Joda Bikash Parishad

Joda Bikash Parishad Joda Bikash Parishad is a leading social organization registered under social act 1980.

ବୀର ଧରଣୀ ଧର ଙ୍କ ୧୬୧ ତମ ଜନ୍ମ ଜୟନ୍ତୀ ଅବସରରେ ଯୋଡ଼ା ବିକାଶ ପରିଷଦ ତରଫ ରୁ ଅଶେଷ ଅଶେଷ ଶୁଭ କାମନା।🙏🙏 ଜୟ ବିପ୍ଳବୀ ଧରଣୀଧର ଆପଣ ପ୍ରେରଣା ...
05/05/2025

ବୀର ଧରଣୀ ଧର ଙ୍କ ୧୬୧ ତମ ଜନ୍ମ ଜୟନ୍ତୀ ଅବସରରେ ଯୋଡ଼ା ବିକାଶ ପରିଷଦ ତରଫ ରୁ ଅଶେଷ ଅଶେଷ ଶୁଭ କାମନା।🙏🙏 ଜୟ ବିପ୍ଳବୀ ଧରଣୀଧର ଆପଣ ପ୍ରେରଣା ସମସ୍ତ ଙ୍କୁ ଜାଗ୍ରତ କରୁ ଏହାହିଁ ଆମର କାମନା।

ଧର୍ଯ୍ୟ ର ବିଜୟ!ମହାକାଶରୁ ଦୀର୍ଘ ୯ ମାସ ବ୍ୟବଧାନ ପରେ ଧରାପୃଷ୍ଠରେ ପହଞ୍ଚିଲେ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ, ତାଙ୍କ ସାହସ ଓ ଧର୍ଯ୍ୟ ସ...
19/03/2025

ଧର୍ଯ୍ୟ ର ବିଜୟ!
ମହାକାଶରୁ ଦୀର୍ଘ ୯ ମାସ ବ୍ୟବଧାନ ପରେ ଧରାପୃଷ୍ଠରେ ପହଞ୍ଚିଲେ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ, ତାଙ୍କ ସାହସ ଓ ଧର୍ଯ୍ୟ ସମଗ୍ର ମାନବ ସମାଜ ପାଇଁ ପ୍ରେରଣା ଯୋଗାଇବ! ଅଭିନନ୍ଦନ🌷🌷

21/10/2023

ପବିତ୍ର ଦଶହରା ଉପଲକ୍ଷେ ହାର୍ଦ୍ଧିକ ଅଭିନନ୍ଦନ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛୁ। ଦେଶର ସ୍ଵାଧୀନତା ସହ ଜନଜାତ...
05/05/2023

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛୁ। ଦେଶର ସ୍ଵାଧୀନତା ସହ ଜନଜାତିଙ୍କ ଅଧିକାରର ସୁରକ୍ଷା ଓ କଲ୍ୟାଣ ପାଇଁ ତାଙ୍କର ସଂଗ୍ରାମ ସର୍ବଦା ସ୍ମରଣୀୟ।

ଜନ୍ମଦିନ ର ଅନେକ ଅନେକ ଶୁଭକାମନା ସୁଶାନ୍ତ ବାବୁ
16/12/2022

ଜନ୍ମଦିନ ର ଅନେକ ଅନେକ ଶୁଭକାମନା ସୁଶାନ୍ତ ବାବୁ

07/02/2022

Wing commander ତଥା କେନ୍ଦୁଝର ଜିଲ୍ଲାର ଲଢୁଆ ପୁଅ କିରଣ ଶଙ୍କର ସାହୁ ଙ୍କର ନିଧନରେ ଯୋଡ଼ା ବିକାଶ ପରିଷଦ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ
🙏🙏🙏🙏

Address

Joda
758034

Website

Alerts

Be the first to know and let us send you an email when Joda Bikash Parishad posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category