BJP Saharpada

BJP Saharpada ପ୍ରଥମେ ରାଷ୍ଟ୍ର ପରେ ସ୍ବାର୍ଥ

ବର୍ଷ ବର୍ଷା ଧରି ବିଜେଡ଼ି ସରକାର ଲୋକଙ୍କୁ ମେଡ଼ିକାଲ ସୁବିଧା ବି ଦେବାରେ ଅବହେଳା କରୁଥିଲେ!  ମାତ୍ର ଲୋକଙ୍କ ସରକାର ଆସିବା ପରେ ଆଉ ଭଲ ସ୍ୱାସ୍...
29/09/2025

ବର୍ଷ ବର୍ଷା ଧରି ବିଜେଡ଼ି ସରକାର ଲୋକଙ୍କୁ ମେଡ଼ିକାଲ ସୁବିଧା ବି ଦେବାରେ ଅବହେଳା କରୁଥିଲେ! ମାତ୍ର ଲୋକଙ୍କ ସରକାର ଆସିବା ପରେ ଆଉ ଭଲ ସ୍ୱାସ୍ଥ୍ୟ ସେବା ପାଇଁ କେବଳ କଟକ ଓ ଭୁବନେଶ୍ୱର ଉପରେ ନିର୍ଭର ହେବାକୁ ପଡିବ ନାହିଁ ।

କଥା ଦେଇ କଥା ରଖୁଛନ୍ତି ଡବଲ ଇଞ୍ଜିନ ସରକାର ! ଯୁବକଯୁବତୀଙ୍କୁ ମିଳିବ ନିଯୁକ୍ତି 😍
29/09/2025

କଥା ଦେଇ କଥା ରଖୁଛନ୍ତି ଡବଲ ଇଞ୍ଜିନ ସରକାର ! ଯୁବକଯୁବତୀଙ୍କୁ ମିଳିବ ନିଯୁକ୍ତି 😍

ଅପରେସନ ସିନ୍ଦୂର ପରେ...ଅପରେସନ ତିଲକ ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ନବମ ଥର ପାଇଁ ଏସିଆ କପ୍ ହାସଲ କରିଥିବା ଭାରତୀୟ ...
29/09/2025

ଅପରେସନ ସିନ୍ଦୂର ପରେ...ଅପରେସନ ତିଲକ

ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ନବମ ଥର ପାଇଁ ଏସିଆ କପ୍ ହାସଲ କରିଥିବା ଭାରତୀୟ କ୍ରିକେଟ ଟିମକୁ ହାର୍ଦ୍ଦିକ ଅଭିନନ୍ଦନ।🙏🙏
🇮🇳

ଆଦିଶକ୍ତି ଜଗତଜନନୀ ମା' ଦୁର୍ଗାଙ୍କ ମହାସପ୍ତମୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା l
29/09/2025

ଆଦିଶକ୍ତି ଜଗତଜନନୀ ମା' ଦୁର୍ଗାଙ୍କ ମହାସପ୍ତମୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା l

29/09/2025

#ବିଜୟ ପରେ ଟ୍ରଫି ଗ୍ରହଣ କଲାନି #ଭାରତୀୟ କ୍ରିକେଟ୍ ଟିମ୍
#ପାକିସ୍ତାନ ମନ୍ତ୍ରୀ ତଥା ଏସିସିର ସଭାପତି ମୋହସିନ ନକଭିଙ୍କ #ହାତରୁ ଟ୍ରଫି ନେବାକୁ ମନାକଲା ଟିମ୍ ଇଣ୍ଡିଆ ଭାରତକୁ ପରମାଣୁ #ଧମକ ଦେଇଥିଲେ ଅପରେସନ ସିନ୍ଦୁର ସମୟରେ ଏବେ #ଭାରତୀୟ ଟିମ୍ ତାଙ୍କ ହାତରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନାକଲେ

17/09/2025
17/09/2025
ଅପ୍ରତିଦ୍ଵନ୍ଦୀ ଜନନାୟକ, ସଫଳ ନେତୃତ୍ୱର ପ୍ରତୀକ ଓ ସଂସ୍କାରର ସୂତ୍ରଧର → ପ୍ରଧାନମନ୍ତ୍ରୀ ଶ୍ରୀ Narendra Modiଜୀ   Narendra Modi Narend...
17/09/2025

ଅପ୍ରତିଦ୍ଵନ୍ଦୀ ଜନନାୟକ, ସଫଳ ନେତୃତ୍ୱର ପ୍ରତୀକ ଓ ସଂସ୍କାରର ସୂତ୍ରଧର → ପ୍ରଧାନମନ୍ତ୍ରୀ ଶ୍ରୀ Narendra Modiଜୀ


Narendra Modi
Narendra Modi Fan Club

17/09/2025

Address

Saharpada
Keonjhargarh

Website

Alerts

Be the first to know and let us send you an email when BJP Saharpada posts news and promotions. Your email address will not be used for any other purpose, and you can unsubscribe at any time.

Share