ମୋ ଗାଁ ସେବାସାଥି ପରିବାର

ମୋ ଗାଁ ସେବାସାଥି ପରିବାର 𝗥𝗘𝗚𝗗. 𝗡𝗨𝗠𝗕𝗘𝗥 - 𝟵𝟰𝟮𝟯𝟬𝟬𝟰𝟵𝟭
This Trust is registered under Indian Trust Act 1882.

06/07/2026

Celebrating our 6th year on Facebook. Thank you for your continuing support. We could never have made it without you. 🙏🤗🎉

31/01/2026

କେନ୍ଦ୍ରାପଡ଼ା ର ଅମର କୁମାର ମଲ୍ଲିକ, ଯିଏ କି ଜଣେ ଭିନ୍ନକ୍ଷମ ବ୍ୟକ୍ତି। ଏତିକି ରେ ଦଇବ ଖୁସି ହେଲାନି ଯେ କଷ୍ଟ ଉପରେ ଆଉ ଏକ କଷ୍ଟ ଆଣି ଦେଇଗଲା। ସେ ଦୀର୍ଘ ଦିନ ଧରି କ୍ୟାନ୍ସର ରେ ମଧ୍ୟ ପୀଡ଼ିତ ଅଛନ୍ତି, ଭୁବନେଶ୍ୱର SUM Hospital ରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ Power Point Engineering ର ଡାଇରେକ୍ଟର ତଥା ମୋ ଗାଁ ସେବାସାଥି ପରିବାର ର ମୁଖ୍ୟ ନିର୍ଦ୍ଦେଶକ Dr. Samir kumar Nayak ପ୍ରତ୍ୟେକ ମାସ ତାଙ୍କୁ ଚିକିତ୍ସା ନିମନ୍ତେ ୧୦,୦୦୦/- ଟଙ୍କା ଅର୍ଥରାଶି ଯୋଗାଇ ଦେଉଛନ୍ତି।

ଶ୍ରୀଯୁକ୍ତ. ନାୟକ ଏମିତି ବହୁତ୍ ଅସହାୟ ରୋଗୀ ଙ୍କୁ ନିୟମିତ ଭେଟିବାକୁ ଯାଆନ୍ତି ଏବଂ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରନ୍ତି। ତାଙ୍କର ଏମିତି ଉଦାର ମନୋଭାବ ପାଇଁ ସେ ସମାଜ ରେ ଗରିବ ଓ ଅସହାୟ ଙ୍କ ସାଥୀ ଭାବେ ପରିଚିତ। ଏମିତି ଜଣେ ବ୍ୟକ୍ତିତ୍ୱ ଙ୍କୁ ଆମ ଗହଣ ରେ ପାଇ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ। ନିହାତି ଏହି କାର୍ଯ୍ୟ ଯୁବ ପିଡ଼ି ଙ୍କୁ ସମାଜ ସେବା ଦିଗରେ ପ୍ରେରଣା ପ୍ରଦାନ କରିବ

𝓒𝓸𝓷𝓰𝓻𝓪𝓽𝓾𝓵𝓪𝓽𝓲𝓸𝓷𝓼 🎉 🎊✨Respected member of the Mo Gaan Sebasathi family, Dr. Samir Kumar Nayak , was honored by the Hon'ble...
16/01/2026

𝓒𝓸𝓷𝓰𝓻𝓪𝓽𝓾𝓵𝓪𝓽𝓲𝓸𝓷𝓼 🎉 🎊✨

Respected member of the Mo Gaan Sebasathi family, Dr. Samir Kumar Nayak , was honored by the Hon'ble, Deputy Chief Minister Shri K. V. Singhdeo. Dr. Sameer Kumar Nayak is widely known for his kind and helpful nature. His work inspires many young people, and we are proud to have him as a valued member of our organization.

ମୋ ଗାଁ ସେବାସାଥି ପରିବାର କୁ SPL Season-9 opening ceremony ରେ ସମ୍ମାନିତ କରିଥିବା ରୁ Singhpur Premier League(SPL) କୁ ଅଶେଷ ଅଶେଷ...
06/01/2026

ମୋ ଗାଁ ସେବାସାଥି ପରିବାର କୁ SPL Season-9 opening ceremony ରେ ସମ୍ମାନିତ କରିଥିବା ରୁ Singhpur Premier League(SPL) କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ।

ଆମ ସଂଗଠନ ର ସମ୍ମାନନୀୟ ସଦସ୍ୟ ଡ଼ଃ. ସମୀର କୁମାର ନାୟକ ଙ୍କୁ ରାଜ୍ୟ ସାମ୍ବାଦିକ ସଙ୍ଘ ( SUJ ) ଓଡ଼ିଶା ତରଫରୁ ରାଜ୍ୟ ସ୍ଥରୀୟ "ଯୁବ କାର୍ଯ୍ୟ...
20/12/2025

