BJD Jharigam Assembly Constituency

BJD Jharigam Assembly Constituency ବିଜୁ ଜନତା ଦଳ ଝରିଗାଁ

23/10/2025
23/10/2025


ବିଜୁ ଯୁବ ଓ ଛାତ୍ର ଦେଲେ ରଣହୁଙ୍କାର, ପୋଲିସ SI ଚାକିରୀ ଆଶାୟୀଙ୍କ ସ୍ୱପ୍ନ ଛାରଖାର କରିଦେଇଛି ବିଜେପି ସରକାର।ଚାକିରୀ ମହାଘୋଟାଲାର ସିବିଆଇ ତ...
06/10/2025

ବିଜୁ ଯୁବ ଓ ଛାତ୍ର ଦେଲେ ରଣହୁଙ୍କାର, ପୋଲିସ SI ଚାକିରୀ ଆଶାୟୀଙ୍କ ସ୍ୱପ୍ନ ଛାରଖାର କରିଦେଇଛି ବିଜେପି ସରକାର।

ଚାକିରୀ ମହାଘୋଟାଲାର ସିବିଆଇ ତଦନ୍ତ ଦାବି କରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଅପାରଗ ବିଜେପି ସରକାର ବିରୋଧରେ ହେଲା ଜୋରଦାର ବିକ୍ଷୋଭ।

#ହଟାଅବିଜେପି #ମିଛପ୍ରତିଶ୍ରୁତି

06/10/2025

କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା। ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନ ମଙ୍ଗଳମୟ ହେଉ।

Gangadhar is the Shaktiman 😉😉
22/09/2025

Gangadhar is the Shaktiman 😉😉

08/09/2025

ନୂଆପଡ଼ାର ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ରାଜନେତା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛୁ। ତାଙ୍କ ବିୟୋଗରେ ଦଳ ଜଣେ ବରିଷ୍ଠ ତଥା ଲୋକଙ୍କ ସେବାରେ ସମର୍ପିତ ରାଜନେତାଙ୍କୁ ହରାଇଲା। ବିଜୁ ଜନତା ଦଳ ପାଇଁ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛୁ।

26/08/2025

ମା'ମାନଙ୍କ ସଶକ୍ତିକରଣ ସର୍ବଦା ରହିଛି ବିଜୁ ଜନତା ଦଳର ପ୍ରାଥମିକତା।

ମମତା ହେଉ କି ମିଶନ ଶକ୍ତି, ପୋଷଣ ବଜେଟଠୁ ଆରମ୍ଭ କରି ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ୫୦% ଓ ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ କରିବା ହେଉ ସବୁବେଳେ ମା'ଙ୍କ ହକ୍ ଓ ଅଧିକାରକୁ ମିଳିଛି ସମ୍ମାନ।

ମହିଳା ସମାନତା ଦିବସରେ ଆମେ ଏପରି ଏକ ସମାଜ ଗଢ଼ିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରୁଛୁ; ଯେଉଁଠି ମହିଳାଙ୍କୁ ବିନା କୌଣସି ବାଧାରେ ଆଗକୁ ବଢ଼ିବାକୁ, ସ୍ୱପ୍ନ ଦେଖିବାକୁ ସମାନ ସୁଯୋଗ ମିଳୁଥିବ।

26/08/2025
26/08/2025

ଚାଷୀ ପଞ୍ଜିକରଣଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତ ସବୁଠି ହତାଶ ଓ ନିରାଶ ଚାଷୀ।

ଭାଙ୍ଗି ଯାଉଛି ଚାଷୀଙ୍କ ମନୋବଳ, ଡବଲ୍ ଇଞ୍ଜିନ୍ ସରକାର ସାଜିଛି କାଳ।

#ହଟାଅବିଜେପି

26/08/2025

Humble tributes to Bharat Ratna recipient and Nobel Laureate on her birth anniversary. She was a beacon of compassion and kindness. Her extraordinary dedication to serve the impoverished, underprivileged and vulnerable with boundless love is an inspiration for all.

Address

Jharigan
764076

Telephone

+918658051356

Website

Alerts

Be the first to know and let us send you an email when BJD Jharigam Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Jharigam Assembly Constituency:

Share