Help for people Giridhari Trust

Help for people Giridhari Trust ଆମ ଚାରିଟେବୁଲ ଟ୍ରଷ୍ଟ ର ପ୍ରଥମ ଲକ୍ଷ୍ୟ ଅସହାୟ ଲୋକଙ୍କୁ ସାହାଯ୍ୟ ,ରକ୍ତ ଦାନ ,ଖାଦ୍ୟ ବଣ୍ଟନ,

29/08/2026

Help For People Giridhari Trust , Binjharpur
🔴 DONATE BLOOD TODAY 🔴
Date: 29/08/2026
Case No: 325 / 2026
Location: Hi-Tech Medical College & Hospital, BBSR
🩸 BLOOD DONOR DETAILS:
Name: Mr. Abinash Routray
From: Jatani
Blood Group: A+ve 🩸
👤 PATIENT DETAILS:
Name: Shyam Malick
From: Dasarathpur, Jajpur
🌟 A HUGE THANK YOU! 🌟
Many many thanks to Mr. Abinash Routray Bhai for this great job and noble act of saving a life for a needy patient. 💐💐👍
Best Wishes From:
🤝 Help For People Giridhari Trust, Binjharpur
📞 Contact: 7684033908
👤 Secretary: Ananta Swain






fans Help for people Giridhari Trust

29/08/2026

Help For People Giridhari Trust , Binjharpur
August month 4 th Donation
Location-Bangara
Donate-5000/-
Thank you All
7684033908 -Ananta swain


# Help for needy people

29/08/2026

This is our Archivment 🙏🙏

donation

fans Help for people Giridhari Trust

Help for People Giridhari Trust binjharpur , Jajpur Regd No- 40832500010 Darpan id-OR/2026/0989571APROVED by 12A & 80g C...
27/08/2026

Help for People Giridhari Trust binjharpur , Jajpur
Regd No- 40832500010
Darpan id-OR/2026/0989571
APROVED by 12A & 80g
Case no -324
Donor - Our Active member
Name - Biswajit Nayak
from- Mainda ,Jajpur
9th Time blood donation
Blood group -(O- )
Patient name -Sumitra sahoo
from-Nayagad
Age-64y
Emergency case
dhanyabad bhai
7684033908-Ananta swain secretary
Rakta dan mahat Dana



fans ହେଲ୍ପ ଫର ପିପଲ ଗିରିଧାରୀ ଟ୍ରଷ୍ଟ ,ବିଂଝାରପୁର ,ଯାଜପୁର

🙏ସହାୟତା 🙏 ୨୩/୦୮/୨୬ହେଲ୍ପ ଫର ପିପଲ ଗିରିଧାରୀ ଟ୍ରଷ୍ଟ ,ବିଂଝାରପୁର ଯାଜପୁର ଗ୍ରୁପ ତରଫରୁ ଏ ମାସର ପଞ୍ଚମ ସହଯୋଗ ବଡପାଳ ଗ୍ରାମ ର ଅଶୋକ ଭାଇ ...
23/08/2026

