ଆମ ମାଟି ଆମ ମାଁ ମୟୂରଭଞ୍ଜ

ଆମ ମାଟି ଆମ ମାଁ ମୟୂରଭଞ୍ଜ This page is created for social awareness and reforms.

ରଥଯାତ୍ରା ପାଇଁ ପାଇଁ ସ୍ଵତନ୍ତ୍ର ଟ୍ରେନ ବାଦାମପାହାଡ଼ ଠାରୁ ପୁରୀ ପର୍ଯ୍ୟନ୍ତ
14/07/2026

ରଥଯାତ୍ରା ପାଇଁ ପାଇଁ ସ୍ଵତନ୍ତ୍ର ଟ୍ରେନ ବାଦାମପାହାଡ଼ ଠାରୁ ପୁରୀ ପର୍ଯ୍ୟନ୍ତ

ବଙ୍ଗିରିପୋଷିରୁ ଗୁଣୁପୁର ପର୍ଯ୍ୟନ୍ତ ଏକ ନୂତନ ଟ୍ରେନ୍‌ର ଦାବି🙏🙏🙏Ministry of Railways, Government of India South Eastern RailwayE...
14/07/2026

ବଙ୍ଗିରିପୋଷିରୁ ଗୁଣୁପୁର ପର୍ଯ୍ୟନ୍ତ ଏକ ନୂତନ ଟ୍ରେନ୍‌ର ଦାବି🙏🙏🙏
Ministry of Railways, Government of India
South Eastern Railway
EASTCOASTRailway
ବହୁମାତ୍ରାରେ share କରନ୍ତୁ 🙏

New Chief Minister of West Bengal Subhendu AdhikariCongratulations 💐💐💐
08/05/2026

New Chief Minister of West Bengal
Subhendu Adhikari
Congratulations 💐💐💐

ଦୟାକରି ବହୁମାତ୍ରାରେ ସେୟାର କରନ୍ତୁ 🙏
02/05/2026

ଦୟାକରି ବହୁମାତ୍ରାରେ ସେୟାର କରନ୍ତୁ 🙏

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯମୁନାବାହାଲ ଗ୍ରାମର ଗର୍ବଗୌରବସୁଶ୍ରୀ ପାୟଲ ନାଗ ଓଡିଶାର ଷ୍ଟାର ପାରା ତୀରନ୍ଦାଜ ଭାବେ, Bangkok ରେ ଅନୁଷ୍...
06/04/2026

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯମୁନାବାହାଲ ଗ୍ରାମର ଗର୍ବଗୌରବ
ସୁଶ୍ରୀ ପାୟଲ ନାଗ ଓଡିଶାର ଷ୍ଟାର ପାରା ତୀରନ୍ଦାଜ ଭାବେ, Bangkok ରେ ଅନୁଷ୍ଠିତ ବିଶ୍ୱ ପାରା ତୀରନ୍ଦାଜୀ ସିରିଜରେ ସ୍ୱର୍ଣ୍ଣ ପଦକ ଜିତି ଆମ ଦେଶ, ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବର ନୂତନ ଅଧ୍ୟାୟ ଲେଖିଛନ୍ତି।
ତାଙ୍କର ଅଦମ୍ୟ ପରିଶ୍ରମ, ଅଟୁଟ ସଂକଳ୍ପ ଓ ଆତ୍ମବିଶ୍ୱାସ ଆଜି ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା ,ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ ଆପଣ ଙ୍କୁ ହୃଦୟଙ୍ଗମ ଅଭିନନ୍ଦନ ଓ ଅନେକ ଶୁଭେଚ୍ଛା..

ସମସ୍ତ ଓଡିଶା ବାସୀଙ୍କୁ ଉତ୍କଳ ଦିବସ ର ହାର୍ଦିକ ଅଭିନନ୍ଦନ 🙏
01/04/2026

ସମସ୍ତ ଓଡିଶା ବାସୀଙ୍କୁ ଉତ୍କଳ ଦିବସ ର ହାର୍ଦିକ ଅଭିନନ୍ଦନ 🙏

Team INDIA ଜିତିଲା T 20 World Cup, New Zealand କୁ 96 run ରେ ହରାଇଲା , Jasprit Bumrah ଙ୍କୁ Man of the match & Sanju Samon ଙ...
08/03/2026

Team INDIA ଜିତିଲା T 20 World Cup, New Zealand କୁ 96 run ରେ ହରାଇଲା , Jasprit Bumrah ଙ୍କୁ Man of the match & Sanju Samon ଙ୍କୁ Man of the series ମିଳିଲା l
Congratulations Team India💐💐

ବିବାହ ବନ୍ଧନରେ ବାନ୍ଧି ହେଲେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକଣ୍ଡା । ରାଜସ୍ଥାନ ର ଉଦୟପୁର ସ୍ଥିତ ITC ହଟେଲ ରେ ବିବାହ ସମ୍ପନ୍ନ ହୋଇଛି ...
26/02/2026

ବିବାହ ବନ୍ଧନରେ ବାନ୍ଧି ହେଲେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକଣ୍ଡା । ରାଜସ୍ଥାନ ର ଉଦୟପୁର ସ୍ଥିତ ITC ହଟେଲ ରେ ବିବାହ ସମ୍ପନ୍ନ ହୋଇଛି l🥰
ଆମ ପରିବାର ତରଫରୁ ଦୁହିଁଙ୍କୁ ଅନେକ ଅନେକ ଶୁଭେଚ୍ଛା 💐💐

Address

Jashipur
757034

Website

Alerts

Be the first to know and let us send you an email when ଆମ ମାଟି ଆମ ମାଁ ମୟୂରଭଞ୍ଜ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share