Pramod Pradhan

Pramod Pradhan Political Leader

ପବିତ୍ର ଦୀପାବଳି ର ଶୁଭ ଅବସରରେ ସମସ୍ତ ଗୁରୁଜନ ଓ ଛୋଟବଡ ଭାଇ ଓ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୁ ଶ୍ରୀ ଜଗତର ...
31/10/2024

ପବିତ୍ର ଦୀପାବଳି ର ଶୁଭ ଅବସରରେ ସମସ୍ତ ଗୁରୁଜନ ଓ ଛୋଟବଡ ଭାଇ ଓ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ ଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଆଲୋକରେ ଭରିଯାଉ ଏତିକି ମୋର କାମନା ।

ଜୟ ମା ଦୁର୍ଗା 🙏🏾🙏🏾🚩ଶାରଦୀୟ ଅଭିନନ୍ଦନ 🙏🏾🚩ପବିତ୍ର ଦୂର୍ଗାପୂଜା ଅବସରରେ ରାଜନଗର ବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା' ସମସ୍ତଙ୍...
11/10/2024

ଜୟ ମା ଦୁର୍ଗା 🙏🏾🙏🏾🚩
ଶାରଦୀୟ ଅଭିନନ୍ଦନ 🙏🏾🚩

ପବିତ୍ର ଦୂର୍ଗାପୂଜା ଅବସରରେ ରାଜନଗର ବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମା' ସମସ୍ତଙ୍କୁ ଖୁସିରେ ରଖନ୍ତୁ ଏତିକି ମା' ଦୁର୍ଗାଙ୍କ ନିକଟରେ ପାର୍ଥନା । 🙏🏼

ପବିତ୍ର ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ  ମୋର ପ୍ରିୟ ଗୁରୁଜନ ଏବଂ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛ ! ।  #ପଣା...
13/04/2024

ପବିତ୍ର ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ ମୋର ପ୍ରିୟ ଗୁରୁଜନ ଏବଂ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛ ! ।

#ପଣାସଂକ୍ରାନ୍ତି #ଓଡିଆନବବର୍ଷ

ମୋ ଗ୍ରାମପଞ୍ଚାୟତ ବ୍ରାହ୍ମଣସାହି ଅଧୀନସ୍ଥ ଗଜରାଜପୁର ଗ୍ରାମରେ ଅନୁଷ୍ଠିତ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଉତ୍ସବରେ ଯୋଗଦେଇ ପ୍ରଭୁ ଙ୍କ ଅଶ୍ରୀର...
09/04/2024

ମୋ ଗ୍ରାମପଞ୍ଚାୟତ ବ୍ରାହ୍ମଣସାହି ଅଧୀନସ୍ଥ ଗଜରାଜପୁର ଗ୍ରାମରେ ଅନୁଷ୍ଠିତ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଉତ୍ସବରେ ଯୋଗଦେଇ ପ୍ରଭୁ ଙ୍କ ଅଶ୍ରୀର୍ବାଦ ଲାଭ କରିବା ସହ ଅଞ୍ଚଳ ବାସୀଙ୍କର ସୁଖ ସମୃଦ୍ଧି କାମନା କଲି ।

🙏

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଜନପ୍ରିୟ ନେତା ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ ଙ୍କୁ ପୁନର୍ବାର ପ୍...
30/03/2024

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଜନପ୍ରିୟ ନେତା ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ ଙ୍କୁ ପୁନର୍ବାର ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ମାନ୍ୟବର ବିଧାୟକଙ୍କୁ ମୋ ପଞ୍ଚାୟତ ବ୍ରାହ୍ମଣସାହି ତରଫରୁ ଶୁଭେଚ୍ଛା।

ମୋର ଆଶା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ ମହୋଦୟ ପୁଣିଥରେ ରାଜନଗର ବାସୀଙ୍କ ବିଶ୍ୱାସଭାଜନ ହେବା ସହ ବିପୁଳ ଜନସମର୍ଥନ ସହ ବିଜେଡି ଗଡ଼ରେ ବିଜୟର ଧ୍ଵଜା ଉଡାଇବେ ।

 #ପ୍ରତି_ଓଡ଼ିଆଙ୍କ_ଆତ୍ମତୃପ୍ତି_ପଖାଳ_କଂସା    ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ଯରେ ପଖାଳ ଅନ୍ୟତମ । ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ବ...
20/03/2024

#ପ୍ରତି_ଓଡ଼ିଆଙ୍କ_ଆତ୍ମତୃପ୍ତି_ପଖାଳ_କଂସା
ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ଯରେ ପଖାଳ ଅନ୍ୟତମ । ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ବତନ୍ତ୍ର । #ପଖାଳଦିବସ ରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଉଛି।।
ପଖାଳ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ!
Naveen Patnaik Dhruba Sahoo