ଆମ ସଂଗଠନ ର ସମ୍ମାନନୀୟ ସଦସ୍ୟ ଡ଼ଃ. ସମୀର କୁମାର ନାୟକ ଙ୍କୁ ରାଜ୍ୟ ସାମ୍ବାଦିକ ସଙ୍ଘ ( SUJ ) ଓଡ଼ିଶା ତରଫରୁ ରାଜ୍ୟ ସ୍ଥରୀୟ "ଯୁବ କାର୍ଯ୍ୟକର୍ତ୍ତା ସମ୍ମିଳନୀ" ରେ ସମ୍ମାନିତ କରାଗଲା। ଏହା ଆମ ସଂଗଠନ ପାଇଁ ଏକ ଗର୍ବର ବିଷୟ, ଆପଣଙ୍କ ଭଳି ଜଣେ ସହୃଦୟ ପରୋପକାରୀ ବ୍ୟକ୍ତି ଙ୍କୁ ଆମ ସଙ୍ଗଠନରେ ପାଇ ଆମେ ଗର୍ବ ଅନୁଭବ କରୁଅଛୁ।

ଆଶା କରିବୁ ଆପଣ ଆଗାମୀ ଦିନରେ ମଧ୍ୟ ଅସହାୟ ଲୋକ ମାନଙ୍କ ପାଇଁ ଏମିତି ନିରନ୍ତର ସେବା କରିବେ। ମୋ ଗାଁ ସେବାସାଥି ର ସମସ୍ତ କର୍ମକର୍ତ୍ତା ଭଗବାନ ଙ୍କ ନିକଟରେ ଆପଣଙ୍କ ମଙ୍ଗଳ କାମନା କରୁଅଛୁ। 🙏

Happy Birthday ମୋ ଗାଁ ସେବାସାଥି ପରିବାର Kidney  🎂🥳🎉💐Today is the birthday of our Admin / Social Media Coordinator, Shri. P...
21/11/2025

Happy Birthday ମୋ ଗାଁ ସେବାସାଥି ପରିବାର Kidney
🎂🥳🎉💐

Today is the birthday of our Admin / Social Media Coordinator, Shri. Prasanna Nayak. On behalf of the Mo Gaan Sebasathi family, we extend our heartfelt wishes to him. We are grateful for his guidance, and constant support. May he be blessed with good health, happiness, and continued success.

🙏🙏🙏

Happy Birthday Bijay Kandoi Sir🎂🥳🎉💐Today is the birthday of our esteemed member, Shri. Bijay Kandoi Sir. On behalf of th...
20/11/2025

Happy Birthday Bijay Kandoi Sir
🎂🥳🎉💐

Today is the birthday of our esteemed member, Shri. Bijay Kandoi Sir. On behalf of the Mo Gaan Sebasathi family, we extend our heartfelt wishes to him. We are grateful for his guidance, and constant support. May he be blessed with good health, happiness, and continued success.

🙏🙏🙏

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆପଣ ମାନଙ୍କୁ ମୋ ଗାଁ ସେବାସାଥି ପରିବାର ହାର୍ଦ୍ଧିକ ଶୁଭକାମନା ଜଣାଉଛି। 🙏
05/11/2025

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆପଣ ମାନଙ୍କୁ ମୋ ଗାଁ ସେବାସାଥି ପରିବାର ହାର୍ଦ୍ଧିକ ଶୁଭକାମନା ଜଣାଉଛି। 🙏

Happy Birthday 🎂🎉🥳ଆଜି ମୋ ଗାଁ ସେବାସାଥି ପରିବାର ର ସମ୍ମାନୀୟ ସଦସ୍ୟ ଡ଼ଃ. ସମୀର କୁମାର ନାୟକ (ବାପି ଦାଦା) ଙ୍କ ଶୁଭ ଜନ୍ମଦିନ। ଏହି ଅବସର...
02/11/2025

Happy Birthday 🎂🎉🥳

ଆଜି ମୋ ଗାଁ ସେବାସାଥି ପରିବାର ର ସମ୍ମାନୀୟ ସଦସ୍ୟ ଡ଼ଃ. ସମୀର କୁମାର ନାୟକ (ବାପି ଦାଦା) ଙ୍କ ଶୁଭ ଜନ୍ମଦିନ। ଏହି ଅବସରରେ ମୋ ଗାଁ ସେବାସାଥି ପରିବାର ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।

ଆମ୍ଭେ ଭଗବାନ ଙ୍କ ନିକଟରେ ଆପଣଙ୍କ ଦୀର୍ଘାୟୁ ଏବଂ ପାରିବାରିକ ଜୀବନ ସୁଖମୟ ହେଉ ଏହାହିଁ ଆମେ ପ୍ରାର୍ଥନା କରୁଅଛୁ।

02/11/2025

ହସ୍ପିଟାଲ୍ ଠାରୁ ଘର ଯାଏ ସହଯୋଗ ର ସାଥୀ ହୋଇଛି ମୋ ଗାଁ ସେବାସାଥି ପରିବାର । ଅର୍ଥ ଅଭାବରୁ ଚିକିତ୍ସା ରେ ଯେମିତି ଅବହେଳା ନହେଉ ସେଥିପାଇଁ ଟ. ୧୫,୦୦୦/- ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯାଇଛି।

Address

Aul
Kendrapara District
755061

Website

Alerts

Be the first to know and let us send you an email when ମୋ ଗାଁ ସେବାସାଥି ପରିବାର posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category