Aam Aadmi Party Keonjhar

Aam Aadmi Party Keonjhar ସ୍ୱଚ୍ଛ ଇମାନଦାର ରାଜନୀତି

23/09/2024

ବେଇମାନି ର ଦାଗ ସହିତ ସରକାର ଚଳାଇବା ତ ଦୂରର କଥା, ମୁଁ ଏହି ଦାଗ ସହିତ ବଞ୍ଚିମଧ୍ୟ ପାରିବି ନାହିଁ ।

Arvind Kejriwal

#जनता_की_अदालत_में_केजरीवाल

22/09/2024

ଆମ୍ ଆଦ୍‌ମୀ ପାର୍ଟି ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ Atishi 🙏

ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ପରିବାର ତରଫରୁ ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଏବଂ ଅଭିନନ୍ଦନ 💐

Aam Aadmi Party

22/09/2024

ସେନାଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସ ଦ୍ଵାରା ନିର୍ଯାତନା ମାମଲାରେ ଆଜି କମିଶନରେଟ ପୋଲିସ (ଭୁବନେଶ୍ୱର - କଟକ) ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ Aam Aadmi Party Odisha ର ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବିପତ୍ର ପ୍ରଦାନ ।

କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା ବ୍ଲକ୍ ଅନ୍ତର୍ଗତ ଖୁଣ୍ଟାପଡ଼ା ହାଟ ପିଣ୍ଡି ଠାରେ ଆମ୍ ଆଦମୀ ପାର୍ଟି ର ଏକ ସଭା ଦୁର୍...
15/09/2024

କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା ବ୍ଲକ୍ ଅନ୍ତର୍ଗତ ଖୁଣ୍ଟାପଡ଼ା ହାଟ ପିଣ୍ଡି ଠାରେ ଆମ୍ ଆଦମୀ ପାର୍ଟି ର ଏକ ସଭା ଦୁର୍ଗାଚରଣ ମୁଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଗଠନ ସମ୍ପାଦକ ଆଚାର୍ଯ୍ୟ କଲ୍ୟାଣ ଆନନ୍ଦ ଯୋଗଦେଇ ବିଜେପି ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ପ୍ରକାଶ କରିଛନ୍ତି। କେବଳ ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଭ୍ରମିତ କରାଯାଇଛି। ତେଣୁ ବିଜେପି ର ଧୋକା ଅଭିଯାନ ଆରମ୍ଭ କରିବାକୁ ଯାଉଛି ଆମ୍ ଆଦମୀ ପାର୍ଟି। କର୍ମୀ ମାନେ ତୃଣମୂଳ ସ୍ତରକୁ ଯାଇ ବିଜେପି କେମିତି ଜନସାଧାରଣ ଙ୍କୁ ଠକିଛି ତାହା ସଚେତନ କରିବା ସହିତ ସଂଗଠନ କୁ ଦୃଢ଼ କରାଯିବ ବୋଲି ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହି ସଭାରେ ପାଟଣା ନିର୍ବାଚନ ମଣ୍ଡଳୀ ର ସଭାପତି ଖଗେଶ୍ବର ମହାନ୍ତ, ସନାତନ ନାଏକ, ମୋହନ ମହାନ୍ତ, ଅନାମ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ଆମ୍ ଆଦମୀ ପାର୍ଟି ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ସଭା କେନ୍ଦେଇପଶି ମେଡିକାଲ ଛକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ...
14/09/2024

ଆମ୍ ଆଦମୀ ପାର୍ଟି ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ସଭା କେନ୍ଦେଇପଶି ମେଡିକାଲ ଛକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଗଠନ ସମ୍ପାଦକ ଆଚାର୍ଯ୍ୟ କଲ୍ୟାଣ ଆନନ୍ଦ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ମେଘନାଥ ମାଝୀ, ଲୋକସଭା ସଭାପତି ଭବାନୀ ଶଙ୍କର ମହାନ୍ତ, ଜୟକୃଷ୍ଣ ନାଏକ, କୈଳାଶ ବାରିକ ଯୋଗ ଦେଇଥିଲେ। ଗତକାଲି ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ଆବାହକ ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲ ଙ୍କ କୋର୍ଟ ରୁ ବେଲ ମିଳିବା ପରେ, ସଭାରେ ସମସ୍ତ କର୍ମୀ ଖୁସିବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ପାଟଣା ନିର୍ବାଚନ ମଣ୍ଡଳୀ ରେ କେମତି ତୃଣମୂଳ ସ୍ତରରୁ ସଂଗଠନ କୁ ମଜଭୁତ କରାଯିବ ସେ ବାବଦରେ ଆଲୋଚନା କରାଯାଇଥିଲା। ଆମ୍ ଆଦମୀ ପାର୍ଟି ର ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ର ରାଜନୀତି କୁ ଲୋକଙ୍କ ପାଖକୁ ପହଞ୍ଚାଇବା ନିମନ୍ତେ କର୍ମୀ ମାନଙ୍କୁ କୁହାଯାଇଥିଲା। ଏହି ନିର୍ବାଚନରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ପାଳନ କରୁନଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା। ସୁଭଦ୍ରା ଯୋଜନାରେ ଦୁଇ ବର୍ଷ ମଧ୍ୟରେ 50000 ଟଙ୍କା ର ଭାଉଚର ହେଉ କି 300 ୟୁନିଟ ମାଗଣା ବିଜୁଳି ହେଉ ଅବା ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା 3000 ଟଙ୍କା କରିବା ହେଉ କୌଣସି ପ୍ରତିଶ୍ରୁତି ପାଳନ କରାଯାଇନାହିଁ। ତେଣୁ ଏହି ବିଜେପି ର ଧୋକା ଅଭିଯାନ କୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଗଲା। ପାଟଣା ନିର୍ବାଚନ ମଣ୍ଡଳୀ ସଭାପତି ଖଗେଶ୍ବର ମହାନ୍ତ, ସନାତନ ନାଏକ, ଲକ୍ଷ୍ମଣ ମହାନ୍ତ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ନାଏକ, ଦୁର୍ଗାଚରଣ ମୁଣ୍ଡା,ବନବିହାରୀ ନାଏକ, ବାସନ୍ତୀ ନାଏକ, ସୁନିଲ ମହାନ୍ତ, ଦିଲ୍ଲୀପ କୁମାର ମହାରଣା, ମଣ୍ଟୁ ମୁଣ୍ଡା, କିରାଣୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ।

14/09/2024

ତାନାଶାହା ର ଜୁମଲା ବିରୁଦ୍ଧରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଣ୍ଟିନ ଠାରେ ଆମ୍ ଆଦ୍‌ମୀ ପାର୍ଟିର ଜୋରଦାର ବିରୋଧ ପ୍ରଦର୍ଶନ 🔥।

#ବିଜେପିର_ଧୋକା

14/09/2024

ତାନାଶାହାର ଜେଲ ଭାଙ୍ଗି ବାହାରକୁ ଆସିଲେ ସଚ୍ଚୋଟ ଦେଶଭକ୍ତ Arvind Kejriwal ଜୀ 🔥🔥

Address

Kendujhar
758001

Alerts

Be the first to know and let us send you an email when Aam Aadmi Party Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Aam Aadmi Party Keonjhar:

Share