Basant Sahani Fan Club

Basant Sahani Fan Club I am Dr. Basant Sahani,I am from Satabhaya,Rajanagar, Kendrapara.

27/10/2023
ଜଗତ ଜନନୀ, ଅଭୟା ବରଦାୟିନି, ଶକ୍ତି ସ୍ୱରୁପିଣି ମହିଷାସୁର ମର୍ଦିନୀ ମା' ଦୁର୍ଗାଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିବା ସହିତ ଜଗତ କଲ୍ୟାଣ ପାଇ...
25/10/2023

ଜଗତ ଜନନୀ, ଅଭୟା ବରଦାୟିନି, ଶକ୍ତି ସ୍ୱରୁପିଣି
ମହିଷାସୁର ମର୍ଦିନୀ ମା' ଦୁର୍ଗାଙ୍କୁ ଦର୍ଶନ କରି
ଆଶିଷ ଭିକ୍ଷା କରିବା ସହିତ ଜଗତ କଲ୍ୟାଣ ପାଇଁ ରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ପାଦ ପଦ୍ମରେ ପ୍ରଣତୀ ଜଣାଇଲେ ଆମର ଅତି ପ୍ରିୟ ଡ଼ଃ ବସନ୍ତ ସାହାଣୀ 🙏🙏🙏🙏🙏🙏
Basant Sahani Fan Club


ଦଶହରା ଅବସରରେ ଆମ ସମସ୍ତଙ୍କ ପ୍ରିୟ ଡ଼ଃ ବସନ୍ତ ସାହାଣୀ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦୁର୍ଗା ମଣ୍ଡପ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍...
25/10/2023

ଦଶହରା ଅବସରରେ ଆମ ସମସ୍ତଙ୍କ ପ୍ରିୟ ଡ଼ଃ ବସନ୍ତ ସାହାଣୀ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦୁର୍ଗା ମଣ୍ଡପ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସୁଖ ଶାନ୍ତି ସୌଭାଗ୍ୟ ପାଇଁ ମା' ଜଗତ ଜନନୀଙ୍କ ନିକଟରେ ପ୍ରାର୍ଥନା 🙏🙏
Basant Sahani Fan Club

Address

Rajanagar
Kendrapara District
754225

Website

Alerts

Be the first to know and let us send you an email when Basant Sahani Fan Club posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Basant Sahani Fan Club:

Share