12/06/2026
🕯️ **ଶୋକ ସନ୍ଦେଶ** 🕯️
ମା' ବୁଢ଼ୀ ଜାଗୁଳେଇ ଯୁବକ ସଂଘର ସଦସ୍ୟ ରଞ୍ଜିତ ଭାଇଙ୍କ ପିତାଙ୍କ ପରଲୋକ ଖବର ଶୁଣି ଆମେ ଅତ୍ୟନ୍ତ ମର୍ମାହତ ଓ ଶୋକାକୁଳ।
ତାଙ୍କ ବିୟୋଗ ରଞ୍ଜିତ ଭାଇଙ୍କ ପରିବାର ସହିତ ସମଗ୍ର ଗ୍ରାମ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ଆମେ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛୁ।
ପ୍ରଭୁ ଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ସଦ୍ଗତି ପ୍ରଦାନ କରନ୍ତୁ ଏବଂ ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହିବା ପାଇଁ ଶକ୍ତି ଓ ସାହସ ଦିଅନ୍ତୁ।
**ଓଁ ଶାନ୍ତି 🙏**