BHIM ARMY Atigaon

BHIM ARMY Atigaon BHIM ARMY Atigaon - Talmala

coming soon
12/04/2026

coming soon

ସମସ୍ତ ସାଥି ମାନଙ୍କୁ କ୍ରାନ୍ତିକାରୀ ଜୟ ଭୀମ,ଜୟ ବିର୍ଷା, ଜୟ ଫୁଲେ, ଜୟ ସାହୁଜୀ,ଜୟ ରେଣ୍ଡୋମାଝି l ସାଥି ସମୂହ ଆଟିଗାଁ ତଳମଲା ଅଞ୍ଚଳ ତରଫରୁ ...
11/04/2026

ସମସ୍ତ ସାଥି ମାନଙ୍କୁ କ୍ରାନ୍ତିକାରୀ ଜୟ ଭୀମ,ଜୟ ବିର୍ଷା, ଜୟ ଫୁଲେ, ଜୟ ସାହୁଜୀ,ଜୟ ରେଣ୍ଡୋମାଝି l ସାଥି ସମୂହ ଆଟିଗାଁ ତଳମଲା ଅଞ୍ଚଳ ତରଫରୁ ବୋଦ୍ଧିଷତ୍ୱ, ମହିଳା ମାନଙ୍କ ମୁକ୍ତିଦାତା, ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ, ସମ୍ବିଧାନ ନିର୍ମାତା ଏବଂ ବିଶ୍ୱରତ୍ନ ବାବସାହେବ ଭୀମ ରାଓ ଆମ୍ବେଦକରଙ୍କ 135 ତମ ଜନ୍ମ ଜୟନ୍ତୀ ଆସନ୍ତା 19.04.2026 ରିଖ ରବିବାର ଦିନ ଆଟିଗାଁ ଆମ୍ବେଦକର ନଗର ଠାରେ ପାଳନ କରାଯିବ l ତେଣୁ ସମସ୍ତଙ୍କୁ ବିନମ୍ର ଅନୁରୋଧ ଆପଣଙ୍କ ବହୁମୂଲ୍ୟ ସମୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ଶୃଙ୍ଖଳା ସହ ସାଫଲ୍ୟ ମଣ୍ଡିତ କରିବା ହେବେ 🙏🙏🙏l

Jagannath Naik Premlal Naik

26/01/2026

ଆଜି ୭୬ତମ ଗଣତନ୍ତ୍ର ଦିବସ ଅବସରରେ ଆମ୍ବେଦକର ନଗର, ଆଟିଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେମଲାଲ ନାଏକ ସାର୍ ଗଣତନ୍ତ୍ର, ସଂବିଧାନ ଓ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶ ଉପରେ ଗଭୀର ଓ ପ୍ରେରଣାଦାୟକ ଭାଷଣ ରଖିଥିଲେ।
ତାଙ୍କର ଉକ୍ତି ଆମକୁ ସମତା, ନ୍ୟାୟ ଓ ଭାଇଚାରାର ପଥରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଲା।
ଜୟ ଭୀମ | ଜୟ ସଂବିଧାନ 🇮🇳
Premlal Naik









ଆମ୍ବେଦକର ନଗର, ଆଟିଗାଁରେ ୭୬ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଡା. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳା ଅର୍ପଣ କରି ପରେ ଜାତୀୟ ...
26/01/2026

ଆମ୍ବେଦକର ନଗର, ଆଟିଗାଁରେ ୭୬ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଡା. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳା ଅର୍ପଣ କରି ପରେ ଜାତୀୟ ପତାକା ଉତ୍ତୋଳନ କରାଗଲା।
ମୁଁ ଜଗନ୍ନାଥ ନାଏକ, ପ୍ରେମଲାଲ ନାଏକ ଓ ଆମ ଗାଁର ସମସ୍ତ ଗ୍ରାମବାସୀଙ୍କ ସହଭାଗୀତାରେ ଏହି କାର୍ଯ୍ୟକ୍ରମ ସଫଳ ହେଲା।
ସମସ୍ତଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଧିକ ଶୁଭେଚ୍ଛା 🇮🇳
Premlal Naik Jagannath Naik









Address

Atigaon/Talmala
Junagarh
766014

Website

Alerts

Be the first to know and let us send you an email when BHIM ARMY Atigaon posts news and promotions. Your email address will not be used for any other purpose, and you can unsubscribe at any time.

Share