ମା ବଜ୍ର ସୁନା ଯୁବକ ସଂଘ, ରାମଚନ୍ଦ୍ରପୁର -କେନ୍ଦ୍ରାପଡ଼ା

  • Home
  • India
  • Kendrapara district
  • ମା ବଜ୍ର ସୁନା ଯୁବକ ସଂଘ, ରାମଚନ୍ଦ୍ରପୁର -କେନ୍ଦ୍ରାପଡ଼ା
ଜୟ ମା ବଜ୍ରସୁନା 🙏🏻🚩🚩ଜୟ ବାବା ଗୋରକ୍ଷନାଥ 🙏🏻🚩🚩ଆସନ୍ତା ତା, 23-8-2026 ରବିବାର ଶ୍ରାବଣ ଚତୁର୍ଥ ଷୋମବାର ର ପୂର୍ବଦିନ ଅର୍ଥାତ୍ ରବିବାର ଦିନ ...
15/08/2026

ଜୟ ମା ବଜ୍ରସୁନା 🙏🏻🚩🚩
ଜୟ ବାବା ଗୋରକ୍ଷନାଥ 🙏🏻🚩🚩

ଆସନ୍ତା ତା, 23-8-2026 ରବିବାର ଶ୍ରାବଣ ଚତୁର୍ଥ ଷୋମବାର ର ପୂର୍ବଦିନ ଅର୍ଥାତ୍ ରବିବାର ଦିନ ମା ବଜ୍ରସୁନା ଯୁବକ ସଂଘ ଓ ମା ସରସ୍ଵତୀ ବୋଲବମ୍ ସଂଘ ର ମିଳିତ ପ୍ରୟାସ ରେ ବାବା ଗୋରକ୍ଷନାଥ ଙ୍କ ପୀଠକୁ କାଉଡ଼ି ଯାତ୍ରା ରେ ଯାଉଥିବା ହଜାର ହଜାର ବୋଲବମ୍ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ଆୟୋଜନ କରା ଯାଇଛି , ତେଣୁ ଆପଣଙ୍କୁ ଅନୁରୋଧ ଆପଣ ଯଦି ଚାହିଁବେ ଏହି ମହତ୍ତ୍ଵ କାର୍ଯ୍ୟ ରେ ଯୋଗ ଦେଇ ଆମକୁ ସହଯୋଗ କରିବା ସହିତ ପ୍ରସାଦ ସେବନ କରି ପ୍ରଭୁକୃପା ଲାଭ କରିବେ 🙏🏻🙏🏻🙏🏻

ହର୍ ହର୍ ମହାଦେବ
ମା ବଜ୍ରସୁନା ଯୁବକ ସଂଘ, ରାମଚନ୍ଦ୍ରପୁର
ବୋଲବମ୍ ସଂଘ, ରାମଚନ୍ଦ୍ରପୁର
ରଜ ମହୋତ୍ସବ କମିଟି, ରାମଚନ୍ଦ୍ରପୁର
🙏🙏🙏🚩🚩🚩🙏🙏🙏

15/08/2026

ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ମା ବଜ୍ରସୁନା ଯୁବକ ସଂଘ ରାମଚନ୍ଦ୍ରପୁର ର ସ୍ବେଛାସେବୀ ମାନଙ୍କୁ ନେଇ ସଂଘ କାର୍ଯ୍ୟାଳୟରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।
ମା ବଜ୍ରସୁନା ଯୁବକ ସଂଘ, ରାମଚନ୍ଦ୍ରପୁର
ସରସ୍ଵତୀ ପୂଜା କମିଟି, ରାମଚନ୍ଦ୍ରପୁର
ବୋଲବମ୍ ସଂଘ, ରାମଚନ୍ଦ୍ରପୁର
ରଜ ମହୋତ୍ସବ କମିଟି, ରାମଚନ୍ଦ୍ରପୁର
ଆମ ଏକତା ହିଁ ଆମ ଶକ୍ତି 💪💪

14/08/2026

ଭକ୍ତି ହିଁ ଶକ୍ତି 🚩🚩🚩
ଚଳିତ ବର୍ଷ ଶ୍ରାବଣ ମାସ ଚତୁର୍ଥ ପାଳି ପ୍ରଭୁ ଗୋରଖନାଥ ମନ୍ଦିରରେ ଜଳାଭିଷେକ କରିବାକୁ ଆସୁଥିବା ହଜାର ହଜାର ଭକ୍ତ ମାନଙ୍କ ପାଇଁ ମା ବଜ୍ରସୁନା ଯୁବକ ସଂଘ, ରାମଚନ୍ଦ୍ରପୁର, କେନ୍ଦ୍ରାପଡ଼ା ତରଫରୁ ଜଇପୁର ଛକ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଅଛି। ଜଇପୁର ଛକ ଦେଇ ଆସୁଥିବା ସମସ୍ତ କାଉଡ଼ିଆ ଭକ୍ତମାନଙ୍କୁ ଅନୁରୋଧ ସେଠାରେ ପ୍ରସାଦ ସେବନ କରି ଆଶିର୍ବାଦ ପ୍ରଦାନ କରିବା ହେବେ।
ଏହିଭଳି ପୁଣ୍ୟ କାର୍ଯ୍ୟରେ ସମସ୍ତେ ଭାଗନେବାକୁ ଅନୁରୋଧ।🙏🙏
ମା ବଜ୍ରସୁନା ଯୁବକ ସଂଘ ରାମଚନ୍ଦ୍ରପୁର
ସରସ୍ଵତୀ ପୂଜା କମିଟି ରାମଚନ୍ଦ୍ରପୁର
ବୋଲବମ୍ ସଂଘ ରାମଚନ୍ଦ୍ରପୁର
🙏🙏🙏🚩🚩🚩🙏🙏🙏

