Gautam Samantray

Gautam Samantray तेरा वैभव अमर रहे माँ,
हम दिन चार रहें न रहें !

29/03/2026

जिन के आगे "जी " जिन के पीछे "जी " ... वो है जी-जा-जी

*॥ନମସ୍କାର॥* ପୂର୍ବତନ କେନ୍ଦ୍ରମନ୍ତ୍ରୀ *ଡା. ଦେବେନ୍ଦ୍ର ପ୍ରଧାନ* ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ କେନ୍ଦ୍ର ପ...
14/03/2026

*॥ନମସ୍କାର॥*

ପୂର୍ବତନ କେନ୍ଦ୍ରମନ୍ତ୍ରୀ *ଡା. ଦେବେନ୍ଦ୍ର ପ୍ରଧାନ* ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ *ଶ୍ରୀ ରାଜନାଥ ସିଂ,* ଓଡ଼ିଶାର ମୁଖ୍ଯମନ୍ତ୍ରୀ *ଶ୍ରୀ ମୋହନ ଚରଣ ମାଝି* ତଥ। ଭାରତୀୟ ଜନତା ପାର୍ଟିର ରାଜ୍ଯ ସଭାପତି *ଶ୍ରୀ ମନମୋହନ ସାମଲ* ଉପସ୍ଥିତ ରହିବେ । ଏହି କାର୍ଯ୍ଯକ୍ରମରେ ଯୋଗ ଦେବାକୁ ବିନମ୍ର ନିବେଦନ ।

ଅପେକ୍ଷାରେ…
*ସମୀର ମହାନ୍ତି*
ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନ ସ୍ମୃତି ସମିତି

*କାର୍ଯ୍ଯସୂଚୀ*
*ତାରିଖ : ୧୭.୦୩.୨୦୨୬ (ମଙ୍ଗଳବାର)*
*ସମୟ : ଅପରାହ୍ନ ୪ ଘ.*
*ସ୍ଥାନ : କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟ*
*ଓ.ୟୁ.ଏ.ଟି., ଭୁବନେଶ୍ବର*

14/03/2026
रास्तों से कारवा तक ....इस ज़मीन से आसमा तक !
13/03/2026

रास्तों से कारवा तक ....इस ज़मीन से आसमा तक !

ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ବଡ଼ ଭାଇ    ଭାଇ ଙ୍କ ଜନ୍ମ ଦିନ ରେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।ମହାପ୍ରଭୂ ଶ୍ରୀଜଗନ୍ନ...
02/02/2026

ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ବଡ଼ ଭାଇ ଭାଇ ଙ୍କ ଜନ୍ମ ଦିନ ରେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।
ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର କୃପା ରୁ ଆପଣ ଙ୍କ ଜୀବନ ର ଚଳପଥ କୁସୁମିତ ହେଉ ଏହାହିଁ ପ୍ରାର୍ଥନା କରୁଛି।
ଜୟ ଜଗନ୍ନାଥ 🙏

To be on fire ....On wheels !
29/01/2026

To be on fire ....On wheels !

27/01/2026

ୟୁଜିସି ଏବଂ ସରକାରୀ ନିୟମାବଳୀକୁ ନେଇ ଚାଲିଥିବା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କୌଣସି ବି ପରିସ୍ଥିତିରେ କାହାରିକୁ ଅନ୍ୟାୟ କିମ୍ବା ପାତର ଅନ୍ତର କରାଯିବ ନାହିଁ । ଭାରତ ସରକାର ଓ ୟୁଜିସି ସମ୍ବିଧାନର ପରିଧି ମଧ୍ୟରେ ରହି ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସବୁ କିଛି ସ୍ୱଚ୍ଛ ରହିବ । କୌଣସି ବ୍ୟକ୍ତିବିଶେଷଙ୍କ ଉପରେ ଶୋଷଣ କିମ୍ବା ଅତ୍ୟାଚାର ହେବାକୁ ଦିଆଯିବ ନାହିଁ ।

ଅଶ୍ରୁଳ ବିଦାୟ ଭାଇନା 🙏
05/01/2026

ଅଶ୍ରୁଳ ବିଦାୟ ଭାଇନା 🙏

Whatever you are - be a good one !
03/01/2026

Whatever you are - be a good one !

Address

Jeypore

Telephone

+917978659004

Website

Alerts

Be the first to know and let us send you an email when Gautam Samantray posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Gautam Samantray:

Share