Firoj Khan Fan Club Group

Firoj Khan Fan Club Group Contact information, map and directions, contact form, opening hours, services, ratings, photos, videos and announcements from Firoj Khan Fan Club Group, Kantabanji.

ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକ ଚଣାବାହାଲ ଗ୍ରା. ପ ଲେଡ଼ାପଦର ଗ୍ରାମ ଠାରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର...
22/08/2023

ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକ ଚଣାବାହାଲ ଗ୍ରା. ପ ଲେଡ଼ାପଦର ଗ୍ରାମ ଠାରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ଙ୍କ ସଭାପତିତ୍ୱ ରେ 27 ନମ୍ବର ଓ 28 ନମ୍ବର ଜିଲ୍ଲା ପରିଷଦ ଜୋନ ର ଦଳୀୟ କର୍ମକର୍ତା ଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଦଳୀୟ ସଂଗଠନ କୁ ତୃଣମୂଳ ସ୍ତରରେ ମଜଭୁତ କରିବା ସହିତ ନବୀନ ସରକାର ଙ୍କ ଜନହିତକର କାର୍ଯ୍ୟକ୍ରମ ଗୁଟିକୁ ଘରେ ଘରେ ପହଞ୍ଚାଇବା ପାଇଁ ଆଲୋଚନା ହୋଇଥିଲା l ଏହି ଅବସରରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ପୂର୍ବତନ ବିଜେଡି ବ୍ଲକ ସଭାପତି ସିଦ୍ଧେଶ୍ୱର ଦାସ, ବିଜେଡି ବ୍ଲକ କାର୍ଯ୍ୟକାରୀ ସଭାପତି ଯୁଧିଷ୍ଠିର ପୁଟେଲ ଓ ଅନେକ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ l ‎

ଗତକାଲି ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରକେଲା ବ୍ଲକ ର ଘୁନେସ,ବଡ଼ବାଙ୍କି,କନ୍ଦେଇ...
22/08/2023

ଗତକାଲି ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରକେଲା ବ୍ଲକ ର ଘୁନେସ,ବଡ଼ବାଙ୍କି,କନ୍ଦେଇ ଓ ମହଖଣ୍ଡ ଗ୍ରାମ ପଂଚାୟତ ର ପଂଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଗାମୀ ନିର୍ବାଚନ ବିଷୟରେ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ସତନ୍ତ୍ର ସହାୟତା ଯୋଜନା ରେ ଘୁନେସ ପଂଚାୟତ ରେ କମ୍ୟୁନିଟି ସେଣ୍ଟର ପାଇଁ 10 ଲକ୍ଷ, କନ୍ଦେଇ ପଂଚାୟତ ର ଟିକ୍ରାପଡା ଗ୍ରାମରେ ମାଳି ସମାଜ ଭଵନ ପାଇଁ 5ଲକ୍ଷ,କନ୍ଦେଇ ଗ୍ରାମରେ ଯାଦବ ଭଵନ ପାଇଁ 5ଲକ୍ଷ ଓ ବଡ଼ବାଙ୍କି ପଂଚାୟତ ର ମୁରିବାହାଲ ଗ୍ରାମରେ ଯାଦବ ଭବନ ପାଇଁ 5 ଲକ୍ଷ ଟଙ୍କା ଅନୁମୋଦନ କରିଥିବାରୁ ପଂଚାୟତ ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,5T ସଚିବ ଭି. କେ ପାଣ୍ଡିଆନ ଓ ବଲାଙ୍ଗୀର ଜିଲ୍ଲା ବିଜେଡି ପ୍ରଯ୍ୟବେକ୍ଷକ ସୁଶାନ୍ତ ସିଂ ଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି ଅବସରରେ ଘୁନେସ ସରପଞ୍ଚ ପ୍ରଥିନିଧି ଛବିଲ ଭୋଇ,ଭକ୍ତ ନିଆଲ,ଗାଡୁ ନାଗ,ଦୂତିଆଁ,ହରି ଆଡଜୁଏଡ଼,ନରସିଂଙ୍ଗ କଟା, ଡିଙ୍ଗର ବାଗ, ରତ୍ନାକର ପୁଟେଲ,ବଡ଼ବାଙ୍କି ସରପଞ୍ଚ ଡୁଲମଣି ବାଗ, ବିଜୟ ନାଗ, ମହାଖଣ୍ଡ ସରପଞ୍ଚ ପ୍ରଥୀନିଧି ଈଶ୍ୱର କୁମ୍ଭାର,ମହାଖଣ୍ଡ ସମିତି ସଭ୍ୟ ସଫେଦ ମହାନନ୍ଦ,ଟଙ୍କ ମାଝୀ,ମଧୁ ହଂସ ଓ ବହୁ ବିଜେଡି କାର୍ଯ୍ୟକତା ଉପସ୍ଥିତ ଥିଲେ l

