Kishore Kumar panda

Kishore Kumar panda Bharatiya Janata party

19/01/2026
19/01/2026

08/01/2026

ଓଡ଼ିଶୀ ନୃତ୍ୟର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା, ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

08/01/2026

ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ବାଣପୁରଠାରେ 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା'ର ଶୁଭାରମ୍ଭ କରିବା ସହ ରାଜ୍ୟବ୍ୟାପୀ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ "ନିପୁଣ ଓଡ଼ିଶା" ଅଭିଯାନର ସଫଳ ରୂପାୟନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ପଦକ୍ଷେପ ଆଗାମୀ ପିଢ଼ିକୁ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରିବା ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ମୁଖ୍ୟ ସ୍ତମ୍ଭ ସାଜିବ।

08/01/2026
06/01/2026

ଓଡ଼ିଶା ର ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଲୋକଙ୍କର ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କର ଆଶା ଓ ଭରସା, ବିକଶିତ ଓଡ଼ିଶା ର ସୁଯୋଗ୍ୟ ବିନ୍ଧାଣୀ ଆମ ସମସ୍ତଙ୍କର ପ୍ରିୟ ଆଦରଣୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐🙏
ପ୍ରାର୍ଥନା କରୁଛି ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ, ନିରୋଗ ରଖନ୍ତୁ ଏଵଂ ଚଲାପଥ କୁସୁମିତ କରନ୍ତୁ।

06/01/2026

Heartiest birthday wishes to the Chief Minister of Odisha, Mohan Charan Majhi. May Mahaprabhu Jagannath bless him with good health and long life. Under the guidance of Prime Minister Narendra Modi and his leadership, may Odisha continue to progress on the path of development and prosperity. 🙏

Address

College Road
Kendrapara
TINIMUHANI

Alerts

Be the first to know and let us send you an email when Kishore Kumar panda posts news and promotions. Your email address will not be used for any other purpose, and you can unsubscribe at any time.

Share