23/07/2026

ବେଲପତ୍ର ସହ ଜଳର ଧାରା
ଦୂର କରିଦିଏ ପାପ ସାରା ।
ପବିତ୍ର ପୁଣ୍ୟ ଶ୍ରାବଣ ମାସ ଉପଲକ୍ଷେ ମା ସରସ୍ବତୀ ବୋଲବମ୍ ସଂଘ , ରାମଚନ୍ଦ୍ରପୁର ଓ ମା ବଜ୍ରସୁନା ଯୁବକ ସଂଘ ରାମଚନ୍ଦ୍ରପୁର ତରଫରୁ ୧୬ ତମ ଶ୍ରାବଣୀ ପଦଯାତ୍ରା ମା ଘଣ୍ଟେଶ୍ଵରୀ ଘାଟରୁ ହୁମା ମନ୍ଦିର ସମ୍ବଲପୁର
ତା-୧୦.୦୮.୨୦୨୬
ମା ସରସ୍ୱତୀ ବୋଲବମ୍ ସଂଘ, ରାମଚନ୍ଦ୍ରପୁର
ମା ବଜ୍ରସୁନା ଯୁବକ ସଂଘ, ରାମଚନ୍ଦ୍ରପୁର
ମାର୍ଶାଘାଇ
କେନ୍ଦ୍ରାପଡ଼ା

ଆପଣଙ୍କ ଆଶା ଆକାଂକ୍ଷା ଭରଷା କୁ ପାଥେୟ କରି ଓଡ଼ିଆ କଳା, ସଂସ୍କୃତି, ପରମ୍ପରା, ପର୍ବ ଓ ଐତିହ୍ୟ କୁ ପୁନର୍ଜୀବିତ କରିବାକୁ ଆମର ଛୋଟ ପ୍ରୟାସ ମ...
29/05/2026

ଆପଣଙ୍କ ଆଶା ଆକାଂକ୍ଷା ଭରଷା କୁ ପାଥେୟ କରି ଓଡ଼ିଆ କଳା, ସଂସ୍କୃତି, ପରମ୍ପରା, ପର୍ବ ଓ ଐତିହ୍ୟ କୁ ପୁନର୍ଜୀବିତ କରିବାକୁ ଆମର ଛୋଟ ପ୍ରୟାସ ମାତ୍ର!
ମା ବଜ୍ର ସୁନା ଯୁବକ ସଂଘ, ରାମଚନ୍ଦ୍ରପୁର
ରଜ ମହୋତ୍ସବ କମିଟି, ରାମଚନ୍ଦ୍ରପୁର
ମା ସରସ୍ୱତୀ ପୂଜା କମିଟି, ରାମଚନ୍ଦ୍ରପୁର
🚩🚩🚩🙏🙏🙏🚩🚩🚩

ଜୟ ମା ବଜ୍ରସୁନା🙏 ।ସମସ୍ତଙ୍କୁ ପ୍ରଣାମ ସମସ୍ତ ଭାଇ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଗତ ବର୍ଷ ଅର୍ଥାତ୍ ୨୦୨୫ ମସିହା ଏପ୍ରିଲ୍ ୧୪ ...
12/04/2026

ଜୟ ମା ବଜ୍ରସୁନା🙏 ।
ସମସ୍ତଙ୍କୁ ପ୍ରଣାମ ସମସ୍ତ ଭାଇ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଗତ ବର୍ଷ ଅର୍ଥାତ୍ ୨୦୨୫ ମସିହା ଏପ୍ରିଲ୍ ୧୪ ତାରିଖ ତଥା ପବିତ୍ର ପଣାସଂକ୍ରାନ୍ତି ରେ ଖୁରୁଷିଆ ମା ବ୍ରହ୍ମାଣୀ ପୀଠ ଠାରେ ଅନୁଷ୍ଠିତ ହେଉଥିବା ପବିତ୍ର ଝାମୁ ଯାତ୍ରା ରେ ଆସୁଥିବା ହଜାର ହଜାର ଭକ୍ତ ଙ୍କ ପାଇଁ ଯେଉଁ ଜଳଛତ୍ର ବା ଦହି ପଣା ର ଆୟୋଜନ କରିଥିଲେ ତାହା ଖୁବ୍ ସୁନ୍ଦର୍ କାର୍ଯ୍ୟକ୍ରମ ରେ ପରିଣତ ହୋଇଥିଲା , ଆଖପାଖ ଅଞ୍ଚଳ ରେ ସମସ୍ତେ ଆମ ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ , ସେହିଭଳି ଚଳିତ ବର୍ଷ ଆସନ୍ତା ପଣା ସଂକ୍ରାନ୍ତି ଏପ୍ରିଲ୍ ୧୪(ମଙ୍ଗଳବାର)ଦିନ ଠିକ୍ ସେହି ସ୍ଥାନ ରେ ଆମେ ପୁନର୍ବାର ଏକ ମୃଦୁ ପାନୀୟ ବା ସୁନ୍ଦର୍ ଦହି ପଣା ର ଆୟୋଜନ କରାଯାଉଛି।
ମା ବଜ୍ର ସୁନା ଯୁବକ ସଂଘ, ରାମଚନ୍ଦ୍ରପୁର

