ମଧୁ ଦାଦାଙ୍କ ସମର୍ଥକ, କଳାହାଣ୍ଡି

  • Home
  • India
  • Kalahandi
  • ମଧୁ ଦାଦାଙ୍କ ସମର୍ଥକ, କଳାହାଣ୍ଡି

ମଧୁ ଦାଦାଙ୍କ ସମର୍ଥକ, କଳାହାଣ୍ଡି Fan Club Madhu Mohanty

ଆପଣଙ୍କ ସାଥି କଳାହାଣ୍ଡିର ଯୁବ ନେତା ମଧୁ ମହାନ୍ତି
ଜୟ ମାଁ ମାଣିକେଶ୍ବରୀ. ଜୟ କଳାହାଣ୍ଡି

31/08/2026

କଳାହାଣ୍ଡି ଜିଲ୍ଲା ନର୍ଲା NAC ବାଙ୍କେଲ ଗାଁର ୬ ମାସ ତଳରୁ ଝିଅ ମମତାର ବାପା ଅଗସ୍ତି ଙ୍କ ମୃତ୍ୟୁ ହୋଇଥିଲା | ବାପାକୁ ହରାଇ ଝିଅ ଭାଙ୍ଗିପଡ଼ିଥିଲେ, ବାପାଙ୍କ ପରେ ଚାଲିଗଲେ ମମତା, ଅସହାୟ ପରିବାର ଉପରେ ଦୁଃଖର ପାହାଡ଼,ସହାୟତା ର ହାତ ବଢାଇଲେ ଦାଦା ମଧୁ ମହାନ୍ତି |
#ବାପାଙ୍କ ମୃତ୍ୟୁର ଦୁଃଖରୁ ମନ ସମ୍ଭାଳି ପାରିଲେ ନାହିଁ ଝିଅ । ଖାଦ୍ୟ ଓ ପାନୀୟ ଠିକ୍ ସେ ନକରିବାରୁ ଧୀରେ ଧୀରେ ଦୁର୍ବଳ ହୋଇପଡ଼ିଥିଲେ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ବାପାଛେଉଣ୍ଡ ଝିଅ ମମତା ଭୋଇ। ମମତାଙ୍କ ମୃତ୍ୟୁରେ ନର୍ଲା NAC ବାଙ୍କେଲ ଗ୍ରାମରେ ଖେଳିଯାଇଛି ଶୋକର ଛାୟା। ଏପରି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାର କୁ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ |

16/08/2026

ସ୍ୱାଧୀନତା ଦିବସ ଅବସରରେ ମା ତୁଝେ ସଲାମ କାର୍ଯ୍ୟକ୍ରମ ରେ କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ଆକାଶ ରଞ୍ଜନ ମୁଣ୍ଡ ତୁର୍କୀରେ ଅନୁଷ୍ଠିତ ବିଶ୍ୱ ଆବିଲିଟି ସ୍ପୋର୍ଟ୍ସ ୟୁଥ୍ ଗେମ୍ସ ୨୦୨୬ରେ ଅଂଶ ଗ୍ରହଣ କରି ଓଡ଼ିଶାର ଗୌରବ ବଢ଼ାଇଥିବା ଆକାଶ ରଞ୍ଜନ ମୁଣ୍ଡ ଆଜି ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଗଲା |


ମା ତୁଝେ ସଲାମ🇮🇳

15/08/2026

ସମସ୍ତଙ୍କୁ ୮୦ତମ ସ୍ୱାଧୀନତା ଦିବସର ଆନ୍ତରିକ ଶୁଭେଚ୍ଛା ।

ସ୍ୱାଧୀନତା ଦିବସ ଆମ ବୀର ଶହିଦ୍ ମାନଙ୍କ ତ୍ୟାଗ, ସଂଘର୍ଷ ଓ ମାତୃଭୂମି ପ୍ରତି ସମର୍ପଣର ପବିତ୍ର ସ୍ମାରକ । ଦେଶ ପାଇଁ ସର୍ବସ୍ୱ ଉତ୍ସର୍ଗ କରିଥିବା ସମସ୍ତ ଅମର ବୀରଙ୍କୁ ଶତ ଶତ ନମନ ।

