଇଁ ଆବେଦନ କରିଥିଲେ । ଏବେ ଜମ୍ମୁର ସ୍ୱତନ୍ତ୍ର NIA ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଚମଚାମାନେ ପଚାରନ୍ତି—ପୁଲୱାମା ଆକ୍ରମଣ କରିଥିବା ଲୋକମାନଙ୍କର କ’ଣ ହେଲା ? RDX ଆଣିଥିବା ଲୋକମାନଙ୍କର କ’ଣ ହେଲା ?

ତେବେ ଶୁଣ ଚମଚାମାନେ—ମୋଟ ୧୯ ଜଣଙ୍କୁ ଦୋଷୀ ବୋଲି ମନେ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ନିହତ ହୋଇଛନ୍ତି, ୭ ଜଣ ଜେଲ୍‌ରେ ଜୀବନ କାଟୁଛନ୍ତି ଏବଂ ୬ ଜଣ ପାକିସ୍ତାନରେ ଅଛନ୍ତି । ସେମାନଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।
Credit -- Ashok Rout ଭାଇ

🌱 ଭଲ ସମୟ ଦେଖିବାକୁ ହେଲେ, ଖରାପ ସମୟ ସହ ଲଢ଼ିବାକୁ ପଡ଼େ।💪 ଆଜିର ସଂଘର୍ଷ ହିଁ ଆସନ୍ତାକାଲିର ସଫଳତାର ମୂଳଦୁଆ।ହାର ମାନନ୍ତୁ ନାହିଁ… ସମୟ ବଦଳ...
03/09/2026

🌱 ଭଲ ସମୟ ଦେଖିବାକୁ ହେଲେ, ଖରାପ ସମୟ ସହ ଲଢ଼ିବାକୁ ପଡ଼େ।
💪 ଆଜିର ସଂଘର୍ଷ ହିଁ ଆସନ୍ତାକାଲିର ସଫଳତାର ମୂଳଦୁଆ।
ହାର ମାନନ୍ତୁ ନାହିଁ… ସମୟ ବଦଳିବ, ପରିସ୍ଥିତି ବି ବଦଳିବ। 🙏🌿

03/09/2026
ଶୁନ ରୁ ଆରମ୍ଭ ହୋଇଥିବା ପାର୍ଟି ଆଜି ବିଶ୍ୱରେ ସର୍ବବୃହତ ରାଜନୈତିକ ଦଳ,ଏହା ସମ୍ଭବ କେବଳ ନିଷ୍ଠାବାନ କାର୍ଯ୍ୟକର୍ତ୍ତାଙ୍କ ପାଇଁ।ଜୟ ଶ୍ରୀରାମ ...
02/09/2026

ଶୁନ ରୁ ଆରମ୍ଭ ହୋଇଥିବା ପାର୍ଟି ଆଜି ବିଶ୍ୱରେ ସର୍ବବୃହତ ରାଜନୈତିକ ଦଳ,
ଏହା ସମ୍ଭବ କେବଳ ନିଷ୍ଠାବାନ କାର୍ଯ୍ୟକର୍ତ୍ତାଙ୍କ ପାଇଁ।

ଜୟ ଶ୍ରୀରାମ 🙏
Avilash Panda Manmohan Samal BJP Odisha SocialTalk Mohan Charan Majhi Narendra Modi Nitin Nabin

Address

Jajpur

Alerts

Be the first to know and let us send you an email when Hrushikesh Parida posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Hrushikesh Parida:

Shortcuts

Share