BJYM Baleshwar-Uttar

BJYM Baleshwar-Uttar "This is a supporter-managed community page and not an official BJYM page."

କାର୍ଗିଲ ବିଜୟ ଦିବସ ଅବସରରେ ଆଜି ବାଲେଶ୍ଵର ଉତ୍ତର ସାଂଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ Adv Phalguni Panigrahi ଙ୍କ ନିର୍ଦ୍ଦେଶ...
26/07/2026

କାର୍ଗିଲ ବିଜୟ ଦିବସ ଅବସରରେ ଆଜି ବାଲେଶ୍ଵର ଉତ୍ତର ସାଂଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ Adv Phalguni Panigrahi ଙ୍କ ନିର୍ଦ୍ଦେଶରେ ଭୋଗରାଇଠାରେ ସମୂହ ଦୀପଦାନ କରି କାର୍ଗିଲ ଯୁଦ୍ଧର ଅମର ବୀର ସହିଦ ଯବାନମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା।

୧୯୯୯ ମସିହାର କାର୍ଗିଲ ଯୁଦ୍ଧରେ ଭାରତ ମାତାଙ୍କ ସମ୍ମାନ, ସାର୍ବଭୌମତ୍ୱ ଓ ଅଖଣ୍ଡତାର ସୁରକ୍ଷା ପାଇଁ ନିଜ ଜୀବନକୁ ହସି ହସି ଉତ୍ସର୍ଗ କରିଥିବା ବୀର ଯବାନମାନଙ୍କ ଅଦମ୍ୟ ସାହସ, ଅପୂର୍ବ ବୀରତ୍ୱ ଏବଂ ଅସୀମ ଦେଶପ୍ରେମ ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଚିର ପ୍ରେରଣା।



BJP Odisha BJYM Odisha

07/07/2026

#ଛାତ୍ର_ସମ୍ମିଳନୀ



BJP Odisha BJYM Odisha BJYM Baleshwar-Uttar

ଆଜି ବାଲେଶ୍ୱର ଉତ୍ତର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Adv Phalguni Panigrahi ଙ୍କ ଅଧ୍ୟକ୍ଷତାରେ ଭୋଗରାଇଠାରେ ଆୟୋଜିତ ଡଃ ଶ୍ୟାମ...
06/07/2026

ଆଜି ବାଲେଶ୍ୱର ଉତ୍ତର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Adv Phalguni Panigrahi ଙ୍କ ଅଧ୍ୟକ୍ଷତାରେ ଭୋଗରାଇଠାରେ ଆୟୋଜିତ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ମହୋଦୟ ଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଛାତ୍ର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦୁଝରର ମାନ୍ୟବର ସାଂସଦ ଅନନ୍ତ ନାୟକ, ମୁଖ୍ୟବକ୍ତା ଭାବେ ବାଲେଶ୍ବରର ମାନ୍ୟବର ସାଂସଦ Pratap Chandra Sarangi , ସମ୍ମାନିତ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଭୋଗରାଇ ବିଧାୟକପ୍ରାର୍ଥୀ Ashis Patra ,ଜିଲ୍ଲା ଯୁବମୋର୍ଚ୍ଚା ଇନଚାର୍ଜ Debabrata Samal , ଜିଲ୍ଲା ସାଧାରଣ ସମ୍ପାଦକ କ୍ୟାପଟେନ ଅଶୋକ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ Tapan Patra ଓ ଦିଲ୍ଲୀପ ପାତ୍ର ସମେତ ଯୁବ କାର୍ଯ୍ୟକର୍ତ୍ତା ଏବଂ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
BJP Odisha BJYM Odisha Manmohan Samal Mohan Charan Majhi

 #ଛାତ୍ର_ସମାବେଶ ବାଲେଶ୍ଵର-ଉତ୍ତର ସାଂଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ "ବିଶାଳ ଛାତ୍ର ସମାବେଶ"📍 ଏକ୍ସିସ ବ୍ୟାଙ୍କ୍ ସମ୍ମୁଖ ହଲ୍, ଭୋଗରା...
05/07/2026

#ଛାତ୍ର_ସମାବେଶ
ବାଲେଶ୍ଵର-ଉତ୍ତର ସାଂଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ "ବିଶାଳ ଛାତ୍ର ସମାବେଶ"
📍 ଏକ୍ସିସ ବ୍ୟାଙ୍କ୍ ସମ୍ମୁଖ ହଲ୍, ଭୋଗରାଇ
⏰ଆସନ୍ତାକାଲି ସକାଳ ୧୦ ଘଟିକା


BJP Odisha BJYM Odisha Pratap Chandra Sarangi Pradeep Kumar Panda Adv Phalguni Panigrahi

 BJYM Baleshwar-Uttar  Narendra Modi Bharatiya Janata Party (BJP) BJP Odisha Mohan Charan Majhi BJYM Odisha Manmohan Sam...
03/07/2026


BJYM Baleshwar-Uttar

Narendra Modi Bharatiya Janata Party (BJP) BJP Odisha Mohan Charan Majhi BJYM Odisha Manmohan Samal Manas Mohanty Pratap Chandra Sarangi Pradeep Kumar Panda Umakanta Mohapatra Debabrata Samal Adv Phalguni Panigrahi

01/07/2026
29/06/2026

କେନ୍ଦ୍ରୀୟ ଯୋଜନା ଅନୁସାରେ 'ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ'ର ଡିଜିଟାଲ୍ ଲର୍ଣ୍ଣିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାର କାର୍ଯ୍ୟ ଆମ ଦଳର ସମସ୍ତ କାର୍ଯ୍ୟକର୍ତ୍ତା କରିବେ l
ଡିଜିଟାଲ୍ ମାଧ୍ୟମରେ ସଂଗଠନକୁ ଆହୁରି ସଶକ୍ତ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡ଼ିବା ସମସ୍ତ ମୋର୍ଚ୍ଚା, ମଣ୍ଡଳ, ଶକ୍ତିକେନ୍ଦ୍ର ଏବଂ ବୁଥ୍ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ଗୁରୁଦାୟିତ୍ଵ ବୋଲି ମାନନୀୟ ରାଜ୍ୟ ସଭାପତି Manmohan Samal ଆହ୍ୱାନ ଦେଇଅଛନ୍ତି l


BJP Odisha BJYM Odisha BJYM Baleshwar-Uttar

Address

Block Bazar Near Lic Office
Jaleswar
756032

Website

Alerts

Be the first to know and let us send you an email when BJYM Baleshwar-Uttar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share