🙏ସହାୟତା 🙏 ୨୩/୦୮/୨୬
ହେଲ୍ପ ଫର ପିପଲ ଗିରିଧାରୀ ଟ୍ରଷ୍ଟ ,ବିଂଝାରପୁର ଯାଜପୁର ଗ୍ରୁପ ତରଫରୁ ଏ ମାସର ପଞ୍ଚମ ସହଯୋଗ
ବଡପାଳ ଗ୍ରାମ ର ଅଶୋକ ଭାଇ ଏ ଭାଇ ନଙ୍କର ୨ଟା କିଡନୀ
ଫେଲ ତାଙ୍କୁ ହେଲ୍ପ ପିପଲ Help For People Giridhari Trust , Binjharpur ତରଫରୁ 20,000/- ଟଙ୍କା ଆର୍ଥିକ ସହାୟତା କରାଗଲା
କଲେକ୍ସନ - 10100
ମାସିକ ଫଣ୍ଡ ରୁ - 9900
ଧନ୍ୟବାଦ୍ ସହଯୋଗ କରିଥିବା ସବୁ ମେମ୍ବର ଭାଇ ମାନଙ୍କୁ
ଏମିତି ସହଯୋଗ ଜାରି ରଖନ୍ତୁ ଆମେ ଆଗକୁ ଏମିତି ବୋହୁତ କେସ ରେ ସହଯୋଗ କରିପାରିବୁ .
076840 33908 -Secretary (ଅନନ୍ତ ସ୍ୱାଇଁ)
ହେଲ୍ପ ଫର ପିପଲ ଗିରିଧାରୀ ଟ୍ରଷ୍ଟ ,ବିଂଝାରପୁର ,ଯାଜପୁର
Abhishek Narayan Mohanty Batakrushna Behera Kumar Jinu Nirmal Sahoo Jay Prakash Dhal Biswajit Mallick Anil Sahoo Dillip Kumar Roul Subhrajit Swain Sanjeev Samal CA Golakh Parida

✨ HERO OF THE DAY ✨HELP FOR PEOPLE GIRIDHARI TRUST, BINJHARPUR, JAJPUR is incredibly proud to honor another lifesaving a...
20/08/2026

✨ HERO OF THE DAY ✨
HELP FOR PEOPLE GIRIDHARI TRUST, BINJHARPUR, JAJPUR
is incredibly proud to honor another lifesaving act of kindness!🩸
CASE DETAILS
Case No: 320
Date: 17/08/26
🔴 DONOR PROFILE (OUR HERO)
Name: -Smurti ranjan mahallick
From: Talabandha
Group:AB+
Donation No: 14Th Time
🔴 PATIENT PROFILE
(RECIPIENT)
Name: Harihara Jena
Age-51y
From: Alarpur ,Binjharpur
Status: Critical shortage resolved successfully!

✅❤️ OUR MOTTO"RAKTA DANA MAHATDANA"
(Blood Donation is the Ultimate Gift)📞 EMERGENCY CONTACT Secretary: Ananta Swain- 7684033908


🔴 ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ 🔴ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି, ଆପଣଙ୍କର ସାହାଯ୍ୟ ହିଁ ଏକମାତ୍ର ଭରସା!ରୋଗୀଙ୍କ ବିବରଣୀ:ନାମ: ଅଶ...
17/08/2026

🔴 ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ 🔴

ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି, ଆପଣଙ୍କର ସାହାଯ୍ୟ ହିଁ ଏକମାତ୍ର ଭରସା!

ରୋଗୀଙ୍କ ବିବରଣୀ:
ନାମ: ଅଶୋକ କୁମାର ବେହେରା (ରାଜା)
ପିତାଙ୍କ ନାମ: ଅଭିରାମ ବେହେରା
ଗ୍ରାମ: ବଡ଼ପାଳବୟସ: ୨୦ ବର୍ଷ
ମାତ୍ର ୨୦ ବର୍ଷ ବୟସରେ ଅଶୋକଙ୍କର ଦୁଇଟି ଯାକ Kidney (କିଡନୀ) ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତାଙ୍କ ଜୀବନ ବଞ୍ଚାଇବା ପାଇଁ ଜରୁରୀକାଳୀନ ଭାବେ Kidney Transplant (କିଡନୀ ପ୍ରତିରୋପଣ) ଆବଶ୍ୟକ।

ଏହି ଚିକିତ୍ସା ପାଇଁ ବହୁତ ଅର୍ଥର ଆବଶ୍ୟକତା ରହିଛି, ଯାହା ତାଙ୍କ ଗରିବ ପରିବାର ପକ୍ଷେ ବହନ କରିବା ସମ୍ଭବପର ନୁହେଁ।ଆପଣଙ୍କର ସାମାନ୍ୟ ସାହାଯ୍ୟ ଅଶୋକଙ୍କୁ ଏକ ନୂଆ ଜୀବନ ଦେଇପାରିବ।

