20/12/2025
କେନ୍ଦୁଝର ଜିଲ୍ଲାରେ ସାନ ଘାଘରରା,ବଡ ଘାଘରା, ଖଣ୍ଡଧାରା, କୋଇଯୋଡା, ମୁର୍ଗା ମହାଦେବ,ଭୀମକୁଣ୍ଡ, ଗୁଣ୍ଡିଚାଘାଗୀ,ସୀତାବିଞ୍ଜ, ହାଣ୍ଡିଭଙ୍ଗା ଓ କାନଝାରୀ ଡ୍ୟାମ ଏହି ପର୍ଯ୍ୟଟନସ୍ଥଳୀରେ ପ୍ଲାଷ୍ଟିକ ନିଷେଧାଦେଶ ଦେଇଛନ୍ତି. ....
ଏହି ପଦକ୍ଷେପକୁ ସମର୍ଥନ କରିବା ପାଇଁ ଏକ ସୁନ୍ଦର ପଦକ୍ଷେପ..... ସମସ୍ତ ପ୍ରକୃତି ପ୍ରେମୀ ଏବଂ ପିକନିକ୍ ଦଳ ଏବଂ ଏହାକୁ ଅନୁସରଣ କରନ୍ତୁ....