 #ସଭିଙ୍କ ମୁଁହରେ ଗୋଟିଏ କଥା #ଫିରୋଜ ଖାଁ ଦାଦା ଅଟନ୍ତି ଆମରି ନେତା । #ଦୁଃଖ ନ ଦେଖନ୍ତି କାହାରି କେବେ #ବିରୋଧୀ ଦେଖିଲେ ଛାନିଆ ହେବେ,...
16/08/2023

#ସଭିଙ୍କ ମୁଁହରେ ଗୋଟିଏ କଥା
#ଫିରୋଜ ଖାଁ ଦାଦା ଅଟନ୍ତି ଆମରି ନେତା ।
 #ଦୁଃଖ ନ ଦେଖନ୍ତି କାହାରି କେବେ
 #ବିରୋଧୀ ଦେଖିଲେ ଛାନିଆ ହେବେ,
 #ଦରଦୀ ବନ୍ଧୁ ସେ ଦୁଃଖ ପସରା,
#କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସେ ଉଜ୍ଜ୍ୱଳ ତାରା ।

15/08/2023

🇮🇳🇮🇳🇮🇳🇮🇳🇮🇳🇮🇳🇮🇳

09/06/2022
🙏🙏🙏🙏
01/04/2022

🙏🙏🙏🙏

ଆଜି ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ଙ୍କ ସହିତ ବିଜୟ ଶୋଭାଯାତ୍ରା ରେ ସାମିଲ ହୋଇଥିଲିl
27/03/2022

ଆଜି ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ଙ୍କ ସହିତ ବିଜୟ ଶୋଭାଯାତ୍ରା ରେ ସାମିଲ ହୋଇଥିଲିl

🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
26/01/2022

🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ଦର ଅତ୍ୟଧିକ ବୃଦ୍ଧିକୁ ବିରୋଧ କରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ   ଙ୍...
24/11/2021

କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ଦର ଅତ୍ୟଧିକ ବୃଦ୍ଧିକୁ ବିରୋଧ କରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଙ୍କ ନେତୃତ୍ୱରେ ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକର ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ଏବଂ ବରିଷ୍ଠ ନେତୃମଣ୍ଡଳୀ ତରଫରୁ ବ୍ଲକ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏହି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନରେ ଉକ୍ତ ବ୍ଲକ ମାନଙ୍କ ର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରୁ ବିଜୁ ମହିଳା, ଯୁବ, ଛାତ୍ର ଓ ବିଜୁ ପ୍ରେମୀ ମାନେ ଉପସ୍ଥିତ ରହି ରନ୍ଧନ ଗ୍ୟାସର ଦର ହ୍ରାସ ପାଇଁ ଉକ୍ତ ବ୍ଳକର ବି.ଡି.ଓ ଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

🙏🙏🙏
19/11/2021

🙏🙏🙏

09/11/2021

Address

Kantabanji
767039

Telephone

+917537000000

Website

Alerts

Be the first to know and let us send you an email when Firoj Khan Fan Club Group posts news and promotions. Your email address will not be used for any other purpose, and you can unsubscribe at any time.

Share