ସମସ୍ତ ହୃଦୟବାନ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଆକୁଳ ଅନୁରୋଧ।ଆର୍ଥିକ ସାହାଯ୍ୟ ପଠାଇବା ପାଇଁ ବିବରଣୀ:TRUST SACNNER & PhonePe / Google Pay ନମ୍ବର: 7684033908 (Ananta Swain

ସହଯୋଗୀ ଅନୁଷ୍ଠାନ:Help for people Giridhari Trustବିଞ୍ଝାରପୁର, ଯାଜପୁର,

ଓଡ଼ିଶାଅଧିକ ସୂଚନା କିମ୍ବା ଯୋଗାଯୋଗ ପାଇଁ:ଦୟାକରି ଉପରୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ। ଆପଣଙ୍କର ସାହାଯ୍ୟ ଏବଂ ପ୍ରାର୍ଥନା ଅଶୋକଙ୍କ ଜୀବନ ବଞ୍ଚାଇପାରିବ। ଭିଡିଓ ଓ ପୋଷ୍ଟକୁ ସେୟାର

16/08/2026

ସାହାଯ୍ୟର ହାତ: ହେଲ୍ପ ଫର ପିପୁଲ୍ ଗିରିଧାରୀ ଟ୍ରଷ୍ଟ, ବିଞ୍ଝାରପୁର

ଅତ୍ୟନ୍ତ ଦୁଃଖର ସହ ଜଣାଇବାକୁ ପଡୁଛି ଯେ, ବାଙ୍ଗରା ଗ୍ରାମର ସରୋଜ କୁମାର ଜେନା ଭାଇ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଆମ ଗ୍ରୁପ୍‌ର ସଦସ୍ୟ ପ୍ରଳୟ ମଲ୍ଲିକ ଭାଇ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ ନେଉଥିବା ବାଟରେ ତାଙ୍କର ଦେହାନ୍ତ ହୋଇଯାଇଛି। କେବଳ ସେତିକି ନୁହେଁ, ତାଙ୍କ ବାପା ମଧ୍ୟ ପାରାଲିସିସ୍ (ପକ୍ଷାଘାତ) ଆଟାକ୍‌ର ଶିକାର ହୋଇଛନ୍ତି। ବର୍ତ୍ତମାନ ଏହି ଅସହାୟ ପରିବାର ଏକ ବଡ଼ ବିପତ୍ତି ଦେଇ ଗତି କରୁଛନ୍ତି।

ଏହି ଦୁଃଖଦ ସମୟରେ ପରିବାରକୁ ସାନ୍ତ୍ୱନା ଓ ସହଯୋଗର ହାତ ବଢ଼ାଇଛି "ହେଲ୍ପ ଫର ପିପୁଲ୍ ଗିରିଧାରୀ ଟ୍ରଷ୍ଟ, ବିଞ୍ଝାରପୁର"। ଟ୍ରଷ୍ଟ ତରଫରୁ ସ୍ୱର୍ଗତ ସରୋଜ ଭାଇଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ପରିବାରକୁ ୫,୦୦୦/- (ପାଞ୍ଚ ହଜାର) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
@ @ @ଆମେ ସରୋଜ ଭାଇଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଉଛୁ।

ଆମ ଗ୍ରୁପ୍‌ରେ ଯୋଡ଼ି ହେବା ପାଇଁ ଯୋଗାଯୋଗ କରନ୍ତୁ:ଅନନ୍ତ ସ୍ୱାଇଁ (ସେକ୍ରେଟାରୀ)ଫୋନ୍ ନମ୍ବର: 7684033908

Address

At-BINJHARPUR
Jajpur
755012

Alerts

Be the first to know and let us send you an email when Help for people Giridhari Trust posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category