UrsManmohan Acharya

UrsManmohan Acharya Contact information, map and directions, contact form, opening hours, services, ratings, photos, videos and announcements from UrsManmohan Acharya, Social service, Jaleswar.

FEED THE HUNGRY HELP THE NEEDY SERVICE TO MANKIND IS SERVICE TO GOD??

ଭୁବନେଶ୍ୱର ଲୋକପ୍ରିୟ ସାଂସଦ ଶ୍ରୀମତୀ Aparajita Sarangi   ଜୀଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଠାରେ ଜନ୍ମଦିନର  ଶୁଭେଚ୍ଛା ଓ ଅଭିନନ୍ଦନ...
08/10/2025

ଭୁବନେଶ୍ୱର ଲୋକପ୍ରିୟ ସାଂସଦ ଶ୍ରୀମତୀ Aparajita Sarangi ଜୀଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଠାରେ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଲି |

ସାରା ଓଡ଼ିଶାର ଯୁବକ ମାନଙ୍କ ପ୍ରତୀକ ମାନ୍ୟବର ମନ୍ତ୍ରୀ  ଭାଇ  Suryabanshi Suraj  ସୁରଜ ଭାଇଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଏବଂ ହା...
06/10/2025

ସାରା ଓଡ଼ିଶାର ଯୁବକ ମାନଙ୍କ ପ୍ରତୀକ ମାନ୍ୟବର ମନ୍ତ୍ରୀ ଭାଇ Suryabanshi Suraj ସୁରଜ ଭାଇଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଅଭିନନ୍ଦନ ।
ପ୍ରଭୂ ଶ୍ରୀରାମଙ୍କ କୃପାରୁ ଆପଣଙ୍କ ଚଲାପଥ ସଦା କୁସୁମିତ ହେଉ II
ଜୟ ଶ୍ରୀ ରାମ🤝❤🙏

ମାଆ ନଥିବା  #ଜୀବନ ହେଉ କି ସ୍ଥାନ… ସବୁବେଳେ ଶୂନ...🥲ବିଦାୟ ମାଆ 🙏
05/10/2025

ମାଆ ନଥିବା
#ଜୀବନ ହେଉ କି ସ୍ଥାନ…
ସବୁବେଳେ ଶୂନ...🥲

ବିଦାୟ ମାଆ 🙏

“ବିଜୟାର ଆନନ୍ଦ ମନରେ ରହୁ, ବିଦାୟର ବେଦନା ଆଖିରେ ଭିଜୁ।ଦୁର୍ଗା ମା’ ଘରେ ଫେରିଲେ ମଧ୍ୟ ତାଙ୍କ ଶକ୍ତି, ସାହସ ଓ ଆଶୀର୍ବାଦ ଆମ ସହିତ ସଦା ସର୍ବ...
04/10/2025

“ବିଜୟାର ଆନନ୍ଦ ମନରେ ରହୁ, ବିଦାୟର ବେଦନା ଆଖିରେ ଭିଜୁ।

ଦୁର୍ଗା ମା’ ଘରେ ଫେରିଲେ ମଧ୍ୟ ତାଙ୍କ ଶକ୍ତି, ସାହସ ଓ ଆଶୀର୍ବାଦ ଆମ ସହିତ ସଦା ସର୍ବଦା ରହୁ।ଆସନ୍ତା ବର୍ଷ ପୁଣି ମାଆ ଆସିବା ଡାକରେ ଅପେକ୍ଷାର ଦୀପ ଜଳି ରହିବ।”
ଜୟ ମା ଦୁର୍ଗା🚩
ମେଲାଣି ଅଭି ମୁଖେ ମାଁ ❤️🥹
WAIT STILL CONTINUES UNTILL NEXT YEAR
ସମସ୍ତେ କହୁଛନ୍ତି ମା କୁଆଡେ ଆଜି ବିଦାୟ ନେଉଛନ୍ତି|
କିନ୍ତୁ ମୁଁ ଜାଣେ, ମୋ ମା ସବୁବେଳେ ମୋ ପାଖରେ ଅଛନ୍ତି ଆଉ ଏମିତି ରହିଥିବେ| ଜୟ ମା ଦୁର୍ଗା 🙏🏻🪔
ମା ଲୋ ସମସ୍ତ ଙ୍କୁ ଘଣ୍ଟ ଘୋଡେଇ ରଖିଥା ଆଉ ଆଶୀର୍ବାଦ ଦେଉଥା 🙏🏻
😭

04/10/2025

ଆସିବା ଯେତେ ସୁଖଦ,ବିଦାୟଟା ସେତେ ଦୁଃଖଦ ସବୁବେଳେ🥹😭
#ମାଆଙ୍କୁମେଲାଣି

Many many happy returns of the day..ବାପା..The older I get the more I realise how important it's to have a fantastic fath...
31/05/2025

Many many happy returns of the day..ବାପା..
The older I get the more I realise how important it's to have a fantastic father like you.You've provided stability in my life & the love & acceptance I needed.

Thank you for being there everyday with just the love and guidance I needed.Everything you've taught me has stuck with me & I'm blessed enough to have a father like you.

My sincere prayer to LORD JAGANNATH for your happy, healthy & long life ahead 😊
In your 62nd birthday, I wish may all your wishes come true 🙏🎂
ଜନ୍ମଦିନ ଅଭିନନ୍ଦନ ବାପା 🤝❤️
ମୁଁ ଏ ଦୁନିଆର ସବୁ ଠୁ ଭାଗ୍ୟବାନ ମଣିଷ ଯେ ଆପଣଙ୍କୁ ବାପା ଭାବରେ ପାଇବାର ସୌଭାଗ୍ଯ ପାଇଛି🎂🙏

ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏

Address

Jaleswar
756086

Alerts

Be the first to know and let us send you an email when UrsManmohan Acharya posts news and promotions. Your email address will not be used for any other purpose, and you can unsubscribe at any time.

Share

Category