ମୋ ପଞ୍ଚାୟତର ବଡନାଉକୋଣା ଗ୍ରାମର ନନ୍ଦକିଶୋର ସାହୁଙ୍କ ୰ଧର୍ମପତ୍ନୀ ଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗ...
20/03/2024

ମୋ ପଞ୍ଚାୟତର ବଡନାଉକୋଣା ଗ୍ରାମର ନନ୍ଦକିଶୋର ସାହୁଙ୍କ ୰ଧର୍ମପତ୍ନୀ ଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍ ଗତି କାମନା କଲି।।

ମୋ ପଞ୍ଚାୟତ ବ୍ରାହ୍ମଣସାହି ଅଧିନସ୍ଥ ପ୍ରହରାଜପୁର ଗ୍ରାମର ମୂରବୀ ଉମେଶ ଭାଇଙ୍କ ବାପାଙ୍କ ବିୟୋଗ ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ...
18/03/2024

ମୋ ପଞ୍ଚାୟତ ବ୍ରାହ୍ମଣସାହି ଅଧିନସ୍ଥ ପ୍ରହରାଜପୁର ଗ୍ରାମର ମୂରବୀ ଉମେଶ ଭାଇଙ୍କ ବାପାଙ୍କ ବିୟୋଗ ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଶବ ଶୋଭାଯାତ୍ରାରେ ସାମିଲ୍ ହୋଇ ଅମର ଆତ୍ମାର ସଦ୍ ଗତି କାମନା କଲି।
ତା-୧୭/୦୩/୨୦୨୪!

08/03/2024
ମୋ ପଞ୍ଚାୟତ ବ୍ରାହ୍ମଣସାହି ଅଧିନସ୍ଥ ବଡନାଉକୋଣା ଗ୍ରାମର ଦିପୁ ସାନ ଭାଇର ବିବାହ ଅଭ୍ୟର୍ଥନା ଉତ୍ସବରେ ଯୋଗଦେଇ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇବ...
04/03/2024

ମୋ ପଞ୍ଚାୟତ ବ୍ରାହ୍ମଣସାହି ଅଧିନସ୍ଥ ବଡନାଉକୋଣା ଗ୍ରାମର ଦିପୁ ସାନ ଭାଇର ବିବାହ ଅଭ୍ୟର୍ଥନା ଉତ୍ସବରେ ଯୋଗଦେଇ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇବା ଅବସରରେ.....

ମୋ ପଞ୍ଚାୟତ ବ୍ରାହ୍ମଣସାହି, ଗଜରାଜପୁର ମହିମା ବିଶ୍ଵଶାନ୍ତି ନୋଡାଲ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ-୨୦୨୪ ସମାରୋହରେ ଯୋଗଦେଲ...
10/02/2024

ମୋ ପଞ୍ଚାୟତ ବ୍ରାହ୍ମଣସାହି, ଗଜରାଜପୁର ମହିମା ବିଶ୍ଵଶାନ୍ତି ନୋଡାଲ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ-୨୦୨୪ ସମାରୋହରେ ଯୋଗଦେଲି।

ଏହି ଅବସରରେ ଆୟୋଜିତ ଶିଶୁ ପ୍ରତିଭା ଚୟନ ଓ ପୂଜ୍ୟପୂଜା ସମାରୋହ ରେ ଶିକ୍ଷା , କ୍ରୀଡା , ନୃତ୍ୟ ଆଦି ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କଲି।
ତା-୦୮/୦୨/୨୦୨୪

ମୋ ପଞ୍ଚାୟତ ବ୍ରାହ୍ମଣସାହି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଗ୍ରାମାଞ୍ଚଳରେ ନୂତନ ପ୍ରତିଭା ଅନ୍ବେଷଣ ଆମର ଅନନ୍ୟ କାର୍ଯ୍ୟକ୍ରମ। ଉକ୍ତ କାର୍ଯ୍ୟକ...
26/01/2024

ମୋ ପଞ୍ଚାୟତ ବ୍ରାହ୍ମଣସାହି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଗ୍ରାମାଞ୍ଚଳରେ ନୂତନ ପ୍ରତିଭା ଅନ୍ବେଷଣ ଆମର ଅନନ୍ୟ କାର୍ଯ୍ୟକ୍ରମ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାତ୍ର, ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ପୁର୍ଣ୍ଣଚନ୍ଦ୍ର ପଢିହାରୀ ଙ୍କ ସହିତ ସ୍ଥାନୀୟ ସରପଞ୍ଚ ବୀଣାପାଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ତା-୨୬-୦୧-୨୦୨୪

Address

Rajnagar Block, Brahmansahi G. P
Kendrapara District
754225

Website

Alerts

Be the first to know and let us send you an email when Pramod Pradhan posts news and promotions. Your email address will not be used for any other purpose, and you can unsubscribe at any time.

Share