ଜୟ ହିନ୍ଦ! 🇮🇳


13/08/2026

ନର୍ଲା NAC ୧୫ ଟି ୱାର୍ଡର ହିତାଧିକାରୀ ମାନଙ୍କୁ ମଧୁ ଦାଦାଙ୍କ ତରଫରୁ ପଲିଥିନ ବଣ୍ଟନ |

12/08/2026

କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ଆକାଶ ରଞ୍ଜନ ମୁଣ୍ଡ ତୁର୍କୀରେ ଅନୁଷ୍ଠିତ ବିଶ୍ୱ ଆବିଲିଟି ସ୍ପୋର୍ଟ୍ସ ୟୁଥ୍ ଗେମ୍ସ ୨୦୨୬ରେ ଅଂଶ ଗ୍ରହଣ କରି ଓଡ଼ିଶାର ଗୌରବ ବଢ଼ାଇଥିବା ଆକାଶ ରଞ୍ଜନ ମୁଣ୍ଡ ଆଜି ଭୁବନେଶ୍ୱର ଠାରେ ଦାଦା ମଧୁ ମହାନ୍ତିଙ୍କୁ ଭେଟି ଥିଲେ | ଦାଦା ମଧୁ ମହାନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କ ସଫଳତାକୁ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

11/08/2026

୧୧/୦୮/୨୦୨୬

ଆଜି ଅସହାୟ ଲୋକଙ୍କୁ ଆଜି ମଧୁ ଦାଦାଙ୍କ ତରଫରୁ ଭବାନୀପାଟଣା ମୁନିସିପାଲିଟି ର ୱାର୍ଡ ନମ୍ବର ୦୨ ସୀତାବର୍ଡି ପଡା ଠାରେ ପଲିଥିନ ବଣ୍ଟନ କରାଗଲା ...|

11/08/2026

୧୦/0୮/୨୦୨୬

ଅସହାୟ ଲୋକଙ୍କୁ ଆଜି ମଧୁ ଦାଦାଙ୍କ ତରଫରୁ ଭବାନୀପାଟଣା ମୁନିସିପାଲିଟି ର ୱାର୍ଡ ନମ୍ବର ୦୯ ବଜାର ପଡା ଠାରେ ପଲିଥିନ ବଣ୍ଟନ କରାଗଲା ...|

11/08/2026

୧୦/0୮/୨୦୨୬

ଅସହାୟ ଲୋକଙ୍କୁ ଆଜି ମଧୁ ଦାଦାଙ୍କ ତରଫରୁ ଭବାନୀପାଟଣା ମୁନିସିପାଲିଟି ର ୨୦ ନମ୍ୱର ୱାର୍ଡ ତେତେଲଗଛ ପଡା ଠାରେ ପଲିଥିନ ବଣ୍ଟନ କରାଗଲା ...|

11/08/2026

୧୦/0୮/୨୦୨୬

ଅସହାୟ ଲୋକଙ୍କୁ ଆଜି ମଧୁ ଦାଦାଙ୍କ ତରଫରୁ ଭବାନୀପାଟଣା ମୁନିସିପାଲିଟି ର ୱାର୍ଡ ନମ୍ବର ୦୮ ଷ୍ଟେଚୁପଡା ପଡା ଠାରେ ପଲିଥିନ ବଣ୍ଟନ କରାଗଲା ...|

10/08/2026

0୯/0୮/୨୦୨୬

ଅସହାୟ ଲୋକଙ୍କୁ ଆଜି ମଧୁ ଦାଦାଙ୍କ ତରଫରୁ ଭବାନୀପାଟଣା ମୁନିସିପାଲିଟି ର ୧୫ ନମ୍ୱର ୱାର୍ଡ ଶମ୍ଭୁନଗର ପଡା ଠାରେ ପଲିଥିନ ବଣ୍ଟନ କରାଗଲା ...|

Address

Bhawanipatna
Kalahandi
766001

Website

Alerts

Be the first to know and let us send you an email when ମଧୁ ଦାଦାଙ୍କ ସମର୍ଥକ, କଳାହାଣ୍ଡି posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ମଧୁ ଦାଦାଙ୍କ ସମର୍ଥକ, କଳାହାଣ୍ଡି:

Shortcuts

Share