ସେବା :-ସେବା ଏକ ଶବ୍ଦର ପରିଭାଷା ନୁହେଁ । ସେବା କିଛି କରିବାର ଆତ୍ମ ତୃପ୍ତି ର ସାଧନ ମାତ୍ର । ଯାହା କରିବାକୁ ସରକାର, ବିରୋଧୀ, ପ୍ରଶାସନିକ ଅ...
30/09/2025

ସେବା :-
ସେବା ଏକ ଶବ୍ଦର ପରିଭାଷା ନୁହେଁ । ସେବା କିଛି କରିବାର ଆତ୍ମ ତୃପ୍ତି ର ସାଧନ ମାତ୍ର । ଯାହା କରିବାକୁ ସରକାର, ବିରୋଧୀ, ପ୍ରଶାସନିକ ଅଧିକାରୀ ଅସମର୍ଥ ତାହାକୁ କାର୍ଯ୍ୟକାରୀ କରନ୍ତି ସ୍ୱଛାସେବୀ ମାନେ । ପବିତ୍ର ଶୁଭ ତିଥି ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପବିତ୍ର ସପ୍ତମୀ ଦିନରେ ମା ବଜ୍ରସୁନା ଯୁବକ ସଂଘ ରାମଚନ୍ଦ୍ରପୁର ଓ ଗ୍ରାମର ଗୁରୁଜନ ମାନଙ୍କ ମିଳିତ ପ୍ରୟାସରେ ରାମଚନ୍ଦ୍ରପୁର ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ସହିତ ବାଲିଘାଇ ଗ୍ରାମକୁ ସଂଯୋଗ କରୁଥିବା ଅନ୍ଧାରୁଆ ରାସ୍ତାପାର୍ଶ୍ଵ କୁ ମା ବଜ୍ରସୁନା ଯୁବକ ସଂଘ, ରାମଚନ୍ଦ୍ରପୁର ସହଯୋଗରେ ଆଲୋକିକରଣ କରାଗଲା ।
ସେବା ହିଁ ଜୀବନ
ସେବା ହିଁ ଲକ୍ଷ୍ୟ
ସେବା ହିଁ ସମ୍ପଦ
ମା ବଜ୍ରସୁନା ଯୁବକ ସଂଘ ସଦାସର୍ବଦା ଆପଣଙ୍କ ସେବାରେ
ମା ବଜ୍ରସୁନା ଯୁବକ ସଂଘ ସଦାସର୍ବଦା ଆପଣଙ୍କ ସାଥିରେ
ମା ବଜ୍ରସୁନା ଯୁବକ ସଂଘ ରାମଚନ୍ଦ୍ରପୁର, କେନ୍ଦ୍ରାପଡ଼ା
🙏🙏🙏🙏🚩🚩🚩🚩🙏🙏🙏🙏

୭୯ ତମ ସ୍ବାଧିନତା ଦିବସ ଉପଲକ୍ଷେ ମା ବଜ୍ରସୁନା ଯୁବକ ସଂଘ ରାମଚନ୍ଦ୍ରପୁର, କେନ୍ଦ୍ରାପଡ଼ା ତରଫରୁ ହାର୍ଦ୍ଦିକ ଶୁଭେଛା ଓ   ଅଭିନନ୍ଦନ । 🚩🚩🚩🚩
15/08/2025

୭୯ ତମ ସ୍ବାଧିନତା ଦିବସ ଉପଲକ୍ଷେ ମା ବଜ୍ରସୁନା ଯୁବକ ସଂଘ ରାମଚନ୍ଦ୍ରପୁର, କେନ୍ଦ୍ରାପଡ଼ା ତରଫରୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ।
🚩🚩🚩🚩

Address

Ramchandrapur, Kendrapara
Kendrapara District
754140

Website

Alerts

Be the first to know and let us send you an email when ମା ବଜ୍ର ସୁନା ଯୁବକ ସଂଘ, ରାମଚନ୍ଦ୍ରପୁର -କେନ୍ଦ୍ରାପଡ଼ା posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category