BJD Kendrapara

BJD Kendrapara Founded on 26th December, 1997, Biju Janata Dal is a regional party based out of the state of Odisha.

It is named after the former Chief Minister and the architect of modern Odisha, Shri Biju Patnaik

ଜନତାର ଭରସା, ଉନ୍ନତିର ଦିଗ — ପୁନିଥରେ ଆସୁଛି ନବ ଓଡ଼ିଶାର ସ୍ବପ୍ନବିଜେଡି ପୁଣି ସରକାର କୁ ଫେରୁଛି!  Naveen Patnaik Pranab Prakash Das...
31/03/2026

ଜନତାର ଭରସା, ଉନ୍ନତିର ଦିଗ — ପୁନିଥରେ ଆସୁଛି ନବ ଓଡ଼ିଶାର ସ୍ବପ୍ନ
ବିଜେଡି ପୁଣି ସରକାର କୁ ଫେରୁଛି!
Naveen Patnaik Pranab Prakash Das
💚

Today's best photo ❤️❤️❤️
19/06/2024

Today's best photo ❤️❤️❤️

ରକ୍ତ ଦାନ, ଜୀବନ ଦାନ। ଲୋକଙ୍କ ବହୁମୂଲ୍ୟ ଜୀବନ ରକ୍ଷା ପାଇଁ ରକ୍ତଦାନ ମାନବୀୟ କାର୍ଯ୍ୟର ମହନୀୟ ଉଦାହରଣ। ବିଶ୍ୱ ରକ୍ତଦାତା ଦିବସରେ ଆସନ୍ତୁ ନ...
14/06/2024

ରକ୍ତ ଦାନ, ଜୀବନ ଦାନ। ଲୋକଙ୍କ ବହୁମୂଲ୍ୟ ଜୀବନ ରକ୍ଷା ପାଇଁ ରକ୍ତଦାନ ମାନବୀୟ କାର୍ଯ୍ୟର ମହନୀୟ ଉଦାହରଣ। ବିଶ୍ୱ ରକ୍ତଦାତା ଦିବସରେ ଆସନ୍ତୁ ନିୟମିତ ରକ୍ତଦାନର ବାର୍ତ୍ତାକୁ ଆହୁରି ବ୍ୟାପକ କରିବା। ରକ୍ତଦାତାଙ୍କ ମହତ କାର୍ଯ୍ୟକୁ ସମ୍ମାନ ଜଣାଇବା, ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବା।

We love u Sir 🙏
12/06/2024

We love u Sir 🙏

You are Our Hero Sir 🙏
12/06/2024

You are Our Hero Sir 🙏

Best of Luck Odisha 🙏
12/06/2024

Best of Luck Odisha 🙏

Good Luck Odisha 🙏🙏
12/06/2024

Good Luck Odisha 🙏🙏

Best Of Luck Odisha 🙏
12/06/2024

Best Of Luck Odisha 🙏

All The Best 🙏
12/06/2024

All The Best 🙏

13/04/2023

ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସବୁଜିମା ଭରା ପରିବେଶ ସାଙ୍ଗକୁ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସ୍ମାର୍ଟ ସିଟି ଭାବେ ଭୁବନେଶ୍ବର ନିଜର ସ୍ଵତନ୍ତ୍ର ପରିଚୟ ବଜାୟ ରଖିଛି। ଆମ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ହିଁ ଭୁବନେଶ୍ବରର ଗରିମାକୁ ଅକ୍ଷୂର୍ଣ୍ଣ ରଖି ଏହାକୁ ଆହୁରି ସୁନ୍ଦର ସହର କରି ଗଢି ତୋଳିବ।

Address

Kendrapara
Kendrapara District

Alerts

Be the first to know and let us send you an email when BJD Kendrapara posts news and promotions. Your email address will not be used for any other purpose, and you can unsubscribe at any time.

Share